"ଲକ୍ଷ୍ମଣ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
୩୨ କ ଧାଡ଼ି:
 
==ମାତିଲି ଥାନା ଗୁଳିକାଣ୍ଡ==
୧୯୪୨ ମସିହା [[ଅଗଷ୍ଟ]] ୨୧ ତାରିଖ , ଶୁକ୍ରବାର ଦିନ ଲକ୍ଷ୍ମଣ ନାୟକଙ୍କ ନେତୃତ୍ୱରେ ସଂଗ୍ରାମୀମାନେ ମାତିଲି ଥାନା ଘେରାଉ କରିଥିଲେ । ଲକ୍ଷ୍ୟ , ଅହିଂସାପୂର୍ଣ୍ଣ ଭାବରେ ଥାନାଭାବରେଥାନା ଉପରେ [[ତ୍ରିରଙ୍ଗା ପତାକା ]] ଉଡାଇବା । ଏହି ଆନ୍ଦୋଳନର ଦମନ ନିମନ୍ତେ ପୁଲିସ୍ ପୁଲିସ କର୍ମୀମାନଙ୍କ ଉପରେ ଲାଠିମାଡ ସହ ଲକ୍ଷ୍ମଣ ନାୟକଙ୍କୁ ଅଲଗା ସମସ୍ତଙ୍କର ଦେଖିଲା ପରି ସ୍ଥାନକୁ ନେଇ ନିସ୍ତୁକ ମାଡ ମାରିବା ସହ ତାଙ୍କର ବୀରକେଶ(ନିଶ)କୁ ଓପାଡି ସେଥିରେ ନିଆଁ ଲଗାଇ ଦେଇଥିଲେ , ବନ୍ଧୁକର ବୟୋନେଟ୍ ବୟୋନେଟ ମାଡରେ ବେହୋସ୍ ବେହୋସ ହୋଇପଡ଼ିଥିଲେ ଲକ୍ଷ୍ମଣ ନାୟକ । ଲକ୍ଷ୍ମଣଙ୍କ ଉପରେ ଏତାଦୃଶ୍ୟ ଅତ୍ୟାଚାର ପରେ ମଧ୍ୟ କର୍ମୀ ମାନେ ଆଗକୁ ବଢିଚାଲିବାରୁ ସେମାନଙ୍କ ଉପରେ ପୁଲିସ୍ ପୁଲିସ ଗୁଳିଚାଳନା ଆରମ୍ଭ କରିଦେଇଥିଲା । ମୃତାହତମାନଙ୍କ ମଧ୍ୟରେ ଥିଲେ ଥିଲେଥାନା ଉପରେ ପତାକା ଥାନାଧରି ଉଡେଇବାକୁ ଚଢ଼ିଥିବା ଉପରେଟିମସଗୁଡାର ଲିଂଗ ପତାକାଭୁମିଆ ଧରି ଉଡେଇବାକୁସରଗିଗୁଡାର ନକୁଳ ମାଡକାମୀ ଚଢ଼ିଥିବା ଟିମସଗୁଡାର ଗୁଳିକାଣ୍ଡରେ ମାତାଲ ଲିଂଗଅବସ୍ଥାରେ ଥିବା ଭୁମିଆଫରେଷ୍ଟଗାର୍ଡ ଜି.ରାମୟାର ମୃତ୍ୟୁ ହେଇଥିଲା ଆନ୍ଦୋଳନକୁ ସରଗିଗୁଡାର ଦମନ କରିବା ନକୁଳପରେ ପୁଲିସ ଲକ୍ଷ୍ମଣ ମାଡକାମୀନାୟକଙ୍କ ଅଚେତ ଶରୀରକୁ ମୃତ ମନେକରି ଗୁଳିକାଣ୍ଡରେନିକଟସ୍ଥ ନାଳରେ ଫୋପାଡି ମାତାଲ୍ ଦେଇଥିଲା ଅବସ୍ଥାରେଚେତା ଫେରିପାଇବା ପରେ ଲକ୍ଷ୍ମଣ ଥିବାପରିସ୍ଥିତି ବୁଝିପରିଥିଲେ ଫରେଷ୍ଟଗାର୍ଡଦୁର୍ଗମ ବଣରାସ୍ତା ମଧ୍ୟଦେଇ ଜୟପୁରରେ ଜି.ରାମୟାପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ ମୃତ୍ୟୁ ତତପରଦିନ ହେଇଥିଲା ଲକ୍ଷ୍ମଣ ନାୟକଙ୍କ ଆନ୍ଦୋଳନକୁଶବ ଦେଖିବାକୁ ଦମନ ନପାଇ କରିବାପୁଲିସ ତାଙ୍କୁ ପରେଫେରାର ଘୋଷିତ ପୁଲିସ୍କରି ଫରେଷ୍ଟଗାର୍ଡ ଲକ୍ଷ୍ମଣ ନାୟକଙ୍କଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ ଅଚେତକରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ଶରୀରକୁ ପୁଲିସର ଗିରଫ ମୃତ ପରୱାନ ପରେ ମନେକରିଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ ନିକଟସ୍ଥଲୋକଙ୍କ ଉପରେ ଅତ୍ୟାଚାରର ନାଳରେକାହାଣୀ ଶୁଣି ପୁଣି ନିଜ ଫୋପାଡିଗ୍ରାମ ତେନ୍ତୁଲିଗୁମାକୁ ଫେରି ଦେଇଥିଲା ଆସିଥିଲେ
ଚେତା ଫେରିପାଇବା ପରେ ଲକ୍ଷ୍ମଣ ପରିସ୍ଥିତି ବୁଝିପରିଥିଲେ ଓ ଦୁର୍ଗମ ବଣ ରାସ୍ତା ମଧ୍ୟଦେଇ ଜୟପୁରରେ ପରବର୍ତ୍ତୀ ନିର୍ଦ୍ଦେଶ ପାଇଁ ପହଞ୍ଚିଥିଲେ । ତତ୍ ପରଦିନ ଲକ୍ଷ୍ମଣ ନାୟକଙ୍କ ଶବ ଦେଖିବାକୁ ନ ପାଇ ପୁଲିସ୍ ତାଙ୍କୁ ଫେରାର୍ ଘୋଷିତ କରି ଫରେଷ୍ଟଗାର୍ଡ ଜି.ରମାୟାର ହତ୍ୟା ଅଭିଯୋଗରେ ବନ୍ଦୀ କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ।
ପୁଲିସ୍ ର ଗିରଫ ପରୱାନ ପରେ ଲକ୍ଷ୍ମଣ ଆତ୍ମଗୋପନ କରିଥିଲେ ମଧ୍ୟ , ଲୋକଙ୍କ ଉପରେ ଅତ୍ୟାଚାରର କହାଣୀ ଶୁଣି ପୁଣି ନିଜ ଗ୍ରାମ ତେନ୍ତୁଲିଗୁମାକୁ ଫେରି ଆସିଥିଲେ ।
 
==ଗିରଫ ଓ ବିଚାର==