"ଉତ୍କଳ ଦିବସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Aditya Mahar ଓଡ଼ିଶା ଦିବସ ପୃଷ୍ଠାଟି ଉତ୍କଳ ଦିବସକୁ ଲେଉଟାଇଲେ: ଠିକ ନାମ, ଓଡ଼ିଶା ଦିବସ ?
No edit summary
୨ କ ଧାଡ଼ି:
[[ଫାଇଲ:Odisha State map.svg|thumb|300px|right|ନବଗଠିତ ଆଧୁନିକ [[ଓଡ଼ିଶା]]ର ମାନଚିତ୍ର]]
୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ '''ଓଡ଼ିଶା ଦିବସ''' ('''ଉତ୍କଳ ଦିବସ''' ନାମରେ ମଧ୍ୟ ଜଣା) ପାଳନ କରାଯାଇଥାଏ ।<ref>{{cite web |url= http://www.infocera.com/Utkal_Divas_also_called_Orissa_day_is_being_celebrated_on_April_1st_today_8600.htm |title=Utkal Dibasa also called Odisha day is being celebrated on April 1st today |work=infocera.com |year=2012 |quote=The Odisha province was formed on the basis of linguistic pattern of people in the area on April 1, 1936 |accessdate=3 July 2012}}</ref>
<ref name=hindu>{{cite web|title=Poor water management has made Odisha victim of drought and floods|url=http://www.hindu.com/2009/04/06/stories/2009040657780200.htm|publisher=The Hindu|accessdate=6 April 2006}}</ref> ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ <ref name=Orissareview08>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf Orissareview]. April 2008. pp. 17-19</ref> କରିବା ପାଇଁ [[ମଧୁସୂଦନ ଦାସ]], [[ଫକୀର ମୋହନ ସେନାପତି]], [[ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାୟ]], [[ବାସୁଦେବ ସୁଢ଼ଳ ଦେବ]] ଓ [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା କୁ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। <ref name=Orissareview08/>,<ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାମ ବଦଳ]</ref> ଏବେ ଓଡ଼ିଶାରେ [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|୩୦ଟି ଜିଲ୍ଲା]] ରହିଛି ।
<ref name=hindu>{{cite web|title=Poor water management has made Odisha victim of drought and floods|url=http://www.hindu.com/2009/04/06/stories/2009040657780200.htm|publisher=The Hindu|accessdate=6 April 2006}}</ref>
୧୫୬୮ରେ ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ <ref name=Orissareview08>[http://orissagov.nic.in/e-magazine/Orissareview/2008/april-2008/engpdf/17-19.pdf Orissareview]. April 2008. pp. 17-19</ref> କରିବା ପାଇଁ [[ମଧୁସୂଦନ ଦାସ]], [[ଫକୀର ମୋହନ ସେନାପତି]], [[ଗୋପବନ୍ଧୁ ଦାସ]], [[ନୀଳକଣ୍ଠ ଦାସ]], [[ଗଙ୍ଗାଧର ମେହେର]], [[ରାଧାନାଥ ରାୟ]], [[ବାସୁଦେବ ସୁଢ଼ଳ ଦେବ]] ଓ [[କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ|କୃଷ୍ଣଚନ୍ଦ୍ର ଗଜପତି]]ଙ୍କ ଚେଷ୍ଟାରେ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଓଡ଼ିଶା ରାଜ୍ୟ ଛଅଟି ଜିଲ୍ଲା [[କଟକ ଜିଲ୍ଲା|କଟକ]], [[ପୁରୀ ଜିଲ୍ଲା|ପୁରୀ]], [[ବାଲେଶ୍ଵର ଜିଲ୍ଲା|ବାଲେଶ୍ଵର]], [[ସମ୍ବଲପୁର ଜିଲ୍ଲା|ସମ୍ବଲପୁର]], [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ [[ଗଞ୍ଜାମ ଜିଲ୍ଲା|ଗଞ୍ଜାମ]]କୁ ନେଇ ତିଆରି କରାଯାଇଥିଲା । ସାର ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶା କୁ ଏକ ସ୍ଵତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା। ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାର ମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଏ। <ref name=Orissareview08/>,<ref>[http://orissagov.nic.in/e-magazine/Orissareview/April2006/engpdf/formation_of_orissa_as_separate.pdf ଓଡ଼ିଶା ରିଭିଉ ଏପ୍ରିଲ ୨୦୦୬] ଅଲଗା ଓଡ଼ିଶା ରାଜ୍ୟ ଗଠନ- ପରେଶ୍ଵର ସାହୁ</ref><ref>[http://timesofindia.indiatimes.com/india/Orissas-new-name-is-Odisha/articleshow/7780712.cms ଟାଇମସ ଅଫ ଇଣ୍ଡିଆ, ଓଡ଼ିଶାର ନାମ ବଦଳ]</ref> ଏବେ ଓଡ଼ିଶାରେ [[ଓଡ଼ିଶାର ଜିଲ୍ଲାମାନଙ୍କର ତାଲିକା|୩୦ଟି ଜିଲ୍ଲା]] ରହିଛି ।
{{clear}}
 
== ଆଧାର ==
{{Reflist|30em}}