୩,୫୫୨
ଗୋଟି ସମ୍ପାଦନା
Aliva Sahoo (ଆଲୋଚନା | ଅବଦାନ) |
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
[[ଦିଲ୍ଲୀ]] ଉପରେ ରାଜ କରୁଥିବା ଏକମାତ୍ର ମହିଳା ଶାସକଙ୍କ ପ୍ରେମୀ ୟାକୁତଙ୍କ କବରକୁ ତିନି ଅଲଗା ଅଲଗା ସ୍ଥାନରେ କରାଯାଇଥିଲା । ରଜିୟାଙ୍କ ମଜାରକୁ ନେଇକରି ଇତିହାସକାର ଗୋଟିଏ ମଧ୍ୟ ମାତା ଦେଇନଥିଲେ । ରଜିୟା ସୁଲତାନଙ୍କ ମଜାର ଉପରେ [[ଦିଲ୍ଲୀ]] , [[କୈଥଳ]] ଏବଂ ଟୋଙ୍କ ନିଜ ନିଜ ମାତା ରଖି ଆସିଥିଲେ । କିନ୍ତୁ ବାସ୍ତବିକ ମଜାରରେ ଏ ପର୍ଯ୍ୟନ୍ତ ସଠିକ ଫୈସଲା ହୋଇପାରିନାହିଁ । ସେମିତି ବି ରଜିୟାଙ୍କ ମଜାରର ଯୁକ୍ତି ମଧ୍ୟରୁ ଏ ପର୍ଯ୍ୟନ୍ତ ତିନୋଟି ତର୍କ ହିଁ ସବୁଠାରୁ ଅଧିକ ମଜବୁଦ ଥିଲା । ଏହି ସମସ୍ତ ସ୍ଥାନରେ ସ୍ଥିତ ମଜାରରେ ଆରବୀ ଫରାସୀରେ ରଜିୟା ସୁଲତାନ ଲେଖିଥିବାର ସଙ୍କେତ ମିଳିପାରିଛି କିନ୍ତୁ ସଠିକ ପ୍ରମାଣ ମିଳିପାରିନାହିଁ । [[ରାଜସ୍ଥାନ]]ର ଟୋଙ୍କରେ ରଜିୟା ସୁଲତାନ ଏବଂ ତାଙ୍କ ''ଇଥିୟୋପିୟାଈ'' ଦାସ ୟାକୁତଙ୍କ ମଜାରର କିଛି ସଠିକ ପ୍ରମାଣ ମିଳିପାରିଛି । ଏଠାରେ ପୁରୁଣା କବରସ୍ଥାନ ପାଖରେ ଏକ ବିଶାଳ ମଜାର ମିଳିଛି ଯେଉଁଥିରେ ଫରାସୀରେ "ସଲ୍ତନେ ହିନ୍ଦ ରଜିୟାହ" ଉକେରା ଯାଇଛି । ପାଖରେ ଏକ ଛୋଟ ମଜାର ମଧ୍ୟ ଅଛି ଯାହା ୟାକୁତଙ୍କ ମଜାର ମଧ୍ୟ ହୋଇପାରେ । ନିଜ ଭବ୍ୟତା ଏବଂ ବିଶାଳତାର ଆକାରରେ ଏହାକୁ ସୁଲତାଙ୍କ ମଜାର ରୂପେ ନାମିତ କରାଯାଇଛି । ସ୍ଥାନୀୟ ଇତିହାସକାରାଙ୍କ ଦ୍ଵାରା କୁଯାଇଛି କି , ବହରାମରୁ ଯୁଦ୍ଧ ଏବଂ ରଜିୟାଙ୍କ ମୃତ୍ୟୁ ମଧ୍ୟରେ ଏକ ମାସର ଅନ୍ତର ଥିଲା । ଇତିହାସକାର ଏହି ଏକ ମାସକୁ ଚୁକ ବଂଶ ଉଲ୍ଲେଖିତ କରିପାରିଲେ ନାହିଁ ଏବଂ ଯୁଦ୍ଧର ତୁରନ୍ତ ପରେ ତାଙ୍କ ମୃତ୍ୟୁକୁ ମାନିନେଲେ । ଯୁଦ୍ଧରେ ହରିବାକୁ ସାମ୍ନାରେ ଦେଖି ୟାକୁତ ରଜିୟାଙ୍କୁ ମେଇକରି ରାଜପୂତାନା ପାଖକୁ ବାହାରି ପଡିଲେ । ସେଠାରେ ରଜିୟାଙ୍କ ଜୀବନ ବଞ୍ଚେଇବାର ଉଦ୍ଦେଶ୍ୟ ଥିଲା କିନ୍ତୁ ଶେଷରେ ତାଙ୍କୁ ଟୋଙ୍କ ମାନେ ଘେରି ନେଇଥିଲେ ଏବଂ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।
<gallery>
File:Tomb of Razia Begum.JPG| "ବୁଲବୁଲି ଖାନ" ମୋହଲ୍ଲାରେ ରଜିୟା ସୁଲତାନଙ୍କ କବର
File:Razia sultana tomb painting.jpg|"କଇଥାଲ"ରେ ରଜିୟା ସୁଲତାନଙ୍କ କବରର ଚିତ୍ର (୧୯ ଶତାବ୍ଦୀ)
</gallery>
|
ଗୋଟି ସମ୍ପାଦନା