"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
No edit summary
୧ କ ଧାଡ଼ି:
{{ଛୋଟ|Cloud computing}}{{Infobox software
 
 
{{Infobox software
| name = କ୍ଲାଉଡ୍ ଟେକ୍ନୋଲୋଜି
| logo = [[File:Cloud computing.svg|300px]]
Line ୧୮ ⟶ ୧୫:
* The Storage Networking Industry Association
}}
'''କ୍ଲାଉଡ଼ ଟେକ୍ନୋଲୋଜି''' ଏକ ଇଣ୍ଟର୍ନେଟ[[ଇଣ୍ଟରନେଟ]] ଦ୍ଵାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ ଗୁଡିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍ ରେଗ୍ରୁପ୍‌ରେ ଯୋଡିହୋଇରହିଥିବା କମ୍ପୁଟର ମାନଙ୍କୁ ଏକ ସମୂହ କୁସମୂହକୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥା ମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେନ୍ଟର୍ସେଣ୍ଟର୍ ଦ୍ଵାରା ତାଙ୍କର ଷ୍ଟୋର କରିଥିବା ଡାଟା କୁ ପ୍ରକ୍ରିୟା କରିବାର କ୍ଷୟମତାକ୍ଷମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜୀଟେକ୍ନୋଲାଜି ନେଟଵାର୍କିଙ୍ଗନେଟୱର୍କିଂ ପାଇଁ ଏକ ଆଦର୍ଷଆଦର୍ଶ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମନ୍ଡ୍ଡିମାଣ୍ଡରେ ରେ(ଆବଶ୍ୟକତା ଅନୁସାରେ) ଏକ ନେଟ୍ଵର୍କ୍ନେଟୱର୍କ୍-କମ୍ପୁଟର ରିସୋର୍ସ୍ କୁରିସୋର୍ସକୁ ନିଜର କ୍ଲାଉଡ୍କ୍ଲାଉଡ୍‌ ର ରିସୋର୍ସ୍ ବ୍ୟବହାର୍ବ୍ୟବହାର କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ଵର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ ର ଏକ ସମୁହ । ଏହାକୁ ଅତି ଷିଘ୍ରଶୀଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ ବଡ ଅନୁସ୍ଠାନଅନୁଷ୍ଠାନ ମାନକୁମାନଙ୍କୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାସ୍ଟ୍ରକ୍ଚର୍ଇନ୍‌ଫାଷ୍ଟ୍ରକ୍‌ଚର ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁଷ୍ଠାନ ଗୁଡିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନଆପ୍ଲିକେସନକୁ କୁ ଧ୍ରୁତଦ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟି ର ଧୃତଗତିରେଦ୍ରୁତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାନ୍ଡ୍ଡିମାଣ୍ଡ ଓ ବୃଦ୍ଧି-ହ୍ରାସ କୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
 
କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡ ର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷ୍ୟମତା, ସସ୍ତା ସେବା଼, ଉନ୍ନତ ମାନର କାର୍ଜ୍ୟକାର୍ଯ୍ୟ ପ୍ରକ୍ରିୟା, ସହଜରେ ପ୍ରବେସପ୍ରବେଶ କରିବା ପରି ଅନେକ ସୁବିଧା ହେତୁ ତାରତା'ର ଲୋକପ୍ରିୟତା ବ୍ରୁଦ୍ଧି ହେଉଛି । କ୍ଲାଉଡ ଭେନ୍ଡରଭେଣ୍ଡର ମାନେ ତାଙ୍କ ସଂସ୍ଥା ରସଂସ୍ଥାର ବ୍ରୁଦ୍ଧି ହେଉଥିବା ଚାହିଦା ୫୦ ପ୍ରତିସତପ୍ରତିଶତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଜ୍ୟାୟ ରେପର୍ଯ୍ୟାୟରେ ଥିବା ହେତୁ କେତେକ ଅସୁବିଧା ରଅସୁବିଧାର ସମ୍ମୁଖିନସମ୍ମୁଖୀନ ମଧ୍ୟ ହଉଚି ଓ ଆଗତ ଭବିସ୍ୟତରେଭବିଷ୍ୟତରେ ଏହାକୁ ଠିକ କରାଜିବାରକରାଯିବାର ଚେଷ୍ଟା ମଧ୍ୟ ଚାଲିଛି ।
 
