"ଷଠି ଓଷା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୩ କ ଧାଡ଼ି:
"ଷଠୀ/ଷଠୀ ଦୁସେଇ/ଷଷ୍ଠୀ ଦୁସେଇ" ପୂଜା, ଗୋଟିଏ ଛୁଆ/ପିଲା ଜନ୍ମ ହେବାର ଷଷ୍ଠ ଦିନ ହୋଇଥାଏ।
-ପଞ୍ଚମ ଦିନ, ପଞ୍ଚୁଆତି ବୋଲି ଏକ ଖାଦ୍ୟ ପ୍ରସ୍ତୁତ ହୁଏ। ପଞ୍ଚୁଆତି ପାଞ୍ଚୋଟି ଜିନିଷରୁ ତିଆରି ହୁଏ, ଜଥା: ଗୁଡ଼ ମିଶା ମୁଢି, ବିରି, ମୁଗ, ବୁଟ ଓ ହରଡ଼।
ମା' ନିଜେ ପଞ୍ଚୁଆତିକୁ ନିଜ ପାଟିରେ ପକେଇ ଖାଇଲା ବେଳେ, ସେ ଶବ୍ଦ (କୁଡ଼ୁକୁଡ଼ୁ ଶବ୍ଦ)କୁ ତା' ଛୁଆ କାନରେ ଶୁଣାଏ। ଏହାର ବୈଜ୍ଞାନିକ ଅର୍ଥ ହେଉ ଛି ଯେ ମା' ଜାଣିବାକୁ ଚାହେଁ "ଛୁଆର ଶ୍ରବଣ ଶକ୍ତରେ କିଛି ଅସୁବିଧା ନାହିଁ ତ?"। ଅନ୍ୟାଅନ୍ୟ ସ୍ତ୍ରୀମାନେସ୍ତ୍ରୀଲୋକମାନେ ନିଜର ପଣତ କାନି ଦେଖାନ୍ତି ଆଉ ଜଣେ ସେମାନଙ୍କ କାନିରେ ପଞ୍ଚୁଆତି ବାଣ୍ଟନ୍ତି।
-ଷଷ୍ଠ ଦିନ, ରୋଷେଇ ଘର କାନ୍ଥରେ କାଦୁଅ ମାଟିରେ ୬ଟି ଜାଗାରେ ଛପାଯାଇଥାଏ ଓ ତା' ଉପରେ ୬ଟି କଉଡ଼ି ଲଗାଯାଇଥାଏ। ନବଜାତ ଶିଶୁ ଟିକୁ ତା'ର ଜନ୍ମ ଗୃହରେ ଧିରେ ଧିରେ ମାଲିସ କରାଯାଏ। ୬ ପ୍ରକାର ଖାଦ୍ୟ ତିଆରି ହୁଏ ଯେପରିକି ଭାତ, ଡାଲି, ମାଛ ଭଜା, ଚକୁଳି ପିଠା, ଦୁଇ ପ୍ରକାର ତରକାରୀ। ସେଇ ଖାଦ୍ୟକୁ ଷଠୀ ଦୁସେଇଙ୍କ ପାଖରେ ଭୋଗ ଲାଗେ।
ସନ୍ଧ୍ୟାବେଳେ ବନ୍ଧୁବାନ୍ଧବ ଓ ଗାଁ ଲୋକଙ୍କ ପାଇଁ ଭୋଜିଭାତ ର ଆୟୋଜନ ହୁଏ ଓ ଲୋକମାନେ ଶିଶୁଟିର ବନ୍ଦାପନା କରନ୍ତି।
"https://or.wikipedia.org/wiki/ଷଠି_ଓଷା"ରୁ ଅଣାଯାଇଅଛି