"ଜୟନ୍ତୀ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଭାରତୀୟ ରାଜନୀତିଜ୍ଞ
Content deleted Content added
"{{Use dmy dates|date=December 2015}} {{Infobox Indian politician | name = ଜୟନ୍ତି ପଟ୍ଟନାୟକ |..." ନାଆଁରେ ପୃଷ୍ଠାଟିଏ ତିଆରିକଲେ
(କିଛି ବଦଳିନାହିଁ)

୧୩:୦୪, ୧୩ ମାର୍ଚ୍ଚ ୨୦୧୬ ଅନୁସାରେ କରାଯାଇଥିବା ବଦଳ

ଜୟନ୍ତି ପଟ୍ଟନାୟକ ହେଉଛନ୍ତି ଜଣେ ଭାରତୀୟ ସାଂସଦ ଏବଂ ଖ୍ୟାତନାମା ସମାଜ ସେବୀ। [୧]

ଜୟନ୍ତି ପଟ୍ଟନାୟକ
ଲୋକସଭା ସଦସ୍ୟ
କାର୍ଯ୍ୟକାଳ
୧୯୮୦-୧୯୮୯ ଏବଂ ୧୯୯୮-୧୯୯୯
ପୂର୍ବ ଅଧିକାରୀଜାନକୀ ବଲ୍ଲଭ ପଟ୍ଟନାୟକ
ପର ଅଧିକାରୀଶ୍ରୀକାନ୍ତ ଜେନା
ନିର୍ବାଚନ ମଣ୍ଡଳୀକଟକ ଏବଂ ବ୍ରହ୍ମପୁର
ଲୋକସଭା ସଦସ୍ୟ
ପୂର୍ବ ଅଧିକାରୀପି. ଭି. ନରସିଂହ ରାଓ
ପର ଅଧିକାରୀଆନନ୍ଦି ଚରଣ ସାହୁ
ବ୍ୟକ୍ତିଗତ ସବିଶେଷ
ଜନ୍ମ (1932-04-07) ୭ ଅପ୍ରେଲ ୧୯୩୨ (ବୟସ ୯୧)
ଆସ୍କା, ଗଞ୍ଜାମ ଜିଲ୍ଲା, ଓଡ଼ିଶା, ଭାରତ
ରାଜନୀତିକ ଦଳଭାରତୀୟ ଜାତୀୟ କଂଗ୍ରେସ

ଶିକ୍ଷା

ସେ ୧୯୩୨ ମସିହାରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଆସ୍କା ସହରରେ ଜନ୍ମଲାଭ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ନିରଞ୍ଜନ ପଟ୍ଟନାୟକ। ସେ ଆସ୍କାର ହରିହର ଉଚ୍ଚ ବିଦ୍ୟାଳୟରେ ପାଠ ପଢ଼ିଥିଲେ। ସେ ସମାଜ ସେବାରେ ସ୍ନାତକୋତ୍ତର (M.A.) ଡିଗ୍ରୀ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅନ୍ତର୍ଗତ ଶୈଳବାଳା ମହିଳା ମହା ବିଦ୍ୟାଳୟ, କଟକରୁ ଲାଭ କରିଥିଲେ। ସେ ଟାଟା ଇନ୍‌ଷ୍ଟିଚ୍ୟୁଟ ଅଫ ସୋସଲ ସାଇନ୍‌ସେସ, ମୁମ୍ବାଇରୁ ଉନ୍ନତ ଶିକ୍ଷା ଗ୍ରହଣ କରିଥିଲେ। [୧]

ବୈବାହିକ ଜୀବନ

ସେ ୧୯୫୩ ମସିହାର ରାଜନେତା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ବିବାହ କରିଥିଲେ, ଯିଏ ୧୯୮୦ରୁ ୧୯୮୯ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ରହିଥିଲେ। ତାଙ୍କର ଜଣେ ପୁଅ ଓ ଦି ଜଣ ଝିଅ ଅଛନ୍ତି।

ଅନ୍ୟାନ୍ୟ ଅବଦାନ

ସେ ହେଉଛନ୍ତି ଜଣେ ଉଚ୍ଚକୋଟୀର ଅନୁବାଦକ। କେ. ଏମ୍. ମୁନ୍‌ସୀଙ୍କର "କୃଷ୍ଣାବତାର"କୁ ଓଡ଼ିଆରେ ଅନୁବାଦ କରି ସେ ପ୍ରଶଂସିତ ହୋଇଛନ୍ତି।

ଆଧାର