"ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୫ କ ଧାଡ଼ି:
* ୨ ନଭେମ୍ବର ୨୦୦୦: '''ଏକ୍ସପେଡିଶନ'''-୧ ନାମରେ ଏକ ୩ଜଣିଆ ମହାକାଶବାସୀ ଦଳ ସୁଏଜ ରୋକେଟ ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ।
* ୭ ଫେବୃଆରୀ ୨୦୦୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡାଗଲା ଆମେରିକୀୟ ଗବେଷଣାଗାର ଉପକରଣାଂଶ '''ଡେଷ୍ଟିନୀ'''।
* ୭ ଫେବୃଆରୀ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ୟୁରୋପୀୟ ଗବେଷଣାଗାର ଉପକରଣାଂଶ କଲୋମ୍ବସ।
* ୧୧ ମାର୍ଚ୍ଚ ୨୦୦୮: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡିହେଲା ଜାପାନୀ ଗବେଷଣାଗାର ଉପକରଣାଂଶ କିବୋ।
 
==ଅଭିଯାନର ଲକ୍ଷ୍ୟ==
* ଏହାକୁ ମହାକାଶରେ ପୃଥିବୀର ନିକଟତମ କକ୍ଷପଥରେ ଥିବା ଏକ ଗବେଷଣାଗାର,ପର୍ଯ୍ୟବେକ୍ଷଣାଗାର ଓ କ୍ଷୁଦ୍ର କାରଖାନା ଭାବେ ପରିକଳ୍ପନା କରାଯାଇଥିଲା।
* ଭବିଷ୍ୟତରେ ହେବାକୁ ଥିବା ଚନ୍ଦ୍ର,ମଙ୍ଗଳ ଓ ଅନ୍ୟ ମହାକାଶ ଅଭିଯାନ ପାଇଁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାର ଯୋଜନା କରାଯାଇଥିଲା।