"ଏଚଆଇଭି/ଏଡସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ରୋଗ using HotCat
ଅଦ୍ୟତନ କରାଗଲା
୩ କ ଧାଡ଼ି:
| Name =HIV/AIDS
| Image = Red_Ribbon.svg
| Caption = ଏଚଆଇଭି ଧନାତ୍ମକ ଲୋକ ଓ ଏଡ୍‌ସ ଥିବା ଲୋକଙ୍କର ସଂହତିର ଚିହ୍ନ [[ଲାଲ ରିବନ(HIV/AIDS)|ଲାଲ ରିବନ]] ।
| Caption = The [[red ribbon (HIV/AIDS)|red ribbon]] is a symbol for [[solidarity]] with HIV-positive people and those living with AIDS.
| Alt = A red ribbon in the shape of a bow
| Width = 120
୧୬ କ ଧାଡ଼ି:
| MeshID = D000163
}}
==<!-- ଚିହ୍ନ ଓ ଲକ୍ଷଣ ==-->
'''ଏଡ୍‌ସ୍''' (acquired immunodeficiency syndrome ବା AIDS) ଏକ ଭୁତାଣୁ ଜନିତ [[ରୋଗ]] ଯେଉଁଥିରେ ମନୁଷ୍ୟର ରୋଗ [[ପ୍ରତିରୋଧ ଶକ୍ତି]] କମିଯାଏ । ଏହାକୁ '''ଏଚ୍.ଆଇ.ଭି''' (Human immunodeficiency virus infection ବା HIV ) ସଂକ୍ରମଣ ମଧ୍ୟ କହନ୍ତି । ଏହି ରୋଗ [[ହ୍ୟୁମ୍ୟାନ୍ ଇମ୍ମ୍ୟୁନୋଡେଫିସିଏନ୍ସି ଭୁତାଣୁ]] ଦ୍ଵାରା ହୁଏ<ref name="pmid11396444">{{Cite journal|author=Sepkowitz KA|title=AIDS—the first 20 years|journal=N. Engl. J. Med.|volume=344|issue=23|pages=1764–72|date=June 2001|pmid=11396444|doi=10.1056/NEJM200106073442306}}</ref> । ଆରମ୍ଭ ସମୟରେ ସାମାନ୍ୟ [[ଇନ୍‌ଫ୍ଲୁଏଞ୍ଜା]] ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ । ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ । ସମୟକ୍ରମେ [[ଇମ୍ମ୍ୟୁନିଟି ବିଭାଗ]]କୁ ଦୁର୍ବଳ କରିଦିଏ । ଫଳରେ ରୋଗୀ ରୋଗପ୍ରବଣ ହୋଇଯାଏ । ସାମାନ୍ୟ ରୋଗସମୁହ ଯିଏ ସାଧାରଣ ଅବସ୍ଥାରେ ଆକ୍ରମଣ କରିପାରନ୍ତି ନାହିଁ, ସେମାନେ ଏଚ୍.ଆଇ.ଭି. ଥିଲେ ସଂକ୍ରମଣ କରନ୍ତି । <br />
'''ମାନବ ଇମ୍ମ୍ୟୁନାଭାବ ଭୁତାଣୁ ସଂକ୍ରମଣ ଓ ଅର୍ଜିତ ଇମ୍ମ୍ୟୁନାଭାବ ସିଣ୍ଡ୍ରୋମ''' (HIV and AIDS) ଏକ ବିସ୍ତୃତ ଶ୍ରେଣୀର ଭୁତାଣୁ ଜନିତ [[ସଂକ୍ରମଣ]] ଯାହା [[ମାନବ ଇମ୍ମ୍ୟୁନାଭାବ ଭୁତାଣୁ]]ଦ୍ଵାରା ହୁଏ<ref name="pmid11396444">{{Cite journal|author=Sepkowitz KA|title=AIDS—the first 20 years|journal=N. Engl. J. Med.|volume=344|issue=23|pages=1764–72|date=June 2001|pmid=11396444|doi=10.1056/NEJM200106073442306}}</ref><ref>{{cite book|last1=editors|first1=Alexander Krämer, Mirjam Kretzschmar, Klaus Krickeberg,|title=Modern infectious disease epidemiology concepts, methods, mathematical models, and public health|date=2010|publisher=Springer|location=New York|isbn=9780387938356|page=88|edition=Online-Ausg.