"ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୪୧ କ ଧାଡ଼ି:
 
==ଅଭିଯାନ କାଳକ୍ରମ==
* ୨୦ ନଭେମ୍ବର ୧୯୯୮: ରୁଷିଆର ଦ୍ୱାରା ନିର୍ମିତ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶ '''ଜାର୍ୟା'''ର ଉତକ୍ଷେପଣ।
*
* ୪ ଡିସେମ୍ବର ୧୯୯୮: ଆମେରିକା ନିର୍ମିତ ପ୍ରଥମ ଉପକରଣାଂଶ '''ୟୁନିଟି'''ର ଉତକ୍ଷେପଣ।
* ୨ ନଭେମ୍ବର ୨୦୦୦: '''ଏକ୍ସପେଡିଶନ'''-୧ ନାମରେ ଏକ ୩ଜଣିଆ ମହାକାଶବାସୀ ଦଳ ସୁଏଜ ରୋକେଟ ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଅବତରଣ।
* ୭ ଫେବୃଆରୀ ୨୦୦୧: ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର ସହ ଯୋଡାଗଲା ଆମେରିକୀୟ ଗବେଷଣାଗାର ଉପକରଣାଂଶ '''ଡେଷ୍ଟିନୀ'''।