"ଷଷ୍ଠୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ଆଧାର
୧ କ ଧାଡ଼ି:
{{ଛୋଟ|Shashti}}
{{About|ତିଥି|ହିନ୍ଦୁ ଦେବୀଙ୍କ ନିମନ୍ତେ |ଷଷ୍ଠୀ (ଦେବୀ)}}
 
'ଷଷ୍ଠୀ' ଚନ୍ଦ୍ରପକ୍ଷର ଷଷ୍ଠ ଦିବସ - ଚନ୍ଦ୍ରର ଷଷ୍ଠ କଳାରଚନ୍ଦ୍ରଙ୍କର ହ୍ରାସ ବା ବୃଦ୍ଧିଜନିତ [[ଷଷ୍ଠ କଳାଯୁକ୍ତ ତିଥି]] । [[ପଞ୍ଚମୀ]]ର ପରବର୍ତ୍ତୀ ଓ [[ସପ୍ତମୀ]]ର ପୂର୍ବବର୍ତ୍ତୀ ତିଥି । କୃଷ୍ଣପକ୍ଷର ଷଷ୍ଠୀକୁ କୃଷ୍ଣା ଷଷ୍ଠୀ ଓ ଶୁକ୍ଳପକ୍ଷର ଷଷ୍ଠୀକୁ ଶୁକ୍ଳା ଷଷ୍ଠୀ କୁହାଯାଇଥାଏ । ସାଧାରଣତଃ କୃଷ୍ଣପକ୍ଷର ତିଥିମାନଙ୍କରେ ବ୍ରତ ଓ ପୂଜା ଆଦିର ବିଧାନ ନାହିଁ ଶୁକ୍ଳ ଷଷ୍ଠୀରେ ବ୍ରତ, ପୂଜା ଓ ଉପବାସାଦି ବିଧେୟ
==ପର୍ବପର୍ବାଣୀ==
* [[ବୈଶାଖ]] ଶୁକ୍ଳ ଷଷ୍ଠୀ: ଚାନ୍ଦନୀ ଷଷ୍ଠୀ ।
* [[ଜ୍ୟୈଷ୍ଠ]] ଶୁକ୍ଳ ଷଷ୍ଠୀ: ଆରଣ୍ୟ ଷଷ୍ଠୀ; ବଙ୍ଗଦେଶରେ ଏ ଷଷ୍ଠୀର ନାମ 'ଜାମାଇ ଷଷ୍ଠୀ'
: [[ଶୀତଳ ଷଷ୍ଠୀ]]: [[ଶିବ]] ଓ [[ପାର୍ବତୀ]] ଙ୍କ ବିବାହ ଉତ୍ସବ ।
* [[ଆଷାଢ଼]] ଶୁକ୍ଳ ଷଷ୍ଠୀ: କାର୍ଦ୍ଦମୀ ଷଷ୍ଠୀ ।
* [[ଶ୍ରାବଣ]] ଷଷ୍ଠୀ: ଲୁଣ୍ଠନା ଷଷ୍ଠୀ ।
* [[ଭାଦ୍ରବ]] ଶୁକ୍ଳ ଷଷ୍ଠୀ: ମନ୍ଥନ ଷଷ୍ଠୀ/ ଚପେଟା ଷଷ୍ଠୀ-; [[ଷଠି ଓଷା]] (ଷଷ୍ଠୀ ଦେବୀଙ୍କପୂଜା)
* [[ଆଶ୍ୱିନ]] କୃଷ୍ଣ ଷଷ୍ଠୀ: ଘାଟ ଷଷ୍ଠୀ – ଗଜ ପୂଜା ।
* ଆଶ୍ୱିନ ଶୁକ୍ଳ ଷଷ୍ଠୀ: ଦୂର୍ଗା ଷଷ୍ଠୀ – ଦୂର୍ଗାଙ୍କର ଶାରଦୀୟା ମହାପୂଜାର ଅଧିବାସ ।
୧୭ କ ଧାଡ଼ି:
* [[ମାଘ]] ଶୁକ୍ଳ ଷଷ୍ଠୀ: ଶୀତଳା ଷଷ୍ଠୀ ।
* [[ଚୈତ୍ର]] ଶୁକ୍ଳ ଷଷ୍ଠୀ: ଅଶୋକ ଷଷ୍ଠୀ/ ବାସନ୍ତୀ ଷଷ୍ଠୀ/ ସ୍କନ୍ଦ ଷଷ୍ଠୀ – [[କାର୍ତ୍ତିକେୟ]] ପୂଜା ଓ ଉପବାସ ।
: ମତାନ୍ତରେ ଫାଲ୍ଗୁନ କୃଷ୍ଣ ଷଷ୍ଠୀକୁ ସ୍କନ୍ଦ ଷଷ୍ଠୀ ବୋଲାଯାଏ । ଷଷ୍ଠୀରେ ଦେହରେ ତୈଳ ଲଗାଇବା ନିଷିଦ୍ଧ; ଷଷ୍ଠୀରେ ଯାତ୍ରା କଲେ ଲୋକ ବ୍ୟାଧିଯୁକ୍ତ ହୁଏ ଷଷ୍ଠୀ ତିଥିରେ ଜାତ ବ୍ୟକ୍ତି ବିଦ୍ଵାନ୍, ବରିଷ୍ଠ, ଚତୁର, ସୁକୀର୍ତ୍ତି, ପ୍ରଲମ୍ବାହୁ, ବ୍ରଣକୀର୍ଣ୍ଣ ଗାତ୍ର, ସତ୍ୟପ୍ରତିଷ୍ଠ, ଧନପୁତ୍ରଯୁକ୍ତ ଓ ଚିରାୟୁ ହୁଅନ୍ତି ।<ref>{{cite web|url=http://dsalsrv02.uchicago.edu/cgi-bin/philologic/getobject.pl?p.39:17.praharaj|title=ଷଷ୍ଠୀ|publisher=|accessdate=24 March 2016}}</ref>
 
== ଆଧାର ==
Line ୨୪ ⟶ ୨୫:
[[ଶ୍ରେଣୀ:ଜ୍ୟୋତିଷୀ]]
[[ଶ୍ରେଣୀ:ପକ୍ଷ]]
{{ଅଧାଗଢ଼ା}}
{{ଅଧାଗଢା}}
"https://or.wikipedia.org/wiki/ଷଷ୍ଠୀ"ରୁ ଅଣାଯାଇଅଛି