"ଡାଲଖାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଡାଲଖାଇ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଟିକେNo edit summary
୨ କ ଧାଡ଼ି:
'''ଡାଲଖାଇ''' ପଶ୍ଚିମ [[ଓଡ଼ିଶା]]ର ସର୍ବାଧିକ ଲୋକପ୍ରିୟ ନୃତ୍ୟ । <ref>http://www.sangeetnatak.org/deshparva/desaj/dalkhai.htm</ref> ଏହି ଗୀତର ପ୍ରତି ପଦର ଆରମ୍ଭ ଓ ଶେଷରେ ଡାଲଖାଇ ଶବ୍ଦ ଥାଏ ଯାହା ଝିଅ ସାଙ୍ଗକୁ ଲକ୍ଷ କରି ବ୍ୟବ‌ହାର କରାଯାଇଥାଏ । ଏହି ନୃତ୍ୟରେ [[ରାମାୟଣ]], [[ମହାଭାରତ]] ଓ [[ରାଧା]] [[ଲୃଷ୍ଣ]] ଇତ୍ୟାଦିଙ୍କ ଶୀର୍ଷକ ଥାଏ ।
 
ଏହା ଅନେକ ପର୍ବପର୍ବାଣୀ ଯଥା:- ଭାଇ ଜେଉଣ୍ଟିଆଜିଉନ୍ତିଆ, ଫଗୁନ ପୁନିପୁଷପୁନି, ନୁଆଖାଇ ଇତ୍ୟଦି ପର୍ବପର୍ବାଣୀରେ ଏହି ନୃତ୍ୟ କରାଯାଏ । ସମ୍ବଲପୁର, ବଲାଙ୍ଗିର, ସୁନ୍ଦରଗଡ଼, ବରଗଡ଼, ନୁଆପଡ଼ା ଓ କଳାହାଣ୍ଡି ଇତ୍ୟାଦି ଜିଲ୍ଲାମାନଙ୍କର ବିଞ୍ଝଲ, କୁଡା, ମିର୍ଧା, ସମା ଇତ୍ୟାଦି ଜାତିର ମୂଖତଃ ମହିଳାମାନେ ଏହି ନୃତ୍ୟ କରନ୍ତି ।
 
==ଆଧାର==
"https://or.wikipedia.org/wiki/ଡାଲଖାଇ"ରୁ ଅଣାଯାଇଅଛି