"ଅଶ୍ୱିନୀ କୁମାର ଘୋଷ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧ କ ଧାଡ଼ି:
{{ଛୋଟ|Ashwini Kumar Ghosh}}
{{Infobox person
| honorific_prefix =
| name = ଅଶ୍ଵିନୀ କୁମାର ଘୋଷ
| honorific_suffix =
| image =
| image_size =
| alt =
| caption =
| birth_name =
| birth_date = ୧୮୯୨<!-- {{Birth date|df=y|1903|10|23}} -->
| birth_place = [[କଟକ]]
| death_date = ୧୯୬୨<!-- {{Death date and age|YYYY|MM|DD|YYYY|MM|DD}} (death date then birth date) -->
| death_place =
| death_cause =
| resting_place =
| residence =
| nationality =
| other_names =
| ethnicity =
| citizenship =
| alma_mater = [[ରେଭେନ୍ସା ମହାବିଦ୍ୟାଳୟ]]
| occupation = ଶିକ୍ଷକ
| years_active =
| known_for = ନାଟ୍ୟକାର
| notable_works =
| style =
| influences =
| influenced =
| home_town =
| television =
| religion =
| denomination =
| spouse = କିରଣବାଳା ରାୟ
| children =
| relatives = [[ଗୌରୀଶଙ୍କର ରାୟ]] (ଅଜା)<br/> [[କାର୍ତ୍ତିକ କୁମାର ଘୋଷ]] (ସାନ ଭାଇ)
| awards =
| website = <!-- {{URL|www.example.com}} -->
| footnotes =
| box_width =
}}
'''ଅଶ୍ଵିନୀ କୁମାର ଘୋଷ''' (୧୮୯୨-୧୯୬୨)<ref name="George1992">{{cite book|author=K. M. George|title=Modern Indian Literature, an Anthology: Surveys and poems|url=http://books.google.com/books?id=m1R2Pa3f7r0C&pg=PA308|year=1992|publisher=Sahitya Akademi|isbn=978-81-7201-324-0|pages=308–}}</ref> ଜଣେ ନାଟ୍ୟକାର ଓ ଗୀତିକାର ଥିଲେ ।
==ଜୀବନୀ==
ଅଶ୍ଵିନୀ ୧୮୯୨ ମସିହାରେ ଅକ୍ଷୟ କୁମାର ଘୋଷ ଓ ସୁନ୍ଦରମଣିଦେବୀଙ୍କ ଜ୍ୟେଷ୍ଠ ପୁତ୍ର ଭାବେ [[କଟକ]]ରେ ଜନ୍ମଗ୍ରହଣ କରିଥିଲେ ।<ref name="Dāsa1998">{{cite book|author=Hemanta Kumāra Dāsa|title=Aswini Kumar Ghose|url=http://books.google.com/books?id=hStjf21VrUsC&pg=PA17|date=1 January 1998|publisher=Sahitya Akademi|isbn=978-81-260-0491-1|pages=17–}}</ref>[[ଗୌରୀଶଙ୍କର ରାୟ]] ତାଙ୍କର ଅଜା (ମା'ଙ୍କର ବାପା) ଅଟନ୍ତି । [[କାର୍ତ୍ତିକ କୁମାର ଘୋଷ]] ତାଙ୍କର ସାନ ଭାଇ ଅଟନ୍ତି । ସେ [[ରେଭେନ୍ସା ମହାବିଦ୍ୟାଳୟ]]ରୁ ଏଫ.ଏ. ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବାପରେ କଲିକତାର ବିଦ୍ୟାସାଗର ମହାବିଦ୍ୟାଳୟରେ ଉଚ୍ଚଶିକ୍ଷା ଲାଭ କରିଥିଲେ । ୧୯୧୫ ମସିହାରେ ସେ ନିଜର ପ୍ରଥମ ନାଟାକ 'ଭୀଷ୍ମ' ରଚନା କରିଥିଲେ ।
