"ଏଚଆଇଭି/ଏଡସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଦ୍ୟତନ କରାଗଲା
ଅଧିକ ତ‌ଥ୍ୟ ଦିଆଗଲା
୨୩ କ ଧାଡ଼ି:
ଏଚ୍.ଆଇ.ଭି ମୁଖ୍ୟତଃ [[ଅସୁରକ୍ଷିତ ଯୌନ କ୍ରିୟା]] (ସ୍ଵାଭାବିକ ବା ଅସ୍ଵାଭାବିକ ଯୌନ ସମ୍ଭୋଗ), ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ଵାରା ଏହା ସଂକ୍ରମିତ ହୁଏ ।<ref name=TransmissionM2007>{{cite book|last=Markowitz|first=edited by William N. Rom ; associate editor, Steven B.|title=Environmental and occupational medicine|year=2007|publisher=Wolters Kluwer/Lippincott Williams & Wilkins|location=Philadelphia|isbn=978-0-7817-6299-1|page=745|url=https://books.google.com/books?id=H4Sv9XY296oC&pg=PA745|edition=4th}}</ref> ଶରୀର ନିର୍ଗତ ଲୁହ ଓ ଲାଳଦ୍ୱାରା ସଂକ୍ରମଣ ହୁଏ ନାହିଁ ।<ref name=CDCtransmission>{{cite web|publisher=[[Centers for Disease Control and Prevention]]|year=2003|url=http://www.cdc.gov/HIV/pubs/facts/transmission.htm|title=HIV and Its Transmission|accessdate=May 23, 2006|archiveurl=http://web.archive.org/web/20050204141148/http://www.cdc.gov/HIV/pubs/facts/transmission.htm|archivedate=February 4, 2005}}</ref> । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ କିନ୍ତୁ ମାତା ଓ ଶିଶୁର [[ଆଣ୍ଟିରେଟ୍ରୋଭାଇରାଲ୍]] ଚିକିତ୍ସା କଲେ ରୋଗର ଗତି ଧୀର ହୋଇଯାଏ ମୃତ୍ୟୁ ସଙ୍କଟ ଓ ଜଟିଳତା କମିଯାଏ ।<ref name=CDC21015Bas/><ref name=UN2012Vac>{{cite news|title=The quest for an HIV vaccine|url=http://www.unaids.org/en/resources/presscentre/featurestories/2012/may/20120518vaccinesday/|date=May 18, 2012|author=UNAIDS}}</ref> ରୋଗ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରାଯାଏ । <ref name=WHO2015Tx>{{cite book|title=Guideline on when to start antiretroviral therapy and on pre-exposure prophylaxis for HIV.|date=2015|publisher=WHO|isbn=9789241509565|page=13|url=http://apps.who.int/iris/bitstream/10665/186275/1/9789241509565_eng.pdf?ua=1}}</ref> ଚିକିତ୍ସା ବିହୁନେ ହାରାହାରି ବଞ୍ଚିବା ସମୟ ପ୍ରାୟ ୧୧ ବର୍ଷ ।<ref name=UNAIDS2007>{{cite web| author =[[Joint United Nations Programme on HIV/AIDS|UNAIDS]], [[World Health Organization|WHO]]|date=December 2007| title = 2007 AIDS epidemic update| url= http://data.unaids.org/pub/EPISlides/2007/2007_epiupdate_en.pdf| accessdate = March 12, 2008| format= PDF}}</ref>
 
<!-- ଇତିହାସ ଓ ରୋଗାନୁଶୀଳଣରୋଗାନୁଶୀଳନ -->
ସନ ୨୦୧୪ରେ ପ୍ରାୟ ୩୬.୯ ନିୟୁତ ଲୋକଙ୍କର ଏଚଆଇଭି ଥିଲା ଓ ଏହା ଫଳରେ ୧.୨ ମୃତ୍ୟୁ ହୋଇଥିଲା ।<ref name=WHO2015Fact>{{cite web|title=HIV/AIDS Fact sheet N°360|url=http://www.who.int/mediacentre/factsheets/fs360/en/|website=WHO|accessdate=11 February 2016|date=November 2015}}</ref>ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ [[ସବ୍‌-ସାହାରା ଆଫ୍ରିକା]]ରେ ରହୁଥିଲେ । <ref name=WHO2015Fact/> ଏହି ରୋଗର ଆବିଷ୍କାର ହେବା ଦିନଠାରୁ ସନ ୨୦୧୪ ପର୍ଯ୍ୟନ୍ତ ପୃଥିବୀରେ ୩୯&nbsp;ନିୟୁତ ମୃତ୍ୟୁ ହୋଇସାରିଛି ।<ref>{{cite web|title=Basic Statistics|url=http://www.cdc.gov/hiv/basics/statistics.html|website=CDC|accessdate=11 February 2016|date=November 3, 2015}}</ref> ଏହି ରୋଗକୁ ଅଧୁନା ପାଣ୍ଡେମିକ ଶ୍ରେଣୀରେ ନିଆଯାଉଛି ଯାହାର ଅର୍ଥ ଏହା ଏକ ବିରାଟ କ୍ଷେତ୍ରରେ ଥାଏ ଓ ସକ୍ରିୟ ଭାବରେ ବାପେ ।<ref name=Kallings>{{Cite journal|journal= Journal of Internal Medicine |year=2008|volume=263|issue=3|pages=218–43 |title= The first postmodern pandemic: 25 years of HIV/AIDS |author= Kallings LO|doi=10.1111/j.1365-2796.2007.01910.x|pmid=18205765|url=http://www.blackwell-synergy.com/doi/full/10.1111/j.1365-2796.2007.01910.x}}(subscription required)</ref> ଶେଷ ଊନବିଂଶ ଓ ବିଂଶ ଶତାବ୍ଦୀରେ ଏହି ରୋଗ ପଶ୍ଚିମ-ମଧ୍ୟ ଆଫ୍ରିକାରେ ସୃଷ୍ଟି ହୋଇଥିବା ବିଶ୍ୱାସ କରାଯାଏ ।<ref name=Orgin2011>{{cite journal|last=Sharp|first=PM|author2=Hahn, BH|title=Origins of HIV and the AIDS Pandemic|journal=Cold Spring Harbor perspectives in medicine|date=September 2011|volume=1|issue=1|pages=a006841|pmid=22229120|doi=10.1101/cshperspect.a006841|pmc=3234451}}</ref> ଯୁକ୍ତରାଷ୍ଟ୍ର ଆମେରିକାର [[ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ]]ଦ୍ୱାରା ସନ ୧୯୮୧ରେ ଏହି ଚିହ୍ନଟ କରାଯାଇଥିଲା ଓ ପରବର୍ତ୍ତୀ ଶତାବ୍ଦୀର ପ୍ରାରମ୍ଭରେ ଏହାର କାରଣ ଚିହ୍ନଟ ହୋଇଥିଲା ।<ref>{{Cite journal|author=Gallo RC|title=A reflection on HIV/AIDS research after 25 years|journal= Retrovirology|volume=3|page=72|year=2006|pmid=17054781|doi=10.1186/1742-4690-3-72|url=http://www.retrovirology.com/content/3//72|pmc=1629027|issue=1}}</ref>
 
<!-- ସମାଜ ଓ ସଂସ୍କୃତି -->