"ପ୍ରଥମ ବିଶ୍ୱଯୁଦ୍ଧ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{WW1InfoBox}}
ପ୍ରଥମ ବିଶ୍ୱଯୁଦ୍ଧ ହେଉଛି ପ୍ରଥମ ବିଶ୍ଵ ବ୍ୟାପୀ ଯୁଦ୍ଧ ଯାହାକି ଇଉରୋପ ମହାଦେଶ ରେ କେନ୍ଦ୍ରିଭୂତ ହୋଇଥିଲା ଏହା 28 ଜୁଲାଇ 1914 ରେ ଆରମ୍ଭ ହୋଇ 11 novନଭେମ୍ବର 1918 ରେ ଶେଷ ହୋଇଥିଲା ।ଏହି ଯୁଦ୍ଧ ରେ ଇଉରୋପ ର 70 ଅୟୁତ ରୁ ଅଧିକ ମିଲିଟାରୀ ସେନା ଭାଗ ନେଇଥିଲେ । ଏଥିରେ 9 ଅଯୁତ ସେନା ଓ 7 ଅଯୁତ ସାଧାରଣ ଜନତା ମୃତ୍ୟୁବରଣ କରିଥିଲେ । ଏହି ଇତିହାସ ର ଗୋଟିଏ ଭୟଙ୍କର ଯୁଦ୍ଧ ଥିଲା।ଏହି ଯୁଦ୍ଧ ରେ ବିଶ୍ଵ ର ଅର୍ଥନୈତିକ ମହାଶକ୍ତି ମାନେ ପରସ୍ପର ବିରୋଧରେ ମେଣ୍ଟ କରିଥିଲେ ।ଗୋଟେ ମେଣ୍ଟ ରେ ଥିଲେ ଇଂଲଣ୍ଡ ,ଫ୍ରାଣ୍ସ ଏବଂ ଋଷିଆ ଓ ସେମାଙ୍କ ବିରୋଧ ରେ ଥିଲେ ଜର୍ମାନୀ ଏବଂ ଅଷ୍ଟ୍ରିଆ ହଙ୍ଗେରୀ ଓ ଇଟାଲୀ ।