"ରଜିୟା ସୁଲତାନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୪ କ ଧାଡ଼ି:
==ଶାସନ କ୍ଷେତ୍ରରେ ଭୂମିକା==
 
ରଜିୟାଙ୍କ ପିତା "ସାସ୍ମ-ଉଦ-ଦିନ-ଇଲ୍ତୁତମିଶ"ଙ୍କ ମୃତ୍ୟୁ (୧୨ ଏପ୍ରିଲ , ୧୨୩୬) ପରେ , ରଜିୟାଙ୍କୁ [[ଦିଲ୍ଲୀ]]ର ସୁଲତାନ ରୂପେ ଘୋଷଣା କରାଯାଇଥିଲା । ଇଲ୍ତୁତମିଶ , ପ୍ରଥାପ୍ରଥମେ ଏପରି ଜଣେ ଶାସକ ଥିଲେ ଯିଏ ନିଜ ପରେ କୌଣସି ଜଣେ ମହିଳାଙ୍କୁ ଉତ୍ତରାଧିକାରୀ ନିଯୁକ୍ତ କରିଥିଲେ । (ସ୍ତ୍ରୋତୋ ଅନୁସାରେ , ପ୍ରଥମେ ତାଙ୍କ ବଡ ପୁତ୍ରଙ୍କୁ ଉତ୍ତରାଧିକାରୀ ରୂପେ ତୟାରୀ କରାଯାଇଥିଲା । ପରନ୍ତୁ ଦୁର୍ଭାଗ୍ୟ ବଶତଃ ତାଙ୍କର ଅଳ୍ପ ଆୟୁରେ ମୃତ୍ୟୁ ହୋଇଯାଇଥିଲା) । କିନ୍ତୁ ମୁସଲିମ ବର୍ଗକୁ 'ଇଲ୍ତୁତମିଶ'ଙ୍କର କୌଣସି ମହିଳାଙ୍କୁ ସନ୍ତାନସନ୍ତାନଙ୍କୁ ଉତ୍ତରାଧିକାରୀ ରୂପେ ଗ୍ରହଣ କରିବା ମଞ୍ଜୁର ନଥିଲା । ସେଥିପାଇଁ ତାଙ୍କ ମୃତ୍ୟୁ ପରେ ସାନ ପୁତ୍ର "ରକନୁଦ୍ଦୀନ ଫିରୋଜ ଶାହା"ଙ୍କୁ ରାଜ ସିହାଂସନରେ ବସାଇ ଦିଆଯାଇଥିଲା ।
 
[[file:Iltutmish Tomb Delhi in 1860.jpg|thumb|200px|ରଜିୟାଙ୍କ ପିତା "ସସ୍ମ-ଉଦ-ଦିନ ଇଲ୍ତୁତମିଶ"ଙ୍କ କବର]]