|url=https://books.google.com/books?id=Di0_5x82HykC&pg=PA88}}</ref><ref>{{cite book|author1=Wilhelm Kirch|title=Encyclopedia of public health|date=2008|publisher=Springer|location=New York|isbn=9781402056130|pages=676–677|url=https://books.google.com/books?id=eSPK7-CHw7oC&pg=PA676}}</ref> । ରୋଗ ଆରମ୍ଭ ସମୟରେ ଲକ୍ଷଣ ଜଣାଯାଇ ନ ପାରେ ବା ସାମାନ୍ୟ [[ଇନ୍‌ଫ୍ଲୁଏଞ୍ଜା]] ରୋଗ ଭଳି ଲକ୍ଷଣ ପ୍ରକାଶ ପାଏ ।<ref name=WHO2015Fact/> ଏହା ପଶ୍ଚାତ ବହୁତ ଦିନ ଧରି କୌଣସି ଲକ୍ଷଣ ଦେଖାଯାଏ ନାହିଁ ।<ref name=CDC21015Bas>{{cite web|title=About HIV/AIDS|url=http://www.cdc.gov/hiv/basics/whatishiv.html|website=CDC|accessdate=11 February 2016|date=December 6, 2015}}</ref> ସମୟକ୍ରମେ [[ଇମ୍ମ୍ୟୁନିଟି ବିଭାଗ]]କୁ ଦୁର୍ବଳ କରିଦେବା ଫଳରେ [[ଯକ୍ଷ୍ମା]] ତ‌ଥା ଅନ୍ୟାନ୍ୟ ସଂକ୍ରମଣ ଓ ଅର୍ବୁଦ ଦେଖାଯାଏ ଯାହା ଇମ୍ମ୍ୟୁନିଟି ଥିବା ଲୋକଙ୍କଠାରେ ଦେଖାଯାଏ ନାହିଁ ।<ref name=WHO2015Fact/> ବିଳମ୍ବିତ ଲକ୍ଷଣ ବାହାରିଲେ ଏଡସ୍ କୁହାଯାଏ ।<ref name=CDC21015Bas/> ଏହି ସମୟରେ [[ଓଜନ ହ୍ରାସ]] ହୁଏ ।<ref name=CDC21015Bas/>
ଏଚ୍.ଆଇ.ଭି ମୁଖ୍ୟତଃ ଅସୁରକ୍ଷିତ ସ୍ଵାଭାବିକ ବା ଅସ୍ଵାଭାବିକ ଯୌନ ସମ୍ଭୋଗ ଦ୍ଵାରା ସଂକ୍ରମିତ ହେଲେ ମଧ୍ୟ ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି ଦ୍ଵାରା ମଧ୍ୟ ସଂକ୍ରମିତ ହୁଏ । ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ଵାରା ଏହା ସଂକ୍ରମିତ ହୁଏ । ଲୁହ ଓ ଲାଳ ଏହା ସଂକ୍ରମଣ କରାଏ ନାହିଁ<ref name=CDCtransmission>{{cite web|publisher=[[Centers for Disease Control and Prevention]]|year=2003|url=http://www.cdc.gov/HIV/pubs/facts/transmission.htm|title=HIV and Its Transmission|accessdate=May 23, 2006|archiveurl=http://web.archive.org/web/20050204141148/http://www.cdc.gov/HIV/pubs/facts/transmission.htm|archivedate=February 4, 2005}}</ref> । ଏହି ରୋଗ ଆରୋଗ୍ୟ ହୁଏ ନାହିଁ । ଏଣୁ ବିପଦମୁକ୍ତ ଯୌନକ୍ରିଡ଼ା କରିବା ଆବଶ୍ୟକ । [[ଆଣ୍ଟିରେଟ୍ରୋଭାଇରାଲ୍]] ଚିକିତ୍ସା କଲେ ମୃତ୍ୟୁ ସଙ୍କଟ ଓ ଜଟୀଳତା କମିଯାଏ । ଏହି ଔଷଧ ବହୁତ ଦାମିକା ଓ ପାର୍ଶ୍ଵକ୍ରିୟା ସମ୍ପର୍ଣ୍ଣ । <br />
 
<!-- ସଂଚାର, ପ୍ରତିଷେଧ ଓ ଚିକିତ୍ସା -->
