"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{unreferenced}}
ସେମିଳିଗୁଡା ଓଡ଼ିଶାର[[ଓଡ଼ିଶା]]ର [[କୋରାପୁଟ]] ଜିଲ୍ଲାର ଏକ ବ୍ଲକ ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । [[ସୁନାବେଡା]] ଏନ୍‍ ଏ ସି ର ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬) ରେ [[କୋରାପୁଟ]] ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡା ରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା [[ନାଲକୋ]] ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ପ୍ରଧାନ ବ୍ୟବସାୟ କେଂଦ୍ର ତଥା ସହର ପାଲଟିଲାଣି ।
 
[[ଶ୍ରେଣୀ:ଓଡ଼ିଶା ଭୌଗଳିକ ମୁଣ୍ଡିଆ ପ୍ରସଙ୍ଗସମୂହ]]