"ବ୍ୟାଟେରୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୮ କ ଧାଡ଼ି:
 
==ଇତିହାସ==
କୌଣସି ବୈଦ୍ୟୁତିକ ଉପକରଣ ଲାଗି ବ୍ୟାଟେରୀ ନାମର ବ୍ୟବହାର ୧୭୪୮ରେ ପ୍ରଥମ କରି ବେଞ୍ଜାମିନ ଫ୍ରାଙ୍କଲିନ କରିଥିଲେ । ସେ ବ୍ୟାଟେରୀ ଶବ୍ଦଟି ସାମରିକ ବ୍ୟାଟେରୀରୁ ଉଦ୍ଧୃତ କରିଥିଲେ । ସାମରିକ ଭାଷାରେ ବ୍ୟାଟେରୀର ଅର୍ଥ ଗୁଡ଼ିଏ ଅସ୍ତ୍ର-ଶସ୍ତ୍ର ଏକାଥରକେ କାମ କରିବା । ସେଲ୍ ଭାବେ କେତେଗୁଡିଏ ଲେଡ଼େନ୍ ଜାର କୁ ଯୋଡ଼ିଥିବା ବେଳେ ତୁଳନାତ୍ମକ ଭାବେ ସେ ଏହି ନାମଟି ବାଛିଥିଲେ ।
 
ଆଲେସାନ୍ଦ୍ରୋ ଭୋଲ୍ଟା, ୧୮୦୦ ମସିହାରେ ପ୍ରଥମ ବିଦ୍ୟୁତ୍-ରସାୟନିକ ବ୍ୟାଟେରୀ ପ୍ରସ୍ତୁତ କରିଥିଲେ, ଯାହାର ନାମ ଥିଲା ଭୋଲ୍ଟାଇକ ପାଇଲ୍ । ଏହା ତମ୍ବା ଓ ଦସ୍ତା ଫଳକ ଗୁଡ଼ିକୁ ଗଦାଇ ତିଆରି ହୋ‍ଇଥିଲା । ଫଳକ ଗୁଡିକ ଲୁଣିପାଣିରେ ଭିଜିଥିବା କାଗଜପଟା ଦ୍ୱାରା ପୃଥକ୍ ହୋ‍ଇ ରହିଥିଲା ।
 
==ମୌଳିକ ସିଦ୍ଧାନ୍ତ==
"https://or.wikipedia.org/wiki/ବ୍ୟାଟେରୀ"ରୁ ଅଣାଯାଇଅଛି