 
'''କ୍ଲାଉଡ଼ ଟେକ୍ନୋଲୋଜି''' ଏକ ଇଣ୍ଟର୍ନେଟ ଦ୍ଵାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଯାଏ । ଏଠାରେ ଡାଟା ଓ ରିସୋରସ୍ ଗୁଡିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍ ରେ ଯୋଡିହୋଇରହିଥିବା କମ୍ପୁଟର ମାନଙ୍କୁ ଏକ ସମୂହ କୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥା ମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେନ୍ଟର୍ ଦ୍ଵାରା ତାଙ୍କର ଷ୍ଟୋର କରିଥିବା ଡାଟା କୁ ପ୍ରକ୍ରିୟା କରିବାର କ୍ଷୟମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜୀ ନେଟଵାର୍କିଙ୍ଗ ପାଇଁ ଏକ ଆଦର୍ଷ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମନ୍ଡ୍ ରେ ଏକ ନେଟ୍ଵର୍କ୍-କମ୍ପୁଟର ରିସୋର୍ସ୍ କୁ ନିଜର କ୍ଲାଉଡ୍ ର ରିସୋର୍ସ୍ ବ୍ୟବହାର୍ କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ ରେସୋର୍ସ୍ ନେଟ୍ଵର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ ର ଏକ ସମୁହ । ଏହାକୁ ଅତି ଷିଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ ବଡ ଅନୁସ୍ଠାନ ମାନକୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାସ୍ଟ୍ରକ୍ଚର୍ ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁଷ୍ଠାନ ଗୁଡିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକେସନ କୁ ଧ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟି ର ଧୃତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାନ୍ଡ୍ ଓ ବୃଦ୍ଧି-ହ୍ରାସ କୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
 
କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡ ର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷ୍ୟମତା, ସସ୍ତା ସେବା଼, ଉନ୍ନତ ମାନର କାର୍ଜ୍ୟ ପ୍ରକ୍ରିୟା, ସହଜରେ ପ୍ରବେସ କରିବା ପରି ଅନେକ ସୁବିଧା ହେତୁ ତାର ଲୋକପ୍ରିୟତା ବ୍ରୁଦ୍ଧି ହେଉଛି । କ୍ଲାଉଡ ଭେନ୍ଡର ମାନେ ତାଙ୍କ ସଂସ୍ଥା ର ବ୍ରୁଦ୍ଧି ହେଉଥିବା ଚାହିଦା ୫୦ ପ୍ରତିସତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଜ୍ୟାୟ ରେ ଥିବା ହେତୁ କେତେକ ଅସୁବିଧା ର ସମ୍ମୁଖିନ ମଧ୍ୟ ହଉଚି ଓ ଆଗତ ଭବିସ୍ୟତରେ ଏହାକୁ ଠିକ କରାଜିବାର ଚେଷ୍ଟା ମଧ୍ୟ ଚାଲିଛି ।
 
==ଇତିହାସ==
 
କ୍ଲାଉଡ଼ ଟେକ୍ନୋଲୋଜି ରଟେକ୍ନୋଲୋଜିର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ କିଛି ଜାଣିବାକୁ ମିଳିନାହିଁ । ଏହାର ବିଜ୍ଞାନ ସମ୍ବନ୍ଧୀୟ ଅର୍ଥ ହେଉଛି ଯେ କୌଣସି ବସ୍ତୁର ଏକ ବଡ ଏକତ୍ରୀକରଣ ଯାହା ଦୂରରୁ ଏକ କ୍ଲାଉଡ଼ ଭଳି ଦେଖା ଯାଏ ଓ ସେମାନଙ୍କ ବିଷୟରେ କିଛି ସବିଶେଷ ତଥ୍ୟ ନଥାଏ । କ୍ଲାଉଡ଼ କୁ ଆଗରୁ ଇଣ୍ଟରନେଟ ଓ କମ୍ପୁଟର ନେଟୱର୍କ କୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା । କ୍ଲାଉଡ଼ ଚିତ୍ରଟି ୧୯୭୭ ମସିହାରେ ARPANET<ref>{{cite web|url=http://www.computerhistory.org/internet_history/internet_history_70s.html|title=Internet History 1977}}</ref> ରମସିହାରେ ଓ ୧୯୮୧ ରେ CSNET ର<ref>{{cite web|url=http://gu.friends-partners.org/Bookwriting/PART_I/Chapter_I/Total/Insertions/NSF/CSNET/CSNET.html|title=National Science Foundation, "Diagram of CSNET," 1981}}</ref> କଂପ୍ୟୁଟିଂଗ୍ ଜଂତ୍ରର ପ୍ରତିନିଧିତ୍ବ କରିବାକୁ ବ୍ୟବହୃତ ହେଉଥିଲାର ।
 
କ୍ଲାଉଡ଼ ଟେକ୍ନୋଲୋଜି ବିଷୟରେ ପ୍ରଥମଥର ପାଇଁ Compac ର ଇଂଟରନାଲ ଡକୁମେଣ୍ଟ ରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଥିଲା<ref>{{Cite news | title=Who Coined 'Cloud Computing'? | author=Antonio Regalado | date= 31 October 2011 | work= Technology Review | publisher= MIT | url=http://www.technologyreview.com/news/425970/who-coined-cloud-computing/ | accessdate=31 July 2013 }}</ref> ।