"ବୀର ସୁରେନ୍ଦ୍ର ସାଏ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟିକେ + ଆଧାର
୫ କ ଧାଡ଼ି:
| image = Veer Surendra Sai.jpg
| caption =
| birthdatebirth_date = = {{Birth date|df=y|1809|01|23|df=y}}
| order = ସ୍ୱାଧୀନତା ସଂଗ୍ରାମୀ
| statebirth_place = =[[ସମ୍ବଲପୁର]], [[ଓଡ଼ିଶା]]
|death_date= {{Death date and age|df=y|1884|02|2428|1809|01|23|df=y}}
| Born =
| death_place = ଅସୀରଗଡ଼ ଦୁର୍ଗ, [[ମଧ୍ୟ ପ୍ରଦେଶ]]
| birthdate = {{Birth date|1809|01|23|df=y}}
| birth_place = [[ସମ୍ବଲପୁର]], [[ଓଡ଼ିଶା]], [[ଭାରତ]]
|death_date= {{Death date and age|1884|02|24|1809|01|23|df=y}}
| deathplace =
| party =
| children = ମିତ୍ରଭାନୁ
| residence =
Line ୨୨ ⟶ ୧୮:
}}
 
'''ସୁରେନ୍ଦ୍ର ସାଏ''' (୨୩ ଜାନୁଆରୀ ୧୮୦୯ - ୨୮ ଫେବୃଆରୀ ୧୮୮୪)<ref>{{cite web|url=http://www.vssut.ac.in/history.php|title=History|publisher=|accessdate=28 February 2016}}</ref>, [[ଭାରତ]]ର ଜଣେ ଅଗ୍ରଣୀ ସ୍ୱାଧୀନତା ସଂଗ୍ରାମୀ ଥିଲେ । ୧୮୫୭ ସିପାହୀ ବିଦ୍ରୋହର ୩୦ ବର୍ଷ ପୂର୍ବରୁ ରାଜଗାଦିର ଉତ୍ତରାଧିକାରିତ୍ଵ ନେଇ ବ୍ରିଟିଶ ସରକାର ବିରୋଧରେ ‘ଉଲଗୁଲାନ’ (ଆନ୍ଦୋଳନ) ଆରମ୍ଭ କରିଥିଲେ । ତାଙ୍କ ମୋଟ ଜୀବନ କାଳ ୭୫ ବର୍ଷ ମଧ୍ୟରୁ ୩୬ ବର୍ଷକାଳ ସେ କାରାଗାରରେ କାଟିଥିଲେ । <ref name=sai2>{{cite web |url= http://www.123orissa.com/person/person.asp?sno=15&cat=f |title=Eminent Persons -123orissa.com |first= |last= |work=123orissa.com |quote=.He had spent thirty-six years in jail out of his 75 years life span. |accessdate=23 January 2013}}</ref> ଏହା ସ୍ଵାଧୀନତା ସଂଗ୍ରାମୀଙ୍କ ଜେଲରେ ରହିବା ସମୟ ତୁଳନାରେ ସର୍ବାଧିକ ଥିଲା ।<ref>{{cite web |url= http://www.telegraphindia.com/1050907/asp/jamshedpur/story_5204824.asp |title=The Telegraph - Calcutta : Jamshedpur |first= |last= |work=telegraphindia.com |year=2005 |quote=The British put Surendra Sai in jail for 37 years, surpassing any known record for any jail sentences of freedom fighters. |accessdate=23 January 2013}}</ref>
