"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୭ କ ଧାଡ଼ି:
 
[[file:Iltutmish Tomb Delhi in 1860.jpg|thumb|200px|ରଜିୟାଙ୍କ ପିତା "ସସ୍ମ-ଉଦ-ଦିନ ଇଲ୍ତୁତମିଶ"ଙ୍କ କବର]]
 
'ରକନୁଦ୍ଦୀନ'ଙ୍କ ଶାସନ ବହୁତ କମ ସମୟ ପାଇଁ ଥିଲା । ଇଲତୁତମିଶଙ୍କ ବିଧବା , ଶାହା ତୁର୍କାନଙ୍କ ଶାସନ ଉପରେ ନିୟନ୍ତ୍ରଣ ରହି ପାରିନଥିଲା । ଭୋଗ ବିଳାସୀ ଏବଂ ଦାଇତ୍ବହୀନ ରକନୁଦ୍ଦୀନଙ୍କ ବିପକ୍ଷରେ ଜନତା ମାନଙ୍କ ମଧ୍ୟରେ ଏହି ସୀମା ପର୍ଯ୍ୟନ୍ତ ଆକ୍ରୋଶ ଭାବ ଜାଗ୍ରତ ହୋଇଥିଲା କି , ୧ ନଭେମ୍ବର ୧୨୩୬ ମସିହାରେ ରକନୁଦ୍ଦୀନ ତଥା ତାଙ୍କ ମାତା , ଶାହା ''ତୁର୍କାନ''ଙ୍କ ହତ୍ୟା କରିଦିଆଗଲା ।<ref>सतीश चंद्र, ''हिस्ट्री ऑफ़ मेडिवियल इंडिया (800-1700),'' न्यू दिल्ली, ओरियंट लॉन्गमैन, (२००७), p.१००. ISBN 81-250-3226-6</ref> ତାଙ୍କ ଶାସନ ମାତ୍ର ୬ ମାସର ଥିଲା । ଏହା ପରେ ସୁଲତାନଙ୍କ ପାଇଁ ଅନ୍ୟ କୌଣସି ବିକାଶର ଅଭାବରେ ମୁସଲମାନଙ୍କୁ ଏକ ମହିଳାଙ୍କୁ ଶାସନର ବାଗଡୋର ଦେବାକୁ ପଡ଼ିଥିଲା , ଏବଂ ପରେ ରଜିୟା ସୁଲତାନ [[ଦିଲ୍ଲୀ]]ର ଶାସିକା ରୂପେ ନିୟୋଜିତ ହୋଇଥିଲେ ।
 
==ଆଧାର==