"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
'''ଷଠୀ ଦୁସେଇ''' ('''ଷଠୀ''' ଓ '''ଷଷ୍ଠୀ ଦୁସେଇ ଓଷା''' ନାମରେ ମଧ୍ୟ ଜଣା) [[ଓଡ଼ିଶା]]ରେ ପାଳିତ ଏକ ପାରମ୍ପାରିକ ଓଷା । ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ସେ ପିଲାଙ୍କ କପାଳ ଲିଖନ ପାଇଁ ଦାୟୀ ବୋଲି ବିଶ୍ୱାସ କରି ପିଲା ଜନ୍ମ ହେବାର ଷଷ୍ଠ ଦିନରେ ଏହି ଓଷା ପାଳିତ ହୋଇଥାଏ । ଷଠୀ ଓଷା ଦିନ [[ପୁରୀ]]ରେ [[ଜଗନ୍ନାଥ]]ଙ୍କ [[ଚନ୍ଦନ ଯାତ୍ରା]] ଆରମ୍ଭ ହୋଇ ୨୧ ଦିନ ଯାଏ ଚାଲିଥାଏ । ଏହି ଦିନ ଜଗନ୍ନାଥ, [[ବଳଭଦ୍ର]] ଓ [[ସୁଭଦ୍ରା]]ଙ୍କ ରଥଗଢ଼ା ମଧ୍ୟ ଆରମ୍ଭ ହୋଇଥାଏ । ଷଠୀ ଠାକୁରାଣୀଙ୍କୁ ପିଲାଙ୍କ ଭଲ ମନ୍ଦ ପାଇଁ ମା'ମାନେ ପୂଜିଥାନ୍ତି ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=http://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref><ref name="PatnaikMohanty1989">{{cite book|author1=N. Patnaik|author2=Sarat Chandra Mohanty|author3=Tribal and Harijan Research-cum-Training Institute (Bhubaneswar, India)|title=The Ganda, a scheduled caste weaver community of western Orissa|url=http://books.google.com/books?id=egs9AAAAMAAJ|date=1989*|publisher=Tribal & Harijan Research-cum-Training Institute}}</ref> ଗଣେଶ ପୂଜାର ଷଷ୍ଠ ଦିନ, ଷଠୀ ଦୁସେଇ ପୂଜା ଆଉ ଥରେ ପାଳନ ହୁଏ କାରଣ ଗଣେଶଙ୍କୁ ଲୋକେ ଗୋଟେ ଛୋଟ ଛୁଆ ବୋଲି ଧରିନିଅନ୍ତି । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା ।
 
== ପାଳନ ବିଧି ==
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି