"ରେଭେନ୍‌ସା କଲିଜିଏଟ ସ୍କୁଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ରୋବଟ୍‌: ପ୍ରସାଧନ ବଦଳ
୨୩ କ ଧାଡ଼ି:
== ଇତିହାସ ==
୧୮୫୧ରେ ସ୍ଥାପିତ କଟକ ସ୍କୁଲ (ଖାତାପତ୍ରରେ ଏହା ଜିଲ୍ଲା ସ୍କୁଲ, କଟକ ବୋଲି ଲେଖାଯାଉଥିଲା)ରୁ ୧୮୫୯ରେ ପ୍ରଥମ ମାଟ୍ରିକ ବ୍ୟାଚ ବାହରିଥିଲେ । ୧୮୬୮ରେ ଏଣ୍ଟ୍ରାନ୍ସ ଠାରୁ ଉଚ୍ଚତର ଶ୍ରେଣୀ ଖୋଲାଯାଇଥିଲା । ୧୮୭୫ରେ ଏହା ରେଭେନ୍ସା କଲେଜିଏଟ ସ୍କୁଲ ଭାବେ ନାମିତ ହୋଇଥିଲା ।
<ref>Sambada, 13-03-2016, Pag 5</ref>
 
ଏହି ସ୍କୁଲରେ [[ସୁଭାଷ ଚନ୍ଦ୍ର ବୋଷ]], [[ବିଜୁ ପଟ୍ଟନାୟକ]], [[ରାଧାନାଥ ରଥ]], [[ନିତାଇ ପାଲିତ]] ଓ [[ବିନୋଦ କାନୁନଗୋ]] ଆଦି ପ୍ରସିଦ୍ଧ ବ୍ୟକ୍ତି ଶିକ୍ଷାଲାଭ କରିଥିଲେ ।