"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୧ କ ଧାଡ଼ି:
 
ରଜିୟା ସୁଲତାନ କେବଳ ମୁସଲିମ ଧର୍ମ ପ୍ରତି ଅଧିକ ଭାବୁକ ନଥିଲେ । ଏକ କୁଶଳ ଶାସକ ପରି ତାଙ୍କୁ ସମସ୍ତ ଧର୍ମରେ ବିଶ୍ୱାସ ଥିଲା ଏବଂ ସେ ସମସ୍ତ ଧର୍ମକୁ ମାନୁଥିଲେ । କୁହାଯାଏ କି , [[ହିନ୍ଦୁଧର୍ମ]] ପ୍ରତି ତାଙ୍କର ଅଧିକ ଆସ୍ଥା ମୁସଲିମ ବିଦ୍ୱାନ ମାନଙ୍କ ମନରେ ତାଙ୍କ ପ୍ରତି ଅଧିକ ରାଗ ଜନ୍ମାଇ ଥିଲା । ରଜିୟା ସୁଲତାନ ବହୁ ଭାଷାରେ [[କୋରାନ]]ର ଅନୁବାଦ କରାଇଥିଲେ , ଏହା ବ୍ୟତୀତ ବହୁ ସମୁଦାୟିକ [[ପୁସ୍ତକାଳୟ]]ର ନିର୍ମାଣ କରିଥିଲେ । ଏହାଛଡା [[ଦର୍ଶନ]] , [[ବିଜ୍ଞାନ]] , [[ସାହିତ୍ୟ]] ଏବଂ ଖଗୋଳ ବିଜ୍ଞାନର କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇଥିଲେ । ସେ ଅନେକ [[''ହିନ୍ଦୁ ଦର୍ଶନଗ୍ରନ୍ଥ'']]ର ଅଧ୍ୟୟନ କରିଥିଲେ ଏବଂ ଶୈକ୍ଷଣିକ ସଂସ୍ଥାନର ସମସ୍ତ ଧର୍ମର ଗ୍ରନ୍ଥ ଏବଂ ଉପଦେଶକୁ ସାମିଲ କରିଥିଲେ । ସେ ଜଣେ [[ଧର୍ମ-ନିରପେକ୍ଷ]] ଶାସକ ଥିଲେ ।
 
[[file:Coin of Razia Sultana.jpg|thumb|250px|ରଜିୟା ସୁଲତାନଙ୍କ ପଇସା]]
 
==ଶାସନ କ୍ଷେତ୍ରରେ ଭୂମିକା==