"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
'''ଷଠୀ ଦୁସେଇ''' ('''ଷଠୀ''' ଓ '''ଷଷ୍ଠୀ ଦୁସେଇ''' ଓଷା''' [[ଓଡ଼ିଶା]]ରେ ପାଳିତ ଏକ ପାରମ୍ପାରିକ ଓଷା । ଷଠୀ ଠାକୁରାଣୀଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ । ଗାଁରେ ମା'ମାନେ ତାଙ୍କୁ ପୂଜା କରିଥାନ୍ତି । ପିଲା ଜନ୍ମ ହେବାର ଷଷ୍ଠ ଦିନରେ ଏହି ଓଷା ପାଳିତ ହୋଇଥାଏ । ଷଠୀ ଓଷା ଦିନ [[ପୁରୀ]]ରେ [[ଜଗନ୍ନାଥ]]ଙ୍କ [[ଚନ୍ଦନ ଯାତ୍ରା]] ଆରମ୍ଭ ହୋଇ ୨୧ ଦିନ ଯାଏ ଚାଲିଥାଏ । ଏହି ଦିନ ଜଗନ୍ନାଥ, [[ବଳଭଦ୍ର]] ଓ [[ସୁଭଦ୍ରା]]ଙ୍କ ରଥଗଢ଼ା ମଧ୍ୟ ଆରମ୍ଭ ହୋଇଥାଏ ।<ref name="Dāśa1991">{{cite book|author=Kuñjabihāri Dāśa|title=Folklore of Orissa|url=http://books.google.com/books?id=1VpiAAAAMAAJ|year=1991|publisher=Orissa Sahitya Akademi}}</ref> ଗଣେଶ ପୂଜାର ଷଷ୍ଠ ଦିନ, ଷଠୀ ଦୁସେଇ ପୂଜା ଆଉ ଥରେ ପାଳନ ହୁଏ କାରଣ ଗଣେଶଙ୍କୁ ଲୋକେ ଗୋଟେ ଛୋଟ ଛୁଆ ବୋଲି ଧରିନିଅନ୍ତି । ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା । ସକାଳେ [[ଶିବ]]ଙ୍କ ପାଇଁ ସୋମନାଥ ବ୍ରତ ହୁଏ । ଛଅ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ସାକାହାରୀ ତରକାରୀ । ଶିଳପୁଆକୁ ହଳଦୀ କନାରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ । ପାଞ୍ଚ ପ୍ରକାର ଗଛକୁ ଏକାଟି କରି ବନ୍ଧାଯାଏ: ବାଉଁଶ, ଧାନ, ବଜ୍ରମୂଳୀ, ଅପମାରଙ୍ଗ, ସାରୁ । ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ । ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ । ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ । ରାତିରେ, ପାଞ୍ଚ ପ୍ରକାର ଗଛରେ ତିଆରି ମୁଠାରେ ଛୋଟ ପିଲାଙ୍କୁ ଧିରେ ଧିରେ ବାଡିଆ ଯାଏ । ସମସ୍ତେ, ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି ।
ମା' "ଷଠୀ"ଙ୍କୁ ଓଡ଼ିଶାରେ ଜନ୍ମଦେବୀ ବୋଲି କୁହାଯାଏ।
 
== ପାଳନ ବିଧି ==
"ଷଠୀ/ଷଠୀ ଦୁସେଇ/ଷଷ୍ଠୀ ଦୁସେଇ" ପୂଜା, ଗୋଟିଏ ଛୁଆ/ପିଲା ଜନ୍ମ ହେବାର ଷଷ୍ଠ ଦିନ ହୋଇଥାଏ।
-ପଞ୍ଚମ ଦିନ, ପଞ୍ଚୁଆତି ବୋଲି ଏକ ଖାଦ୍ୟ ପ୍ରସ୍ତୁତ ହୁଏ।ହୁଏ । ପଞ୍ଚୁଆତି ପାଞ୍ଚୋଟିପାଞ୍ଚଟି ଜିନିଷରୁ ତିଆରି ହୁଏ, ଜଥାଯଥା: ଗୁଡ଼ ମିଶା ମୁଢି, ବିରି, ମୁଗ, ବୁଟ ଓ ହରଡ଼।
