"ସମୁଦ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ସଜାଣି
୨ କ ଧାଡ଼ି:
[[File:Singapore from above.jpg|thumb|upright=1.35|alt=Shipping in Singapore Harbour|Seas are essential for human development and trade, as at [[Singapore]], the world's busiest [[entrepôt]].]]
 
'''ସମୁଦ୍ର''' ହେଉଛି ଲୁଣିଆ ପାଣିର ସମନ୍ୱୟ, ଯାହାକି ସ୍ଥଳଭାଗ ଦ୍ୱାରା ସମ୍ପୁର୍ଣସମ୍ପୂର୍ଣ୍ଣ ଭାବେ କିମ୍ବା ଆଂଶିକ ଭାବେ ଅବଦ୍ଦଆବଦ୍ଧ ହୋଇଥାଏ । ପ୍ରୁଥିବୀରପୃଥିବୀର ପାଣିପାଗ, ଅଙ୍ଗାରକ ଚକ୍ର, ଯବକ୍ଷାରଯାନ ଓ ଜଳ ଚକ୍ରକୁ ସାନ୍ତୁଲିତସନ୍ତୁଳିତ ରଖିବାରେ ସମୁଦ୍ରର ଭୁମିକାଭୂମିକା ରାହିଅଛି । ପୃଥିବୀର ଏହି ସମୁଦ୍ରକୁ ପାଞ୍ଚଟି ମହାସାଗରରେ ବିଭକ୍ତ କରାଯାଇଛି । ସେଗୁଡିକ ହେଉଛି, ପ୍ରଶାନ୍ତ ମହାସାଗର, ଭାରତ ମହାସାଗର, ଅତ୍ଲାନ୍ତିକଆଟ୍‌ଲାଣ୍ଟିକ ମହାସାଗର, ଆରବ ମହାସାଗର, ଦକ୍ଷିଣ ମହାସାଗର ।
 
ବର୍ତ୍ତମାନର ସମୟରେ, ପୃଥିବୀର ଉପର ଅଧା ଅଂଶ ପ୍ରାୟ ସମାନ ଭାବରେ ସ୍ଥଳ ଭାଗ ଏବଂ ଜଳ ଭାଗ ମଧ୍ୟରେ ବିଭକ୍ତ ହୋଇ ରହି ଅଛି (୨:୩ ଅନୁପାତ) । କିନ୍ତୁ ଦକ୍ଷିଣରେ ଥିବା ଅଧା ଅଂଶ ସମୁଦ୍ରରେ ପୂର୍ଣ୍ଣ ହୋଇରହିଅଛି ।
 
ମଣିଷ ଜୀବନରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣଗୁରୁତ୍ଵପୂର୍ଣ୍ଣ ଅଟେ । ବାଣିଜ୍ୟ, ଯାତାୟତ, ସାମୁଦ୍ରିକ ଶକ୍ତି ଇତ୍ୟାଦିରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ୱ ପୂର୍ଣପୂର୍ଣ୍ଣ
 
==ସଂଜ୍ଞା==
ସମୁଦ୍ର ହେଉଛି ପ୍ରଚୁର ପରିମାଣର ଲୁଣି ପାଣିର ସମନ୍ବୟସମନ୍ଵୟ । ସମୁଦ୍ର ଏବଂ ମହାସାଗର ମଧ୍ୟରେ ଏମିତି କିଛି ପାର୍ଥକ୍ୟ ନଥିଲେ ମଧ୍ୟ, ସମୁଦ୍ର ଆକାରରେ ମହାସାଗରଠାରୁ ସାନ ଅଟେ ।
[[File:MS Freedom of the Seas in its maiden voyage.jpg|thumb|MS Freedom of the Seas in its maiden voyage]]
 
