"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ MKar ପୃଷ୍ଠାଟିକୁ ଷଠୀ ଦୁସେଇ ଓଷାରୁ ଷଠି ଓଷାକୁ ଘୁଞ୍ଚାଇଲେ: ଉପଯୁକ୍ତ ନାମ
ଟିକେ →‎ସଂଶୋଧନ: ଷଠି ଓଷା ଓ ଷଠିଘର ସମ୍ପୂର୍ଣ୍ଣ ଅଲଗା
୧ କ ଧାଡ଼ି:
{{Infobox Holiday
'''ଷଠୀ ଦୁସେଇ''' ('''ଷଠୀ''' ଓ '''ଷଷ୍ଠୀ ଦୁସେଇ ଓଷା''' ନାମରେ ମଧ୍ୟ ଜଣା) [[ଓଡ଼ିଶା]]ରେ ପାଳିତ ଏକ ପାରମ୍ପାରିକ ଓଷା ।<ref>{{cite book|title=Cultural Heritage of Orissa: Justice Sri Harihar Mahapatra Felicitation Volume|url=http://books.google.com/books?id=W2ZuAAAAMAAJ|year=1993|publisher=Institute of Oriental and Orissan Studies}}</ref> ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ସେ ପିଲାଙ୍କ କପାଳ ଲିଖନ ପାଇଁ ଦାୟୀ ବୋଲି ବିଶ୍ୱାସ କରି ପିଲା ଜନ୍ମ ହେବାର ଷଷ୍ଠ ଦିନରେ ଏହି ଓଷା ପାଳିତ ହୋଇଥାଏ । ଷଠୀ ଓଷା ଦିନ [[ପୁରୀ]]ରେ [[ଜଗନ୍ନାଥ]]ଙ୍କ [[ଚନ୍ଦନ ଯାତ୍ରା]] ଆରମ୍ଭ ହୋଇ ୨୧ ଦିନ ଯାଏ ଚାଲିଥାଏ । ଏହି ଦିନ ଜଗନ୍ନାଥ, [[ବଳଭଦ୍ର]] ଓ [[ସୁଭଦ୍ରା]]ଙ୍କ ରଥଗଢ଼ା ମଧ୍ୟ ଆରମ୍ଭ ହୋଇଥାଏ । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=http://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref><ref name="PatnaikMohanty1989">{{cite book|author1=N. Patnaik|author2=Sarat Chandra Mohanty|author3=Tribal and Harijan Research-cum-Training Institute (Bhubaneswar, India)|title=The Ganda, a scheduled caste weaver community of western Orissa|url=http://books.google.com/books?id=egs9AAAAMAAJ|date=1989|publisher=Tribal & Harijan Research-cum-Training Institute}}</ref> ଗଣେଶ ପୂଜାର ଷଷ୍ଠ ଦିନ, ଷଠୀ ଦୁସେଇ ପୂଜା ଆଉ ଥରେ ପାଳନ ହୁଏ କାରଣ ଗଣେଶଙ୍କୁ ଲୋକେ ଗୋଟେ ଛୋଟ ଛୁଆ ବୋଲି ଧରିନିଅନ୍ତି । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
|type = hindu
|longtype = ଧାର୍ମିକ,
|image =
|caption = ଷଠି ଓଷା
|official_name =
|nickname = ନେଙ୍କୁଡ଼ିଆ ଷଠି
|observedby = ମାଆ ମାନଙ୍କ ଦ୍ଵାରା
|begins =
|ends =