ସେ ୧୮୨୭-୧୮୬୪ ମସିହା ଜାନୁଆରୀ ୨୩ ତାରଖି ପର୍ଯ୍ୟନ୍ତ ବିଦ୍ରୋହର ବହ୍ନିକୁ ପ୍ରଜ୍ଜ୍ୱଳତି କରି ରଖିଥିଲେ । ସୁରେନ୍ଦ୍ର ସାଏ ୧୮୨୭ରୁ ୧୮୪୦ ପର୍ଯ୍ୟନ୍ତ ୧୩ ବର୍ଷ ଓ ୧୮୫୭ରୁ ୧୮୬୪ ପର୍ଯ୍ୟନ୍ତ ୭ ବର୍ଷ ଏହିପରି ଦୁଇଟି ପର୍ଯ୍ୟାୟରେ ମୋଟରେ ୨୦ ବର୍ଷ ଇଂରେଜ ସରକାରଙ୍କ ବିରୁଦ୍ଧରେ ନିରବଚ୍ଛିନ୍ନ ଭାବରେ ଘମାଘୋଟ ଲଢ଼େଇ କରିଥିଲେ । ପ୍ରଥମ ପର୍ଯ୍ୟାୟରେ ଇଂରେଜମାନଙ୍କ ବିରୁଦ୍ଧରେ ତାଙ୍କର ସଂଗ୍ରାମ ୧୮୨୭-୧୮୪୦ ମସିହା ପର୍ଯ୍ୟନ୍ତ ବିକ୍ଷିପ୍ତ ଏବଂ ସୀମିତ ଥିଲା । କିନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ ଏହା ଅଧିକ ସୁସଙ୍ଗଠିତ, ସୁସଂହତ ତଥା ବୀରତ୍ୱପୂର୍ଣ୍ଣ ଥିଲା ।<ref name=sai/> ତାଙ୍କର ଅଦ୍ଭୁତ ସଂଗଠନ ଶକ୍ତି, ଅସୀମ ପରାକ୍ରମ, ଅସାଧାରଣ ରଣକୌଶଳ ବ୍ରିଟିଶ୍ ଶାସକ ଓ ସୈନ୍ୟବାହିନୀକୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା ।
 
== ପ୍ରାରମ୍ଭିକ ଜୀବନ ==
୨୩ ଜାନୁଆରୀ ୧୮୦୯<ref>{{cite web |url= http://sambalpur.nic.in/ |title=Official Web Site Of Sambalpur District |first= |last= |work=sambalpur.nic.in |quote= Born on 23rd January, 1809 |accessdate=23 January 2013}}</ref> ମସିହାରେ ସମ୍ବଲପୁର ସହରର ଉତ୍ତରକୁ ପ୍ରାୟ ୨୧ ମାଇଲ ଦୂରରେ ଅବସ୍ଥିତ ବରଗାଁ ବା ଖିଣ୍ଡା ଗ୍ରାମରେ ଚୌହାନ ରାଜବଂଶର ଧରମ ସିଂହ ଓ ରେବତୀ ଦେବୀଙ୍କ ଔରସରୁ ସୁରେନ୍ଦ୍ର ସାଏ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଛଅ ଭାଇ ଓ ଜଣେ ଭଉଣୀ ଥିଲେ । ପିତା ଧରମ ସିଂହଙ୍କ ମୃତ୍ୟୁ ପରେ କାକା ବଳରାମ ସିଂହଙ୍କ ତତ୍ତ୍ଵାବଧାନରେ ଘୋଡ଼ା ଚଢ଼ା, ଖଣ୍ଡା ଓ ତୀରଚାଳନା ସମେତ ଅନ୍ୟାନ୍ୟ ପ୍ରଶିକ୍ଷଣ ନେଇଥିଲେ । ସୁରେନ୍ଦ୍ର ସାଏ ଗାଙ୍ଗପୁର ରାଜ୍ୟର ହାତିବାରୀ ଜମିଦାରଙ୍କ କନ୍ୟା ସୁବର୍ଣ୍ଣକୁମାରୀଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁତ୍ର 'ମିତ୍ରଭାନୁ ସାଏ' ଓ ଗୋଟିଏ କନ୍ୟା ଥିଲାଥିଲେ ।