==ବସ୍ତୁତତ୍ତ୍ୱ==
ବର୍ତ୍ତମାନ ପର୍ଯନ୍ତ ଅବିଷ୍କାର ହୋଇଥିବା ଗ୍ରହମାନଙ୍କ ମଧ୍ୟରୁ, ପୃଥିବୀ ଏକମାତ୍ର ଗ୍ରହ ଯେଉଁଠାରେ ସମୁଦ୍ର ଥିବାର ସଙ୍କେତ ମିଳି ଅଛି । [[ପୃଥିବୀ]]ର ଏହି ସମୁଦ୍ର କେଉଁଠାରୁ ଅସିଛି ତାହା ଅଜିଆଜି ପର୍ୟ୍ଯନ୍ତପର୍ଯ୍ୟନ୍ତ ଏକ ବଡ ରାହାସ୍ୟରହସ୍ୟ, କିନ୍ତୁ ମହାକାଶରୁ ପୃଥିବୀ ଏକ କାଚବାଟି ପାରି ଦେଖାଯାଏ । ପୃଥିବୀର ୧,୩୩୫,୦୦୦,୦୦୦ ଘନକିଲୋମିଟର ଅଧିକାର କାରିଥିବା ସମୁଦ୍ର, ପୃଥିବୀର ସମୁଦାୟ ଜଳର ୯୭ ପ୍ରତିଶତ ଅଟେ ଏବଂ ସମଗ୍ର [[ପୃଥିବୀ]]ର ୭୦ ପ୍ରତିଶତରୁ ଅଧିକ ଏହି ସମୁଦ୍ର ଦ୍ୱାରା ଘୋଡ଼ାଇ ହୋୟିହୋଇ ରହିଅଛି ।
 
===ସମୁଦ୍ର ଜଳ===
୪୭ କ ଧାଡ଼ି:
|}
 
ସମୁଦ୍ର ଜଳ ବହୁତ ଲୁଣିଆ, କିନ୍ତୁ ଏହି ଲବନାଂଶଲବଣାଂଶ ସବୁ ସ୍ଥାନରେ ସମାନ ନୁହେଁ । ସମୁଦ୍ର ଜଳରେ ଥିବା ଏହି ଲବନାଂଶଲବଣାଂଶ ମୁଖ୍ୟତଃ ଏହା ମଧ୍ୟକୁ ପ୍ରଭାହିତପ୍ରବାହିତ ହେଉଥିବା ନଦୀ ଗୁଡ଼ିକରୁ ଆସିଥାଏ । ସମୁଦ୍ର ଜଳରେ ସୋଡିୟମ ଏବଂ କ୍ଲୋରାଇଡ଼ର ମାତ୍ର ୮୫ ପ୍ରତିଶତ ଅଟେ । ଅନ୍ୟ ଦ୍ରବିଭୂତଦ୍ରବୀଭୂତ ପଦାର୍ଥ ଗୁଡିକ ମଧ୍ୟରୁ ଧାତଵ ଅୟନ ଯଥା ମଗ୍ନେଶୀୟମ, କଲେସିୟମ, ସଲ୍ଫଏଟ, କାର୍ବୋନେଟ ଅନ୍ୟତମ । ସମୁଦ୍ର ଜଳ ଶରୀର ପକ୍ଷେ କ୍ଷତିକାରକ ନ ହେଲେ ମଧ୍ୟ ଏହା ପାନୀୟ ଯୋଗ୍ୟ ନୁହେଁ । ଏହି ଜଳ ସିଧା ସଳଖ ଭାବେ କୌଣସି ଚାଷ କାମରେ ମଧ୍ୟ ବ୍ୟବହାର କରିହେବ ନାହିଁ ।
 
ସମୁଦ୍ର ଜଳରେ ଏହି ଲବନାଂଶର ଭିନ୍ନତା ଭିନ୍ନ ଭିନ୍ନ କାରଣରୁ ଆସିଥାଏ । ଉଦାହରଣ ସ୍ବରୂପସ୍ଵରୂପ ଏହା ମଧ୍ୟକୁ ପ୍ରବାହିତ ହେଉଥିବା ନଦୀ, ସବୁ ସମୟରେ ତରଳୁଥିବ ବରଫ, ସମୁଦ୍ର ମଧ୍ୟରେ ପ୍ରବାହିତ ହେଉଥିବା ବୟିଦ୍ୟୁତିକ ବୈଦ୍ୟୁତିକ ଶକ୍ତି ଇତ୍ୟାଦି । ଯାହାସବୁକି ତାପମାତ୍ରା, ପବନର ସ୍ରୋତ ଏବଂ ସମୁଦ୍ରର ଢେଉ ଯୋଗୁଁ ପ୍ରଭାବିତ ହୋଇଥାଏ ।
 