|duration = ୧ ଦିନ
|date = [[ଭାଦ୍ରବ]] [[ପକ୍ଷ|ଶୁକ୍ଳ]] [[ଷଷ୍ଠୀ]]
|date2015 = ୧୯ ସେପ୍ଟେମ୍ବର (ଶୁକ୍ରବାର)
|date2016 = ୭ ସେପ୍ଟେମ୍ବର (ବୁଧବାର)
|date2017 = ୨୭ ଅଗଷ୍ଟ (ରବିବାର)
|date2018 = ୧୫ ସେପ୍ଟେମ୍ବର (ଶନିବାର)
|celebrations = <!--Setting up [[Pandal]]s, street processions and idol immersion-->
|observances =
|relatedto =
|frequency= ବାର୍ଷିକ
}}
'''ଷଠୀଷଠି ଦୁସେଇଓଷା''' ('''ଷଠୀ''' ଓ '''ଷଷ୍ଠୀ ଦୁସେଇ ଓଷା''' ନାମରେ ମଧ୍ୟ ଜଣା) [[ଓଡ଼ିଶା]]ରେ ପାଳିତ ଏକ ପାରମ୍ପାରିକ ଓଷା ।<ref>{{cite book|title=Cultural Heritage of Orissa: Justice Sri Harihar Mahapatra Felicitation Volume|url=http://books.google.com/books?id=W2ZuAAAAMAAJ|year=1993|publisher=Institute of Oriental and Orissan Studies}}</ref> ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ସେ ପିଲାଙ୍କ କପାଳ ଲିଖନ ପାଇଁ ଦାୟୀ ବୋଲି ବିଶ୍ୱାସ କରି ପିଲା ଜନ୍ମ ହେବାର ଷଷ୍ଠ ଦିନରେ ଏହି ଓଷା ପାଳିତ ହୋଇଥାଏ । ଷଠୀ ଓଷା ଦିନ [[ପୁରୀ]]ରେ [[ଜଗନ୍ନାଥ]]ଙ୍କ [[ଚନ୍ଦନ ଯାତ୍ରା]] ଆରମ୍ଭ ହୋଇ ୨୧ ଦିନ ଯାଏ ଚାଲିଥାଏ । ଏହି ଦିନ ଜଗନ୍ନାଥ, [[ବଳଭଦ୍ର]] ଓ [[ସୁଭଦ୍ରା]]ଙ୍କ ରଥଗଢ଼ା ମଧ୍ୟ ଆରମ୍ଭ ହୋଇଥାଏ । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=http://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref><ref name="PatnaikMohanty1989">{{cite book|author1=N. Patnaik|author2=Sarat Chandra Mohanty|author3=Tribal and Harijan Research-cum-Training Institute (Bhubaneswar, India)|title=The Ganda, a scheduled caste weaver community of western Orissa|url=http://books.google.com/books?id=egs9AAAAMAAJ|date=1989|publisher=Tribal & Harijan Research-cum-Training Institute}}</ref> ଗଣେଶ ପୂଜାର ଷଷ୍ଠ ଦିନ, ଷଠୀ ଦୁସେଇ ପୂଜା ଆଉ ଥରେ ପାଳନ ହୁଏ କାରଣ ଗଣେଶଙ୍କୁ ଲୋକେ ଗୋଟେ ଛୋଟ ଛୁଆ ବୋଲି ଧରିନିଅନ୍ତି । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
