"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
 
== ବିଦେଶଯାତ୍ରା ==
ସେ ପାର୍ସି ଭାଷାରେ [[ମେହେର୍ ମୁନିର୍]] ନାମକ ନାଟିକା ରଚନା କରିଥିଲେ ଏହା ଏକ ପତ୍ରିକାରେ ପ୍ରକାଶିତ ହୋଇ ଆଲୋଡନ ସୃଷ୍ଟି କରିଥିଲା।ଏଥିପାଇଁ ତାଙ୍କୁ ୧୮୯୫ ମସିହାରେ ହାଇଦ୍ରାବାଦର ନିଜାମଙ୍କ ତରଫରୁ ବାର୍ଷିକ ୩୦୦ ପାଉଣ୍ଡ ଛାତ୍ରବୃତ୍ତି ପ୍ରଦାନ କରାଯାଇଥିଲା ଓ ସେ ଉଚ୍ଚଶିକ୍ଷା ପାଇଁ ୧୬ ବର୍ଷ ବୟସରେ ବିଲାତ ଯାତ୍ରା କରିଥିଲେ।ଏହି ସମୟରେ [[ଆନିବେସାନ୍ତ]] ଙ୍କ ସହ ନିବିଡ଼ ସମ୍ପର୍କ ସ୍ଥାପିତ ହୋଇଥିଲା।
 
== ବୈବାହିକ ଜୀବନ ==