"କଳାହାଣ୍ଡି ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
Removing "Kalahandi-Nature.jpg", it has been deleted from Commons by Jcb because: Per c:Commons:Deletion requests/Files uploaded by Digpatra.
Removing "Ghumura.JPG", it has been deleted from Commons by Jcb because: Per c:Commons:Deletion requests/Files uploaded by Digpatra.
୯୦ କ ଧାଡ଼ି:
[[ଫା|thumb|right|ଘୁମୁରା ନାଚ]]
କଳାହାଣ୍ଡିରେ ନାନା ପ୍ରକାର ଆଦିବାସୀ ଓ ଅଣ-ଆଦିବାସୀ ନାଟ ଦେଖିବାକୁ ମିଳିଥାଏ । ଏଠାକାର ନାଚ [[ବଲାଙ୍ଗିର ଜିଲା|ବଲାଙ୍ଗିର]] ଓ [[ସମ୍ବଲପୁର ଜିଲା]]ରେ ଦେଖାଯାଉଥିବା '''[[ଡାଲଖାଇ]], [[ଜାଇଫୁଲ]], [[ରସରକେଳି]], [[ସଜନୀ]]''' ଆଦି ନାଚ ସହ ସାମଞ୍ଜସ୍ୟ ଦେଖିବାକୁ ମିଳିଥାଏ ।<ref>C. Pasayat, (Ed.) (2008), Paschima Odisara Lokageeta (in Oriya), Bhubaneswar: Folklore Foundation</ref> ସାରି ଗୀତ, ଫୋଲିଆ ଗୀତ, ପ୍ରକୃତି ସହ ଯୋଡ଼ା ନାନାପ୍ରକାରର ଗୀତ ମଧ୍ୟ ଏଠାରେ ପ୍ରଚଳିତ ଯାହା [[କୋରାପୁଟ ଜିଲା]]ର '''ବୋରିଆ ଗୀତ, ନିଆଳିମାଳି, କଳାକୋଳିକ'' ଆଦି ଗୀତ ସହ ସାମଞ୍ଜସ୍ୟ ଥିବାର ଦେଖାଯାଏ ।
[[ଫାଇଲ:Ghumura.JPGଫା|thumb|right|କଳାହାଣ୍ଡିର ଘୁମୁରା ନାଚ]]
 
କଲାହାଣ୍ଡି ଜିଲ୍ଲାରେ ଘୁମୁରା ସବୁଠୁ ପ୍ରସିଦ୍ଧ ବୀର ବାଦ୍ୟ ଅଟେ ।<!--ଲୋକେ ଏହାକୁ ଭୁଲି ଜାଉଛନ୍ତି.ଏହି ବାଦ୍ୟ ଆମ ଦେହର ରକ୍ତ ସହିତ ମିସି କି ରହିଛି.-->