<ref name=sai>{{cite web|last=[http://orissa.gov.in/e-magazine/utkalprasanga/2014/Jan/janoriya.htm ଉତ୍କଳ ପ୍ରସଙ୍ଗ]|title=ବୀର ସୁରେନ୍ଦ୍ର ସାଏ|url=http://orissa.gov.in/e-magazine/utkalprasanga/2014/Jan/oriyapdf/98-100.pdf|accessdate=7 June 2014}}</ref>
 
== ବିଦ୍ରୋହ ==
Line ୪୨ ⟶ ୩୮:
== ଶେଷ ଜୀବନ ==
[[File:Opd.jpg|thumb|250px|ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ ବୁର୍ଲା ସ୍ଥିତ "ବୀର ସୁରେନ୍ଦ୍ର ସାଏ ଭେଷଜ ମହାବିଦ୍ୟାଳୟ"]]
ଇଂରେଜମାନଙ୍କୁ କଡ଼ା ଜବାବ ଦେବା ପାଇଁ ୭ ଅକ୍ଟୋବର ୧୮୫୭ରେ ୧୨ଶହ ଲୋକଙ୍କ ସହ ସମ୍ବଲପୁର ସହରରେ ପ୍ରବେଶ କରିଥିଲେ । ବିଶ୍ଵାସଘାତକର ଶିକାର ହୋଇଥିବା ସୁରେନ୍ଦ୍ର ତାଙ୍କ ଜନ୍ମଦିନ (୨୩ ଜାନୁଆରୀ ୧୮୬୪)ରେ ଦୁଇଜଣ ସ୍ଥାନୀୟ ଲୋକ ଦୟାନିଧି ମେହର ଓ ମୋହନ ସିଂହଙ୍କ ଯୋଗୁଁ ଦ୍ଵିତୀୟ ଥର ପାଇଁ ଗିରଫ ହୋଇଥିଲେ । ୮ ଜୁନ ୧୮୬୫ରେଗିରଫ ସୁରେନ୍ଦ୍ର ସାଏଙ୍କୁ [[ମଧ୍ୟ ପ୍ରଦେଶ]]ର ରାୟପୁରସ୍ଥ[[ବୁରହାନପୁର ଜିଲ୍ଲା]]ସ୍ଥ ଅସୁରଗଡ଼ଅସୀରଗଡ଼ ଦୁର୍ଗରେ ବନ୍ଦୀ କରାଯାଇଥିଲା ।<ref name="Ltd2015">{{cite book|author=Data And Expo India Pvt Ltd|title=RBS Visitors Guide INDIA - Madhya Pradesh: Madhya Pradesh Travel Guide|url=http://books.google.com/books?id=G3I6CQAAQBAJ&pg=PT276|date=1 May 2015|publisher=Data and Expo India Pvt. Ltd.|isbn=978-93-80844-80-0|pages=276–}}</ref>
ସେବେଠାରୁ ଜୀବନର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ବନ୍ଦୀ ଜୀବନ କାଟିଥିଲେ ସୁରେନ୍ଦ୍ର ସାଏ । ୧୮୮୪ ଫେବୃଆରୀ ୨୮ ତାରିଖରେ ଅସୁରଗଡ଼ ଦୁର୍ଗରେ ହିଁ ସୁରେନ୍ଦ୍ର ସାଏଙ୍କ ପରଲୋକ ହୋଇଥିଲା ।<ref name=sai2/>
 
== ସମ୍ମାନ ==
Line ୫୪ ⟶ ୫୧:
[[ଶ୍ରେଣୀ:୧୮୦୯ ଜନ୍ମ]]
[[ଶ୍ରେଣୀ:୧୮୮୪ ମୃତ୍ୟୁ]]
[[ଶ୍ରେଣୀ:ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ]]
[[ଶ୍ରେଣୀ:ସମ୍ବଲପୁର ଜିଲ୍ଲାର ଲୋକ]]
[[ଶ୍ରେଣୀ:ଓଡ଼ିଆ ସ୍ଵାଧୀନତା ସଂଗ୍ରାମୀ]]