ସେ [[କଟକ]]ରେ ଜନ୍ମଗ୍ରହଣ କରିଥିଲେ ।
==ଅବଦାନ==
ଅଶ୍ଵିନୀ କୁମାର ଘୋଷଙ୍କ ନାଟ୍ୟକର୍ମୀ ଓ ନାଟ୍ୟକାର ଭାବରେ ଅଧିକ ପରିଚିତି ରହିଛି । ପ୍ରାୟ ଏକଚାଳିଶଟି ନାଟକ ରଚନା କରିଛନ୍ତି । ମୁଖ୍ୟତ ୫ ପୌରାଣିକ ଓ କିମ୍ବଦନ୍ତୀଭିଭିକ ନାଟକ ରଚନା କରିଛନ୍ତି । ସେ ଜଣେ ଔପନ୍ୟାସିକ ମଧ୍ୟ । ଉଭୟ ଉପନ୍ୟାସ ଓ ନାଟ୍ୟ ରଚନା କ୍ଷେତ୍ରରେ ନୂତନ ଶୈଳୀ ପ୍ରବର୍ଭନ ପାଇଁ ଅଶ୍ଵିନୀ କୁମାର ଘୋଷ ଓଡ଼ିଆ ସାହିତ୍ୟରେ ଚିହ୍ନା ପଡନ୍ତି । ତୃତୀୟ ଓଡ଼ିଆ ଚଳଚ୍ଚିତ୍ର ‘[[ଶ୍ରୀ ଜଗନ୍ନାଥ]]' (୧୯୫୦) ସହିତ କାହାଣୀକାର ଓ ଗୀତିକାର ଭାବରେ ଅଶ୍ଵିନୀ କୁମାର ଘୋଷ ସଂପୃକ୍ତ ଥିଲେ । ପରେ ‘[[ଶ୍ରୀ ଲୋକନାଥ]]’( ୧୯୬୦) ଚଳଚ୍ଚିତ୍ରର କାହାଣୀକାର ମଧ୍ୟ ଥିଲେ । ଅଶ୍ଵିନୀ କୁମାର ଘୋଷଙ୍କ ଗୀତରେ ଓଡ଼ିଆ ‘ ଲୋକରୀତି’, ‘କାବ୍ୟରୀତି’ରେ ପରିବର୍ତ୍ତିତ ହେବାର ଆଭାସ ରହିଛି । ଚଳଚ୍ଚିତ୍ର ଗୀତ ରଚନାରେ ସଞ୍ଚାରଣଶୀଳ ଧ୍ବନି ଓ ଯମଜ ଶବ୍ଦ ପ୍ରୟୋଗକୁ ସେ ଅଧିକ ଗୁରୁତ୍ଵ ଦିଅନ୍ତି । ‘ ଅଭିଯାନ ପଯୋଥ ଯହିଁ ଘଟେ ପରମାଦ, ଜାଣିବୁ ରହିଛି ତହିଁ ପରମ ସମ୍ପଦ, ଦେଖରେ ପରଖି ବାରେ ଲଗାଇ ଲୟ, ନାହିଁ ଭୟ, ହବ ଜୟ’, ‘[[ଶ୍ରୀ ଜଗନ୍ନାଥ]]' ଚଳଚ୍ଚିତ୍ର ଗୀତର ଏହି ଉଦ୍ଧୃତିରେ ସଞ୍ଚାରଣଶୀଳ ଧ୍ବନି ଓ ଶବ୍ଦ ଚାତୁର୍ଯ୍ୟ ଅଧିକ ଗୁରୁତ୍ଵପୂର୍ଣ୍ଣ । ଅବଶ୍ୟ ଅଶ୍ବିନୀଅଶ୍ଵିନୀ କୁମାର ଘୋଷ ଏହି ଗୀତ ବ୍ୟତୀତ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଆଉ ଗୀତ ରଚନା କରିନାହାନ୍ତି ।<ref>{{cite book|last=ଗୀତିକାର|first=ଓଡ଼ିଆ|date=୨୨ /୧/୨୦୧୬|pages=--|url=https://books.google.co.in/books?id=rF8ABAAAQBAJ&pg=RA1-PA1994-IA5&lpg=RA1-PA1994-IA5&dq=Rolls+28+%2B+oriya+film&source=bl&ots=UrhOsK27Vl&sig=t9iOrM4mazUbqmygJFMzalQAXzQ&hl=en&sa=X&ei=-iryVOjjDNeQuATbuYGYCg&ved=0CDAQ6AEwAw#v=onepage&q=Rolls%2028%20%2B%20oriya%20film&f=false}}</ref>
 
==ଆଧାର==
 
[[ଶ୍ରେଣୀ:୧୮୯୨ ଜନ୍ମ]]
[[ଶ୍ରେଣୀ:୧୯୬୨ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ କଥାଚିତ୍ର ଗୀତିକାର]]
[[ଶ୍ରେଣୀ:କଟକ ଜିଲ୍ଲାର ଲୋକ]]