"ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩୮ କ ଧାଡ଼ି:
 
==ଇତିହାସ==
୧୮୬୯ ମସିହାରେ ଜଣେ ଆମେରିକୀୟ ଉପନ୍ୟାସିକଙ୍କ କାହାଣୀରେ ହିଁ ପ୍ରଥମେ ମନୁଷ୍ୟବାସୀ ଏକ ମହାକାଶ ଉପଗ୍ରହ ସମ୍ବନ୍ଧରେ ଉଲ୍ଲେଖ ଅଛି[୭] । ପୃଥିବୀପୃଷ୍ଠରୁ ଚନ୍ଦ୍ର ଏବଂ ମଙ୍ଗଳକୁ ଯାତ୍ରା କରିବା ପାଇଁ ମହାକାଶରେ ଚକ୍ର-ସଦୃଶ ଏକ କୃତ୍ରିମ ଉପଗ୍ରହର ଆବଶ୍ୟକତା ସମ୍ବନ୍ଧରେ କହିବାକୁ ଯାଇ ୧୯୨୩ ମସିହାରେ ରୋମାନର ପଦାର୍ଥ ବିଜ୍ଞାନୀ ପ୍ରଥମେ "space station" (ମହାକାଶ କେନ୍ଦ୍ର) ଶବ୍ଦର ପ୍ରୟୋଗ କରିଥିଲେ।୧୯୫୨ ମସିହାରେ ୱେର୍ନର ଭନ ବ୍ରୁଆନ କୋଲିୟର୍ସ ପତ୍ରିକାରେ ମହାକାଶ କେନ୍ଦ୍ର ବିଷୟରେ ନିଜର ତଥ୍ୟ ପ୍ରକାଶ କରିଥିଲେ। ପୃଥିବୀପୃଷ୍ଠରୁ ୧୦୦୦ ମାଇଲ ଊର୍ଦ୍ଧରେ ୨୫୦ ଫୁଟ ପରିଧି ବିଶିଷ୍ଟ ଏକ ମହାକାଶ କେନ୍ଦ୍ରର ସେ ପରିକଳ୍ପନା କରିଥିଲେ। ମହାକାଶକୁ ମନୁଷ୍ୟ ପ୍ରେରଣର ଦଶନ୍ଧି ପରେ ୧୯୭୧ ମସିହାରେ ସୋଭିଏତ ସଂଘ ( ରୁଷିଆ ) ପ୍ରେରଣ କରିଥିଲା ବିଶ୍ୱର ପ୍ରଥମ ମହାକାଶ କେନ୍ଦ୍ର ସେଲୟୁତ-୧। ଏହାର ବର୍ଷେ ପରେ ୧୯୭୪ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକା ଏହାର ପ୍ରଥମ ମହାକାଶ କେନ୍ଦ୍ର "ସ୍କାଇଲାବ୍" ର ଉତକ୍ଷେପଣ କରିଥିଲା ଓ ପରେ ୩ଜଣ ମହାକାଶବାସୀଙ୍କୁ ପଠାଇଥିଲା। ରୁଷିଆ ନିଜର ମହାକାଶ ଗବେଷଣାକୁ ତ୍ୱରାନିତ କାରିବା ଲକ୍ଷ୍ୟରେ ୧୯୮୬ ମସିହାରେ "ମିର୍" ନାମକ ବୃହତ୍ତର ମହାକାଶ କେନ୍ଦ୍ରର ପ୍ରଥମ ଉପକରଣାଂଶର ଉତକ୍ଷେପଣ କରିଥିଲା। ୧୯୯୮ ମସିହାର ଶେଷ ବେଳକୁ ପ୍ରଥମେ ରୁଷିଆ ଓ ପରେ ଆମେରିକା ଦ୍ୱାରା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରର ଉପକରଣାଂଶ ପ୍ରେରଣ କରାଯାଇଥିଲା। ପରବର୍ତ୍ତୀ ସମୟରେ ଅନ୍ୟ ଉପକରଣାଂଶ ଗୁଡିକ ପ୍ରେରଣ କରାଯାଇ ମହାକାଶରେ ସେଗୁଡିକୁ ଯୋଡା ଯାଇଥିଲା। ୨୦୦୨ ମସିହା ନଭେମ୍ବର ୨ରେ ଏହି ମହାକାଶ କେନ୍ଦ୍ରକୁ ୩ଜଣ ମହାକାଶବାସୀଙ୍କୁ ପଠାଗଲା ଏବଂ ଏହି କେନ୍ଦ୍ର ଏଯାବତ ଅହରହ ଭାବେ ମହାକାଶବାସୀଙ୍କୁ ଆଶ୍ରୟ ଦେଇଆସିଛି।
୧୮୬୯ ମସିହାରେ ଜଣେ ଆମେରିକୀୟ ଉପନ୍ୟାସିକଙ୍କ କାହାଣୀରେ ହିଁ ପ୍ରଥମେ ମନୁଷ୍ୟବାସୀ ଏକ ମହାକାଶ ଉପଗ୍ରହ ସମ୍ବନ୍ଧରେ ଉଲ୍ଲେଖ ଅଛି<ref>http://www.spaceflight.nasa.gov/history/station/index.html</ref> ।