ଭାଦ୍ରବ ଶୁକ୍ଳ ଷଷ୍ଠୀ ଦିନ ([[ଗଣେଶ ପୂଜା]]ର ଦୁଇ ଦିନ ପରେ), ଷଠି ଓଷା ପାଳନ ହୁଏ । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
 
== ପାଳନବ୍ରତ ବିଧି ===
ସକାଳେ [[ଶିବ]]ଙ୍କ ପାଇଁ [[ସୋମନାଥ ବ୍ରତ]] ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ଅପାମାରଙ୍ଗ, ବାଉଁଶ, ଧାନ, ବଜ୍ରମୂଳୀ, ଅପମାରଙ୍ଗ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ରାତିରେ, ପାଞ୍ଚ ପ୍ରକାର ଗଛରେ ତିଆରି ମୁଠାରେ ଛୋଟ ପିଲାଙ୍କୁ ଧୀରେ ଧୀରେ ବାଡ଼ିଆଯାଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
=== ଶିଶୁ ଜନ୍ମ ପରବର୍ତ୍ତୀ ଷଠୀ ପୂଜା ===
===ଷଠି ବାଡ଼ିଆ===
ପଞ୍ଚମ ଦିନ ପଞ୍ଚୁଆତି ବୋଲି ଏକ ଖାଦ୍ୟ ପ୍ରସ୍ତୁତ ହୁଏ । ପଞ୍ଚୁଆତି ପାଞ୍ଚଟି ଜିନିଷରୁ ତିଆରି ହୁଏ ଯଥା: ଗୁଡ଼ ମିଶା ମୁଢି, ବିରି, ମୁଗ, ବୁଟ ଓ ହରଡ଼ । ମା' ନିଜେ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇଲା ବେଳେ ସେ କୁଡ଼ୁକୁଡ଼ୁ ଶବ୍ଦକୁ ତା' ଛୁଆ କାନରେ ଶୁଣାଏ । ଏହା କରିବା ବେଳେ ମା'ଟି ଛୁଆର ଶୁଣିବାରେ କିଛି ଅସୁବିଧା ଅଛି କି ନାହିଁ ଜାଣିବାକୁ ଚେଷ୍ଟାକରିଥାଏ । ଅନ୍ୟ ସ୍ତ୍ରୀଲୋକମାନେ ନିଜର ପଣତ କାନି ଦେଖାନ୍ତି ଆଉ ଜଣେ ସେମାନଙ୍କ କାନିରେ ପଞ୍ଚୁଆତି ବାଣ୍ଟନ୍ତି । ଷଷ୍ଠ ଦିନ ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ । ନବଜାତ ଶିଶୁଟିକୁ ତା'ର ଏନ୍ତୁଡ଼ିଶାଳରେ ଧୀରେ ଧୀରେ ମାଲିସ କରାଯାଏ ।ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ ଆଦି ୬ ପ୍ରକାର ଖାଦ୍ୟ ତିଆରି ହୁଏ । ସେହି ଖାଦ୍ୟକୁ ଷଠୀ ଦୁସେଇଙ୍କ ପାଖରେ ଭୋଗ ଲଗାଯାଏ । ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁଲୋକଙ୍କ ପାଇଁ ଭୋଜିଭାତର ଆୟୋଜନ ହୋଇଥାଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରିଥାନ୍ତି ।
ରାତିରେ, ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବାନ୍ଧିଥିବା ଗୋଛାରେ ଶିଶୁମାନଙ୍କ ରକ୍ଷାବିଧାନାର୍ଥ ତାଙ୍କ ପିଠିରେ ମାଆ ଆଦି ବର୍ଷୀୟସୀମାନେ ଧୀରେ ଧୀରେ ଆଘାତ କରନ୍ତି ଏହାକୁ ଷଠିବାଡ଼ିଆ କହନ୍ତି ଏତଦ୍ଵାରା ଶିଶୁମାନଙ୍କର ସମସ୍ତ ବାଳରିଷ୍ଟ ଖଣ୍ଡିତ ହୁଏ ବୋଲି ବିଶ୍ଵାସ । ଏହି ସମୟରେ ଆଘାତ କରୁଥିବା ମହିଳାମାନେ ବୋଲନ୍ତି: ଓଲୁଅ ପରି ବଢିଯା, ବଣସାରୁ ପରି ମାଡ଼ିଯା, ଜୀଁ ଜୀଁ - ବଜ୍ର ହୋ ! ବଜ୍ର ହୋ !<ref>ପଣ୍ଡିତସର୍ବସ୍ଵ, ନୂତନ ଆଠମଲ୍ଲିକ ସଂସ୍କରଣ, 116 ପୃଷ୍ଠା</ref>
