"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୮ କ ଧାଡ଼ି:
କିଛି ସ୍ତ୍ରୋତ୍ରୋ ଅନୁସାରେ , ରଜିୟା ଏବଂ ୟାକୁତ ପ୍ରେମୀ ଥିଲେ ; ଅନ୍ୟ ସ୍ତ୍ରୋତ୍ରୋ ଅନୁସାରେ ସେ ଦୁହେଁ କରିବି ମିତ୍ର / ବିଶ୍ୱାସ ପାତ୍ର ଥିଲେ । ଏହି ସବୁଥିରେ ରଜିୟା ତୁର୍କୀ ବର୍ଗରେ ନିଜ ପ୍ରତି ଈର୍ଷା କୁ ଜନ୍ମ ଦେଇଥିଲେ , କାରଣ "ୟାକୁବ" ତୁର୍କ ନଥିଲେ ଏବଂ ତାଙ୍କୁ ରଜିୟା [[ଅଶ୍ଵଶାଳା]]ର ଅଧିକାରୀ ରୂପେ ନିୟୋଜିତ କରିଥିଲେ । [[ଭଟିଣ୍ଡା]]ର ରାଜ୍ୟପାଳ "ମଲ୍ଲିକ ଇଖ୍ତୟାର-ଉଦ-ଦିନ-ଇଲ୍ତୁନିୟା" ଅନ୍ୟ ପ୍ରନ୍ତୀୟ ରାଜ୍ୟପାଳ , ଯାହାଙ୍କୁ ରଜିୟାଙ୍କ ଆଧିପତ୍ୟ ମଞ୍ଜୁର ନଥିଲା , ସେହିମାନଙ୍କ ସହ ମିଶି ବିଦ୍ରୋହ କରିଥିଲେ ।
 
ରଜିୟା ଏବଂ ଇଲ୍ତୁନିୟା ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ [[ଭାଈ]] "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ [[ଦିଲ୍ଲୀ]] ଚଡିଛାଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।
 
==କବର ଉପରେ ବିବାଦ==