ଏଚ୍.ଆଇ.ଭି ମୁଖ୍ୟତଃ [[ଅସୁରକ୍ଷିତ ଯୌନ କ୍ରିୟା]] (ସ୍ଵାଭାବିକ ବା ଅସ୍ଵାଭାବିକ ଯୌନ ସମ୍ଭୋଗ), ରକ୍ତ ଟ୍ରାନ୍ସଫ୍ୟୁଜନ, ଇଞ୍ଜେକସନ ଛୁଞ୍ଚି, ଗର୍ଭାବସ୍ଥାରେ, ପ୍ରସବ କାଳରେ ଓ ସ୍ତନ୍ୟପାନ ଦ୍ଵାରା ଏହା ସଂକ୍ରମିତ ହୁଏ ।<ref name=TransmissionM2007>{{cite book|last=Markowitz|first=edited by William N. Rom ; associate editor, Steven B.|title=Environmental and occupational medicine|year=2007|publisher=Wolters Kluwer/Lippincott Williams & Wilkins|location=Philadelphia|isbn=978-0-7817-6299-1|page=745|url=https://books.google.com/books?id=H4Sv9XY296oC&pg=PA745|edition=4th}}</ref> ଶରୀର ନିର୍ଗତ ଲୁହ ଓ ଲାଳଦ୍ୱାରା ସଂକ୍ରମଣ ହୁଏ ନାହିଁ ।<ref name=CDCtransmission>{{cite web|publisher=[[Centers for Disease Control and Prevention]]|year=2003|url=http://www.cdc.gov/HIV/pubs/facts/transmission.htm|title=HIV and Its Transmission|accessdate=May 23, 2006|archiveurl=http://web.archive.org/web/20050204141148/http://www.cdc.gov/HIV/pubs/facts/transmission.htm|archivedate=February 4, 2005}}</ref> । ଏହି ରୋଗ ଆରୋଗ୍ୟସାଧ୍ୟ ନୁହେଁ କିନ୍ତୁ ମାତା ଓ ଶିଶୁର [[ଆଣ୍ଟିରେଟ୍ରୋଭାଇରାଲ୍]] ଚିକିତ୍ସା କଲେ ରୋଗର ଗତି ଧୀର ହୋଇଯାଏ ମୃତ୍ୟୁ ସଙ୍କଟ ଓ ଜଟିଳତା କମିଯାଏ ।<ref name=CDC21015Bas/><ref name=UN2012Vac>{{cite news|title=The quest for an HIV vaccine|url=http://www.unaids.org/en/resources/presscentre/featurestories/2012/may/20120518vaccinesday/|date=May 18, 2012|author=UNAIDS}}</ref> ରୋଗ ନିର୍ଣ୍ଣୟ କରିବା ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରାଯାଏ । <ref name=WHO2015Tx>{{cite book|title=Guideline on when to start antiretroviral therapy and on pre-exposure prophylaxis for HIV.|date=2015|publisher=WHO|isbn=9789241509565|page=13|url=http://apps.who.int/iris/bitstream/10665/186275/1/9789241509565_eng.pdf?ua=1}}</ref> ଚିକିତ୍ସା ବିହୁନେ ହାରାହାରି ବଞ୍ଚିବା ସମୟ ପ୍ରାୟ ୧୧ ବର୍ଷ ।<ref name=UNAIDS2007>{{cite web| author =[[Joint United Nations Programme on HIV/AIDS|UNAIDS]], [[World Health Organization|WHO]]|date=December 2007| title = 2007 AIDS epidemic update| url= http://data.unaids.org/pub/EPISlides/2007/2007_epiupdate_en.pdf| accessdate = March 12, 2008| format= PDF}}</ref>
 
<!-- ଇତିହାସ ଓ ରୋଗାନୁଶୀଳଣ -->
 
 
== ଚିହ୍ନ ଓ ଲକ୍ଷଣ ==
 
== ଆଧାର ==