"ଗୌରୀଶଙ୍କର ରାୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ଟିକେ
(ଲିଖନଶୈଳୀ)
| known_for =
| occupation =
| relatives = [[ରାମଶଙ୍କର ରାୟ]] (ସାନଭାଇ)<br/> [[ଅଶ୍ୱିନୀ କୁମାର ଘୋଷ]] (ନାତି)
|signature =
| website =
| website = http://karmaveergourishankar.info/ <!-- http://karmaveergourishankar.org/ -->
}}
'''ଗୌରୀଶଙ୍କର ରାୟ''' ଜଣେ [[ଓଡ଼ିଆ ଭାଷା|ଓଡ଼ିଆ ଭାଷା]] ଆନ୍ଦୋଳନକାରୀ, ଲେଖକ ଓ ପ୍ରକାଶକ । ସେ ଉନବିଂଶ ଶତାବ୍ଦୀ ଓଡ଼ିଆ ନବଜାଗରଣର ପୁରୋଧା । ଗୌରୀଶଙ୍କର [[ଓଡ଼ିଶା]]ବାସୀ ବଙ୍ଗାଳୀ<ref>{{cite web |url= http://www.hindu.com/2001/01/07/stories/1307017p.htm |title=The Hindu : Dear Oriyas, Rise!|work=hindu.com |year=2001 |quote=Gauri Shankar Ray, a Bengali who had settled down in Orissa and upheld the cause of Oriya against Bengali. |accessdate=29 June 2012}}</ref> ଓ [[ଉତ୍କଳ ସାହିତ୍ୟ ସମାଜ|ଉତ୍କଳ ସାହିତ୍ୟ ସମାଜର]] ସଭାପତି ଏବଂ ‘ଉତ୍କଳ ସଭା’ର ସମ୍ପାଦକ-ପରିଚାଳକ ହୋଇ ଓଡ଼ିଆ ଭାଷା ଆନ୍ଦୋଳନରେ ଭାଗ ନେଇଥିଲେ ।<ref>{{cite web |url= http://india.gov.in/knowindia/state_uts.php?id=82 |title=History - Odisha - States and Union Territories - Know India: National Portal of India |work=india.gov.in |year=2012 |quote=1882 AD: Utkal Sabha under the secretary Gouri Sankar Ray formed. |accessdate=30 June 2012}}</ref> ତାଙ୍କର ସମ୍ପାଦନାରେ ପ୍ରଥମ ଓଡ଼ିଆ ପତ୍ରିକା [[ଉତ୍କଳ ଦୀପିକା]] ପ୍ରକାଶିତ ହୋଇ [[ଓଡ଼ିଆ ଲୋକ|ଓଡ଼ିଆ]]ମାନଙ୍କ ସ୍ୱାର୍ଥରକ୍ଷା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପିତ କରିବାର ଭୂମିକା ଗ୍ରହଣ କରିଥିଲା । ସେ [[କଟକ ଟାଉନ ହଲ]]ର ପ୍ରତିଷ୍ଠାତା ଥିଲେ ।
ଗୌରୀଶଙ୍କର ଓ ତାଙ୍କର ଘନିଷ୍ଠ ସହଯୋଗୀ ବିଚିତ୍ରାନନ୍ଦ ଦାସଙ୍କ ଉଦ୍ୟମରେ ୧୮୬୪ ମସିହାରେ ‘କଟକ ପ୍ରିଣ୍ଟିଂ କମ୍ପାନୀ’ ଗଢ଼ିଥିଲେ ।<ref>{{cite web |url= http://orissadiary.com/personality/writer/GOURISHANKARRAY%20.asp |title=GOURI SHANKAR RAY |work=orissadiary.com |year=2012 |quote=He was the associate founder of Cuttack Printing Company |accessdate=29 June 2012}}</ref>
 
==୧୮୬୫୧୮୬୬: ଉତ୍କଳ ଦୀପିକା ପ୍ରକାଶନ ==
କଟକ ପ୍ରିଣ୍ଟିଂ କମ୍ପାନୀ ଆନୁକୂଲ୍ୟରେ ୧୮୬୫ ମସିହା ଜୁଲାଇ ପହିଲା ଦିନ ମୁଦ୍ରଣ ଯନ୍ତ୍ର ସ୍ଥାପିତ ହୋଇଥିଲା ଏବଂ ଏହାର ମାସକ ପରେ ଏଠାରୁ ପ୍ରଥମ ଓଡ଼ିଆ ସମ୍ବାଦ ପତ୍ର ‘[[ଉତ୍କଳ ଦୀପିକା]]’ ପ୍ରକାଶିତ ହୋଇଥିଲା।<ref>{{cite web |url= http://www.odisha.gov.in/portal/ViewDetails.asp?vchglinkid=GL012&vchplinkid=PL048&vchslinkid=SL022 |title=Orissa Government Portal |work=odisha.gov.in |year=2012 |quote=The first news paper Utkal Deipika is brought out by the Cuttack printing company. |accessdate=30 June 2012}}</ref>
ପ୍ରଥମ [[ଓଡ଼ିଆ ଭାଷା|ଓଡ଼ିଆ]] ଖବରକାଗଜ 'ଉତ୍କଳ ଦୀପିକା', ୪ ଅଗଷ୍ଟ ୧୮୬୬ ତାରିଖରେ<ref name="Sarma1996">{{cite book|author=Bina Kumari Sarma|title=Development of Modern Education in India: An Empirical Study of Orissa|url=http://books.google.com/books?id=J1SC33vLHZIC&pg=PA97|date=1 January 1996|publisher=M.D. Publications Pvt. Ltd.|isbn=978-81-85880-94-5|pages=97–}}</ref> ପ୍ରଥମ କରି ପ୍ରକାଶିତ ହୋଇଥିଲା ।<ref>{{cite web |url= http://cuttack.nic.in/history/HISTORY-CUTTACK.htm |title=HISTORY OF CUTTACK |work=cuttack.nic.in |year=2011 |quote=The first Newspaper of Odisha “UtkalDipika” was publish by the Cuttack printing Company due to the efforts of Gourisankar Ray in 1866 |accessdate=30 June 2012}}</ref>
ଏହା ପ୍ରଥମେ ସାପ୍ତାହିକ ଆକାରରେଭାବେ ପ୍ରକାଶିତ ହୋଇଥିଲେ ସୁଦ୍ଧା ପରେ ଏହା ଦୈନିକ ହୋଇଥିଲା । ଗୌରୀ ଶଙ୍କର ଥିଲେ କଟକ ପ୍ରିଣ୍ଟିଂ କମ୍ପାନୀର ଆଜୀବନ ସଚିବ ଓ ‘ଉତ୍କଳ ଦୀପିକା’ ର ପ୍ରଥମ ସମ୍ପାଦକ ।
 
== ଦେହାନ୍ତ ==
୨୫,୬୩୪

ଗୋଟି ସମ୍ପାଦନା