"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
Aliva Sahoo (ଆଲୋଚନା | ଅବଦାନ) ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୫୬ କ ଧାଡ଼ି:
ରଜିୟା ଏବଂ ତାଙ୍କ ସଲାହାକାର , "ଜମାତ-ଉଦ-ଦିନ-ୟାକୁତ" ଜଣେ ହଶ୍ୱି ସହିତ ବିକଶିତ ହେଉଥିବା ଅନ୍ତରଙ୍ଗ ସମ୍ବନ୍ଧରେ କଥା ମଧ୍ୟ ମୁସଲମାନ ମାନଙ୍କୁ ପସନ୍ଦ ଆସିନଥିଲେ । ରଜିୟା ଏହା ଉପରେ ପର୍ଯ୍ୟାପ୍ତ ଧ୍ୟାନ ଦେଇନଥିଲେ ।<ref>[http://www.civicwebs.com/cwvlib/africa/ethiopia/pankhurst/ethiopia_across_red_sea_&_indian_ocean.htm#3 डॉ रिचर्ड पैकहर्स्ट, "इथियोपिया अक्रॉस द रेड सी एण्ड इंडियन ओशियन ", अदिस अबाबा, ''अदिस ट्रिब्यून,'' ([[२१ मई]], ([[१९९९]])]</ref>, କିନ୍ତୁ ତାଙ୍କର ଏହି ସମ୍ବନ୍ଧର ପରିଣାମ ନିଜ ରାଜ୍ୟ ପାଇଁ ଘାତକ ସିଦ୍ଧ ହୋଇଥିଲା ।
କିଛି ସ୍ତ୍ରୋତ୍ରୋ ଅନୁସାରେ
ରଜିୟା ଏବଂ ଇଲ୍ତୁନିୟା ଙ୍କ ମଧ୍ୟରେ ଯୁଦ୍ଧ ହୋଇଥିଲା , ଯେଉଁଥିରେ ୟାକୁତଙ୍କୁ ହତ୍ୟା କରାଗଲା ଏବଂ ରଜିୟାଙ୍କୁ ବନ୍ଦୀ କରାଯାଇଥିଲା । ମରିବା ଡରରେ ରଜିୟା , ଅଲ୍ତୁନିୟାଙ୍କୁ ବିବାହ କରିବା ପାଇଁ ରାଜି ହୋଇଯାଇଥିଲେ । ଏହା ମଧ୍ୟରେ , ରଜିୟାଙ୍କ [[ଭାଈ]] "ମୈଜୁଦ୍ଦିନ ବେହେରାମ ଶାହା" ସିହଂସନ ହାତକରିନେଲେ । ନିଜ ସଲତନତ ଫେରିବା ଉଦେଶ୍ୟରେ ରଜିୟା ଏବଂ ତାଙ୍କ ସ୍ୱାମୀ ଅଲ୍ତୁନିୟା , ବେହେରାମ ଶାହାଙ୍କ ସହ ଯୁଦ୍ଧ କରିଥିଲେ । ଯେଉଁଥିରେ ରଜିୟା ଏବଂ ତାଙ୍କ ସ୍ୱାମୀ ହାରିଥିଲେ । ସେମାନଙ୍କୁ [[ଦିଲ୍ଲୀ]] ଚଡି ପଳେଇବାକୁ ପଡ଼ିଲା । ପରଦିନ ସେମାନେ ଦୁହେଁ "ଜାଣ୍ଟୋ" ସହ ହୋଇଥିବା ସଂଘର୍ଷରେ ୧୪ ଅକ୍ଟୋବର ୧୨୪୦ ମସିହାରେ ରଜିୟା ଏବଂ ତାଙ୍କ ସ୍ବାମୀଙ୍କ ହତ୍ୟା କରାଯାଇଥିଲା । ପରେ ବେହେରାମଙ୍କୁ ମଧ୍ୟ ଅୟୋଗ୍ୟତା କାରଣରୁ ଗାଦ୍ଦୀର ହଟିବାକୁ ପଡ଼ିଥିଲା ।
==କବର ଉପରେ ବିବାଦ==
|