"ମୁମ୍ବାଇ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଗୁଜୁରାଟ +ଗୁଜରାଟ)
ଟିକେ Bot: Automated text replacement (-ମହରାଷ୍ଟ୍ର +ମହାରାଷ୍ଟ୍ର)
୧୦୫ କ ଧାଡ଼ି:
୧୮୧୭ ପରେ ନଗରକୁ ବହୁତ ସିଭିଲ କାର୍ଯ୍ୟଦ୍ଵାରା ପୁନରୁଦ୍ଧାର କରଯାଇଥିଲା। ଏଥିରେ ସବୁ ଦ୍ଵୀପପୁଞ୍ଜକୁ ପରସ୍ପରସହ ଯୋଡିବା ମୁଖ୍ୟ ଲକ୍ଷ୍ୟ ଥିଲା। ଏହି ପରିଯୋଜନାକୁ ହର୍ନବୟ ବେଲାର୍ଡ ପରିଯୋଜନା କୁହାଯାଏ ଓ ଏହା ୧୮୪୫ ରେ ସପୂର୍ଣ୍ଣ ହେଇଥିଲା ଓ ମୁମ୍ବାଇ ର କ୍ଷେତ୍ରଫଳ ୪୩୮ ବର୍ଗକି.ମି. ହେଇଥିଲା। ୧୮୫୩ ମସିହାରେ ଭାରତରେ ପ୍ରଥମ ରେଳ ଲାଇନ ଏଠାରେ ସ୍ଥାପିତ ହେଇଥିଲା ଯାହାକି ମୁମ୍ବାଇକୁ ଠାଣେ ସହ ଯୋଡିଥିଲା। ଆମେରିକୀୟ ନଗର ଯୁଦ୍ଧ କାଳରେ ଏହା ବିଶ୍ଵର ସବୁଠୁ ବଡ ସୂତା ବ୍ୟବସାୟର ବଜାର ହେଲା ଯାହାଫଳରେ ଏହାର ଅର୍ଥବ୍ୟବସ୍ଥା ଆହୁରି ସୁଦୃଢ ହେଲା ଓ ସହରର ସ୍ତର ବହୁଗୁଣ ବଢିଗଲା।
 
୧୯୫୫ ପରେ ବମ୍ବେ ରାଜ୍ୟକୁ ପୁନଃବ୍ୟବସ୍ଥିତ କରାଗଲା ଓ ଭାଷା ଆଧାରରେ ରାଜ୍ୟକୁ ଗୁଜରାଟ ଓ ମହରାଷ୍ଟ୍ରମହାରାଷ୍ଟ୍ର ଭାବରେ ଦୁଇଭାଗ କରାଗଲା। ଏକ ଦାବି ଅନୁସାରେ ନଗରକୁ ସ୍ଵୟଂଶାସିତ ନଗରର ମର୍ଯ୍ୟାଦା ଦବାକୁ କୁହାଗଲା। କିନ୍ତୁ ସଂଯୁକ୍ତ ମହାରାଷ୍ଟ୍ର ସମିତିର ଆନ୍ଦୋଳନଦ୍ଵାରା ଏହାର ବିରୋଧ କରାଗଲା ଓ ମୁମ୍ବାଇକୁ ମହାରାଷ୍ଟ୍ରର ରାଜଧାନୀ କରିବାକୁ ଦାବି କରାଗଲା। ଏହି ବିରୋଧ ଫଳରେ ୧୦୫ ଲୋକ ପୋଲିସ ଗୁଳିରେ ନିହତ ହେଇଥିଲେ ଓ ଶେଷରେ ୧ ମେ ୧୯୬୦ ରେ ମହାରାଷ୍ଟ୍ର ରାଜ୍ୟ ସ୍ଥାପନ ହେଲା ଓ ମୁମ୍ବାଇ ଏହାର ରାଜଧାନୀ ହେଲା।
 
[[Image:Image-Mumbai fountain.jpg|thumb|[[ଫ୍ଲୋରା ଫାଉଣ୍ଟେନ]] ର ପୁନର୍ନାମକରଣ [[ହୁତାତ୍ମା ଛକ]] କରାଗଲା, ଯାହାକି ସଂଯୁକ୍ତ ମହାରାଷ୍ଟ୍ର ଆନ୍ଦୋଳନ ରେ ହେଇଥିବା ସହିଦଙ୍କ ସ୍ମାରକ ହେଲା।]]
"https://or.wikipedia.org/wiki/ମୁମ୍ବାଇ"ରୁ ଅଣାଯାଇଅଛି