ଷଠି ଓଷାକୁ ଯାଜପୁର ଅଞ୍ଚଳରେ ନେଙ୍କୁଡ଼ିଆ ଷଠି ବୋଲି କହନ୍ତି ସ୍କନ୍ଦ ପୁରାଣରେ ଏ ଷଷ୍ଠୀର ନାମ ଚପେଟା ଷଷ୍ଠୀ ଓ ତିଥି ତତ୍ତ୍ଵରେ ଏ ଷଷ୍ଠୀର ନାମ ଅକ୍ଷୟାଷଷ୍ଠୀ । ଚପେଟୀର ଅର୍ଥ ଚାପୁଡ଼ା 'ଚପେଟୀଷଷ୍ଠୀ' ନାମରୁ ଅନୁମିତ ହୁଏ ଯେ, ବର୍ଷୀୟସୀମାନେ ପିଲାମାନଙ୍କ ପିଠିରେ ଯେଉଁ 'ଷଠି ବାଡ଼ିଆ' କରନ୍ତି ତହିଁ ସଙ୍ଗେ ଏ ନାମର କିଛି ସମ୍ପର୍କ ଅଛି ।<ref>{{cite web|url=http://dsalsrv02.uchicago.edu/cgi-bin/philologic/getobject.pl?c.39:54.praharaj|title=ଷଠି ଓଷା|publisher=|accessdate=24 March 2016}}</ref>
 
=== ଗଣେଶ ପୂଜାର ଷଷ୍ଠ ଦିନ ଷଠୀ ପୂଜା ===
ସକାଳେ [[ଶିବ]]ଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ଶାକାହାରୀ ତରକାରୀ ଭଳି ଛଅ ପ୍ରକାର ଖାଦ୍ୟ ରନ୍ଧାହୁଏ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ବାଉଁଶ, ଧାନ, ବଜ୍ରମୂଳୀ, ଅପମାରଙ୍ଗ, ସାରୁ ଆଦି ପାଞ୍ଚ ପ୍ରକାର ଗଛକୁ ଏକାଠି କରି ବନ୍ଧାଯାଏ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ରାତିରେ, ପାଞ୍ଚ ପ୍ରକାର ଗଛରେ ତିଆରି ମୁଠାରେ ଛୋଟ ପିଲାଙ୍କୁ ଧୀରେ ଧୀରେ ବାଡ଼ିଆଯାଏ । ସମସ୍ତେ ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
 
== କିମ୍ବଦନ୍ତୀ ==
ଷଠୀ ଓଷାକୁ ନେଇ ନାନାଦି କିମ୍ବଦନ୍ତୀ ପ୍ରଚଳିତ । ସେଥି ମଧ୍ୟରୁ ଗୋଟେ ରାମାୟଣ ସହ ସମ୍ବନ୍ଧିତ ଓ କେବଳ ଓଡ଼ିଶା ତଥା ପୂର୍ବ ଭାରତରେ ପ୍ରଚଳିତ । ଏହି କିମ୍ବଦନ୍ତୀ ଅନୁସାରେ ଦଶରଥଙ୍କ ସନ୍ତାନ ସନ୍ତତି ହେଉନଥିବାରୁ ତାଙ୍କ ରାଣୀମାନେ ଷଠୀ ପୂଜା କରିବା ଆରମ୍ଭ କଲେ । ଷଠୀଙ୍କ ପ୍ରତିମା ସାତଟି ଶୁଖୁଆରେ ହଳଦି, କଜ୍ଜଳ ଓ ହଳଦିଆ ଲୁଗାରେ ଗୁଡ଼ାଇ ରଖିଲେ । ପିଲାମାନେ ଜନ୍ମ ହେବା ଅନ୍ତେ ଷଷ୍ଠ ଦିନରେ ଷଠୀ ଓଷା କଲେ ।<ref name="Bandyopādhyāẏa1983">{{cite book|author=Asitakumāra Bandyopādhyāẏa|title=The Rāmāyaṇa in Eastern India|url=http://books.google.com/books?id=wyMqAAAAYAAJ|year=1983|publisher=Prajñā}}</ref>
 
== ଆଧାର ==
{{ଆଧାରReflist|30em}}
 
{{ହିନ୍ଦୁ ପର୍ବ}}
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି