"ନିମୋନିଆ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଦରକାରୀ ଛାଞ୍ଚ ହଟାଗଲା using AWB
ଅଦ୍ୟତନ କରାଗଲା
୧୭ କ ଧାଡ଼ି:
| MeshID = D011014
}}
<!-- ସଂଜ୍ଞା ଓ ଲକ୍ଷଣ -->
'''ନିମୋନିଆ''' ରୋଗ ଫୁସଫୁସରେ ଥିବା [[ଅଣୁବୀକ୍ଷଣିୟ ବାୟୁ ଥଳି]]ର (Alveolus) [[ପ୍ରଦାହ]]କୁ କୁହାଯାଏ । <ref name=RespText09>{{cite book|editor-last=McLuckie|editor-first=A.|title=Respiratory disease and its management|year=2009|publisher=Springer|location=New York|isbn=978-1-84882-094-4|page=51}}</ref><ref name=AcuteCare09>{{cite book |author=Leach, Richard E. |title=Acute and Critical Care Medicine at a Glance |edition=2nd |publisher=Wiley-Blackwell |year=2009 |isbn=1-4051-6139-6 |url= https://books.google.com/books?id=7u_wu5VCsVQC&pg=PT168}}</ref> ଏହାର ଲକ୍ଷଣ ଗୁଡ଼ିକ ଯଥାକ୍ରମେ [[କାଶ]] ସ‌ହିତ [[ଖଙ୍କାର]], [[ଛାତି ଯନ୍ତ୍ରଣା]], [[ଜ୍ୱର]], ଓ [[ଡିସନିଆ|ଶ୍ୱାସକଷ୍ଟ]].<ref name=Ash2007>{{cite book |author=Ashby, Bonnie; Turkington, Carol |title=The encyclopedia of infectious diseases |edition=3rd |publisher=Facts on File |location=New York |year=2007 |origyear= |page= 242|isbn=0-8160-6397-4 |url=https://books.google.com/books?id=4Xlyaipv3dIC&pg=PA242|accessdate=2011-04-21}}</ref> ଲକ୍ଷଣ ଗୁଡ଼ିକ ସାଧାରଣରୁ ସାଂଘାତିକ ହୋଇପାରେ ।<ref name=NIH2011>{{cite web|title=What Is Pneumonia?|url=http://www.nhlbi.nih.gov/health/health-topics/topics/pnu|website=NHLBI|accessdate=2 March 2016|date=March 1, 2011}}</ref> ବୃଦ୍ଧ ଓ ଅଳ୍ପ ଯୁବାବୟସରେ ଏହାର ସ୍ୱାଭାବିକ ଲକ୍ଷଣ ଦେଖାଯାଏ ନାହିଁ ।<ref>{{cite web|author1=NHLBI|title=What Are the Signs and Symptoms of Pneumonia?|url=http://www.nhlbi.nih.gov/health/health-topics/topics/pnu/signs|accessdate=3 March 2016|date=March 1, 2011}}</ref> ଚିକିତ୍ସା ଆରମ୍ଭର ତିନି ଦେନ ମଧ୍ୟରେ ଅବସ୍ଥାର ଉନ୍ନତି ହୁଏ କିନ୍ତୁ ଏହା ପରେ ଏକ ମାସ ପର୍ଯ୍ୟନ୍ତ ରୋଗୀକୁ ଥକ୍କା ଲାଗେ ।<ref name=NIH2011/>
 
<!-- କାରଣ ଓ ରୋଗ ନିର୍ଣ୍ଣୟ -->
ଫୁସଫୁସର ପ୍ରଦାହକୁ ନିମୋନିଆ କୁହାଯାଏ ଯାହା ପ୍ରାଥମିକ ଭାବେ ଏହାର ଅଣୁବୀକ୍ଷଣିୟ ବାୟୁ ଥଳିକୁ (Alveolus)<ref name=RespText09>{{cite book|last=McLuckie|first=[editor] A.|title=Respiratory disease and its management|year=2009|publisher=Springer|location=New York|isbn=978-1-84882-094-4|page=51}}</ref><ref name=AcuteCare09>{{cite book |author=Leach, Richard E. |title=Acute and Critical Care Medicine at a Glance |edition=2nd |publisher=Wiley-Blackwell |year=2009 |isbn=1-4051-6139-6 |url= http://books.google.co.uk/books?id=7u_wu5VCsVQC&pg=PT168|accessdate=2011-04-21}}</ref> ଆକ୍ରମଣ କରେ । ସାଧାରଣତଃ ଏହି ରୋଗ ଭୁତାଣୁ ଓ ଜୀବାଣୁ ଦ୍ଵାରା ଏବଂ ଅନ୍ୟ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]] ଦ୍ଵାରା ସଂଘଟିତ ହୁଏ ।<br />
 
 
 
ସାଧାରଣତଃ ଏହି ରୋଗ ଭୁତାଣୁ ଓ ଜୀବାଣୁ ଦ୍ଵାରା ଏବଂ ଅନ୍ୟ ଅଣୁଜୀବ, ଔଷଧ ଓ [[ଅଟୋଇମ୍ମ୍ୟୁନିଟି]] ଦ୍ଵାରା ସଂଘଟିତ ହୁଏ ।<br />
ଏହି ରୋଗର ଲକ୍ଷଣ ମଧ୍ୟରେ କାଶ, ଛାତି ଯନ୍ତ୍ରଣା, ଜର ଓ ଶ୍ଵାସକ୍ରିୟାରେ କଷ୍ଟ<ref name="isbn0-8160-6397-4">{{cite book |author=Ashby, Bonnie; Turkington, Carol |title=The encyclopedia of infectious diseases |edition=3rd |publisher=Facts on File |location=New York |year=2007 |origyear= |page= 242|isbn=0-8160-6397-4 |url=http://books.google.co.uk/books?id=4Xlyaipv3dIC&pg=PA242|accessdate=2011-04-21}}</ref> ଅନୁଭବ ଅନ୍ୟତମ । ଏକ୍ସ-ରେ ଓ କଫ ପରୀକ୍ଷା କରି ଏହା ସମ୍ପୁର୍ଣ୍ଣ ରୁପେ ନିଧାର୍ଯ୍ୟ କରାଯାଏ । କେତେକ ପ୍ରକାରର ନିମୋନିଆ ନିମନ୍ତେ ଟିକା ଉପଲବ୍ଧ ଅଛି । ଏହାର ଚିକିତ୍ସା ମୂଳ କାରଣ ଉପରେ ନିର୍ଭରଶୀଳ । ଆଣ୍ଟିବାୟୋଟିକ ଦ୍ଵାରା ଜୀବାଣୁ ଜନିତ ନିମୋନିଆ ଚିକିତ୍ସା କରାଯାଏ । ସାଂଘାତିକ ହୋଇଥିଲେ ଡାକ୍ତରଖାନାରେ ପ୍ରବେଶ କରେଇ ଦିଆଯାଏ । <br />
ପ୍ରତିବର୍ଷ ପ୍ରାୟ ୪୫୦ ନିୟୁତ ଲୋକଙ୍କୁ ନିମୋନିଆ ହୁଏ ଓ ୪ ନିୟୁତ ରୋଗୀ ମୃତ୍ୟୁ ମୁଖରେ ପତିତ ହୁଅନ୍ତି । ଉନବିଂଶ ଶତାବ୍ଦୀରେ ଉଇଲିୟମ ଅସ୍ଲର ନିମୋନିଆକୁ ମୃତ୍ୟୁର କ୍ୟାପ୍‌ଟେନ୍<ref>{{cite book|last=Osler|first=William|title=Principles and Practice of Medicine, 4th Edition|year=1901|publisher=D. Appleton and Company|location=New York|pages=108|url=http://mcgovern.library.tmc.edu/data/www/html/people/osler/PPM4th/OP400067.htm}}</ref> ନାମରେ ଅଭିହିତ କରିଥିଲେ । ବିଂଶ ଶତାବ୍ଦିରେ ଆଣ୍ଟିବାୟୋଟିକ ଉଦ୍ଭାବନ ପରେ ଏହାର ମୃତ୍ୟୁ ହାରରେ ଉନ୍ନତି ପରିଲକ୍ଷିତ ହେଲା । ଏହା ସତ୍ତ୍ଵେ ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଅତି ସାନ, ବୟୋବୃଦ୍ଧ ଓ ଦୀର୍ଘଦିନର ଅସୁସ୍ଥ ଲୋକଙ୍କର ମୃତ୍ୟୁର ଏବେବି ମୂଖ୍ୟ କାରଣ ହାର । <ref>{{cite book|last=George|first=Ronald B.|title=Chest medicine : essentials of pulmonary and critical care medicine|year=2005|publisher=Lippincott Williams & Wilkins|location=Philadelphia, PA|isbn=9780781752732|pages=353|url=http://books.google.ca/books?id=ZzlX2zJMbdgC&pg=PA353|edition=5th ed.}}</ref> <br />
"https://or.wikipedia.org/wiki/ନିମୋନିଆ"ରୁ ଅଣାଯାଇଅଛି