ମା' ନିଜେ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇଲା ବେଳେ, ସେ ଶବ୍ଦ (କୁଡ଼ୁକୁଡ଼ୁ ଶବ୍ଦ)କୁ ତା' ଛୁଆ କାନରେ ଶୁଣାଏ। ଏହାର ବୈଜ୍ଞାନିକ ଅର୍ଥ ହେଉ ଛି ଯେ ମା' ଜାଣିବାକୁ ଚାହେଁ "ଛୁଆର ଶ୍ରବଣ ଶକ୍ତରେ କିଛି ଅସୁବିଧା ନାହିଁ ତ?"। ଅନ୍ୟ ସ୍ତ୍ରୀଲୋକମାନେ ନିଜର ପଣତ କାନି ଦେଖାନ୍ତି ଆଉ ଜଣେ ସେମାନଙ୍କ କାନିରେ ପଞ୍ଚୁଆତି ବାଣ୍ଟନ୍ତି। ଷଷ୍ଠ ଦିନ, ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ। ନବଜାତ ଶିଶୁ ଟିକୁ ତା'ର ଜନ୍ମ ଗୃହରେ ଧିରେ ଧିରେ ମାଲିସ କରାଯାଏ। ୬ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ। ସେଇ ଖାଦ୍ୟକୁ ଷଠୀ ଦୁସେଇଙ୍କ ପାଖରେ ଭୋଗ ଲାଗେ। ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ପାଇଁ ଭୋଜିଭାତ ର ଆୟୋଜନ ହୁଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରନ୍ତି।
-ଷଷ୍ଠ ଦିନ, ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ। ନବଜାତ ଶିଶୁ ଟିକୁ ତା'ର ଜନ୍ମ ଗୃହରେ ଧିରେ ଧିରେ ମାଲିସ କରାଯାଏ। ୬ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ। ସେଇ ଖାଦ୍ୟକୁ ଷଠୀ ଦୁସେଇଙ୍କ ପାଖରେ ଭୋଗ ଲାଗେ।
ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ପାଇଁ ଭୋଜିଭାତ ର ଆୟୋଜନ ହୁଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରନ୍ତି।
 
== ଆଧାର ==
-ଗଣେଶ ପୂଜାର ଷଷ୍ଠ ଦିନ, ଷଠୀ(ଷଷ୍ଠୀ)ଦୁସେଇ ପୂଜା ଆଉ ଥରେ ପାଳନ ହୁଏ କାରଣ ଗଣେଶଙ୍କୁ ଲୋକେ ଗୋଟେ ଛୋଟ ଛୁଆ ବୋଲି ଧରିନିଅନ୍ତି।
{{ଆଧାର}}
ଏଇ ପୂଜାଟି, ଗୋଟେ ପିଲା ଜନ୍ମ ହେଲା ପରେ ଯେଉଁ ଷଠୀ ଦୁସେଇ ପୂଜା ହୁଏ, ତା'ଠୁଁ ଟିକେ ଅଲଗା।
-ସକାଳେ, ପ୍ରଭୁ ଶିବଙ୍କ ପାଇଁ ସୋମନାଥ ବ୍ରତ ହୁଏ।
ଛଅ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ସାକାହାରୀ ତରକାରୀ।
ଶିଳପୁଆକୁ ହଳଦୀ କନା ରେ ବନ୍ଧାଯାଏ ଓ ତା' ଉପରେ ହଳଦୀ ରଖାଯାଏ।
ପାଞ୍ଚ ପ୍ରକାର ଗଛକୁ ଏକାଟି କରି ବନ୍ଧାଯାଏ - ବାଉଁଶ, ଧାନ, ବଜ୍ରମୂଳୀ, ଅପମାରଙ୍ଗ, ସାରୁ।
ଗୋଟେ ପୂର୍ଣ୍ଣ କୁମ୍ଭ ତା' ପାଖରେ ରଖାଯାଏ।
ଗଳି ଗୁଆ, ସିନ୍ଦୁର ଫରୁଆ, କଜଳ ପାତି ତା' ପାଖରେ ଥୁଆ ହୁଏ'
ତା'ପରେ ଦୁବ, ବରକୋଳି ପତ୍ର ଓ ଅରୁଆ ଚାଉଳରେ ବନ୍ଦାପନା ହୁଏ।
-ରାତିରେ, ପାଞ୍ଚ ପ୍ରକାର ଗଛରେ ତିଆରି ମୁଠାରେ ଛୋଟ ପିଲାଙ୍କୁ ଧିରେ ଧିରେ ବାଡିଆ ଯାଏ।
ସମସ୍ତେ, ପୂଜା ହୋଇଥିବା ହଳଦୀ କନାକୁ ହାତରେ ବାନ୍ଧନ୍ତି।
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି