"ସରୋଜିନୀ ନାଇଡୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୨୪ କ ଧାଡ଼ି:
 
== ପିଲାଦିନ ==
ସରୋଜିନୀଙ୍କର ପିଲାଦିନ ଅତି ଅୟସରେ କଟିଥିଲା।ଅଭାବ କ'ଣ ସେ ତାହା ଜାଣି ନ ଥିଲେ।ସେ ଜଣେ ବିଭାବଶାଳୀ ପରିବାରର କନ୍ୟା ଥିବାରୁ ତାଙ୍କ ବେଶଭୁଷାରେ ମଧ୍ୟ ପ୍ରଚୁର ଅର୍ଥ ଖର୍ଚ୍ଚ କରାଯାଉଥିଲା।କରାଯାଉଥିଲା।ସେ ସମୟର ଇଂରେଜ ମାନଙ୍କ ପ୍ରଭାବ ତାଙ୍କ ଉପରେ ପଡ଼ିଥିଲା।ସେମାନଙ୍କ ଚାଲିଚଳନ ଓ ବେଶଭୂଷା ତାଙ୍କୁ ଆକର୍ଷିତ କରିଥିଲା।ସେଥିପାଇଁ ପିଲାଦିନୁ ସେ ପାଶ୍ଚାତ୍ୟ ଚଳଣି ଓ ଖାଦ୍ୟପେୟ ପସନ୍ଦ କରୁଥିଲେ।
ତାଙ୍କ ପରିବାରରେ ସମସ୍ତେ ବଙ୍ଗୀୟ ସଂସ୍କୃତିଦ୍ୱାରା ପ୍ରଭାବିତ ହୋଇଥିଲେ।କିନ୍ତୁ ବଙ୍ଗଭୂମି ଛାଡି [[ହାଇଦ୍ରାବାଦ]] ଆସିଲା ପରେ ସେମାନେ ଇଂରାଜୀ ଭାଷାକୁ ଆଦରିନେଇଥିଲେ।ଯଦିଓ ସରୋଜିନୀ ଇଂରେଜ ମାନଙ୍କ ଚଳଣି ଓ ସଭ୍ୟତାକୁ ପସନ୍ଦ କରୁଥିଲେ,କିନ୍ତୁ ଇଂରେଜୀ ଭାଷାରେ କଥାବାର୍ତ୍ତା କରିବାକୁ ଭଲପାଉନଥିଲେ।ସେ ଇଂରେଜୀ ଭାଷା ଶିଖିବାକୁ ଆଗ୍ରହୀ ନୁହନ୍ତି ବୋଲି ଥରେ ବାପାଙ୍କୁ ରୋକ୍ ଠୋକ୍
 
== ପାଠପଢ଼ା ==
ବାରବର୍ଷ ବୟସରେ ସେ ମାଟ୍ରିକ୍ୟୁଲେସନ ପରୀକ୍ଷାରେ [[ମାଡ୍ରାସ ବିଶ୍ଵବିଦ୍ୟାଳୟ]]ରେ ପ୍ରଥମସ୍ଥାନ ଅଧିକାର କରି ସମସ୍ତଙ୍କୁ ଚକିତ କରିଦେଇଥିଲେ । କୁହାଯାଏ ସରୋଜିନୀଙ୍କ ଇଂରାଜୀ କବିତାରେ ମୂଗ୍ଧହୋଇ ହାଇଦ୍ରାବାଦର [[ନିଜାମ]] ତାଙ୍କୁ ବିଦେଶରେ ପଢିବାପାଇଁ ବୃତ୍ତି ପ୍ରଦାନ କରିଥିଲେ । ପରବର୍ତ୍ତୀ ତିନିବର୍ଷ ସରୋଜିନୀ ଲଣ୍ଡନ ଓ [[କେମ୍ବ୍ରିଜ ବିଶ୍ଵବିଦ୍ୟାଳୟ]]ରେ ଅଧ୍ୟୟନ କଲେ । ସେହି ସମୟରେ ଲଣ୍ଡନର "ରାଇମର୍ସ କ୍ଲବ୍"ର ପ୍ରଭାବରେ ଏବଂ ସାର୍ ଏଡମଣ୍ଡ ଗୋସ୍ଙଙ୍କ ପ୍ରୋତ୍ସାହନ ପାଇ ତାଙ୍କର କାବ୍ୟିକ ପ୍ରତିଭାର ବିକାଶ ଘଟିଥିଲା ।<ref>http://www.poemhunter.com/sarojini-naidu/biography/</ref> <ref>ଦିବ୍ୟଭାସ୍କର- ଗୁଜରାଟୀ ଖବର କାଗଜ ତା. ୧୦ ଜୁନ ୨୦୧୨, ପୃଷ୍ଠ୍ ଆ: ୧୧</ref>