ସମୁଦ୍ରର ତାପମାତ୍ରା ମୁଖ୍ୟତଃ ସୂର୍ୟକିରଣସୂର୍ଯ୍ୟକିରଣ ଉପରେ ନିର୍ଭର କରିଥାଏ । ଯେତେ ପରିମାଣର ସୂର୍ୟକିରଣସୂର୍ଯ୍ୟକିରଣ ସମୁଦ୍ର ନେଇଥାଏ ସେହି ଅନୁଶାରେଅନୁସାରେ ଏହାର ତାପମାତ୍ରାର ପରିବର୍ତ୍ତନ ହୋଇଥାଏ ।
 
===ସମୁଦ୍ର ଢେଉ===
ସମୁଦ୍ରରେ ସୃଷ୍ଟି ହୋଇଥିବା ତରଙ୍ଗମାନଙ୍କ ଯୋଗୁଁ ସମୁଦ୍ରରେ ଢେଉ ଅର୍ଥାତ ଲହରୀର ସୃଷ୍ଟି ହୋଇଥାଏ । ଏହି ତରଙ୍ଗ ଗୁଡିକ ମୁଖ୍ୟତଃ ସମୁଦ୍ର ଉପରେ ପ୍ରବାହିତ ହେଉଥିବା ପବନ ଏବଂ ସମୁଦ୍ରର ଜଳସ୍ଥରଜଳସ୍ତର ମଧ୍ୟରେ ସୃଷ୍ଟି ହେଉଥିବା ଘର୍ଷଣ ଶକ୍ତିରୁ ଜାତ ହୋଇଥାଏ ।
 
ସୁନାମୀ ଏକ ପ୍ରାକୃତିକ ଢେଉ ଯାହାକି ସମୁଦ୍ର ମଧ୍ୟରେ ଭୂମିକମ୍ପ ଯୋଗୁଁ ସୃଷ୍ଟି ହୋଇଥାଏ । ଏହି ଘଟଣା ଗୁଡିକ କିଛି ସମୟପାଇଁ ସମୁଦ୍ରସ୍ଥରକୁ ଉପରକୁ କିମ୍ବା ତଳକୁ କରିଦେଇଥାନ୍ତି ।
୬୨ କ ଧାଡ଼ି:
 
===ଜଳଚକ୍ର===
ଜଳଚକ୍ରକୁ ସୁଚାର ରୂପରେ ଚାଲୁରଖିବାରେ ସମୁଦ୍ରର ଭୂମିକା ବହୁତ ଗୁରୁତ୍ବପୂର୍ଣ୍ଣଗୁରୁତ୍ଵପୂର୍ଣ୍ଣ ଅଟେ । ସମୁଦ୍ର ଜଳ ସୂର୍ୟକିରଣରେସୂର୍ଯ୍ୟକିରଣରେ ବାଷ୍ପୀଭୁତବାଷ୍ପୀଭୂତ ହୋଇ, ଉପରକୁ ଯାଇଥାଏ । ଏହି ବାଷ୍ପ ଉପରେ ଘନୀଭୂତ ହୋଇ ମେଘର ସୃଷ୍ଟି କରି ଥାଏ । ଏହି ମେଘ ପରବର୍ତ୍ତୀ ସମୟରେ ବର୍ଷାର ରୂପ ନେଇ ପୃଥିବୀ ପୃଷ୍ଟକୁ ଫେରି ଆସିଥାଏ । ଏହି ଚକ୍ରକୁ ଜଳଚକ୍ର ବୋଲି ମଧ୍ୟ କୁହା ଯାଏ ।
 
===ସମୁଦ୍ର ମଧ୍ଯରେମଧ୍ୟରେ ଜୀବନ===
ସମୁଦ୍ର ହେଉଛି ଜୀବନର ଏକ ଗନ୍ତାଘର । ସମୁଦ୍ରରେ ଥିବା ଜୀବ ମାନଙ୍କ ସଂଖ୍ୟା ଅସରନ୍ତି ଅଟେ । ପୁଣି ପ୍ରତିବର୍ଷ ଏହି ସଂଖ୍ୟାରେ ପରିବର୍ତ୍ତନ ଆସି ଥାଏ । ଏବେ ମଧ୍ଯମଧ୍ୟ ଏପରି ଅନେକ ସାମୁଦ୍ରିକ ଜୀବ ଅଛନ୍ତି ଯେଉଁମାନେକି ଆଜି ଯାଏଁ ଆବିଷ୍କାର ହୋଇନାହାଁନ୍ତି ।
 
==ମଣିଷ ଓ ସମୁଦ୍ର==
ମାନବ [[ଇତିହାସ]]ରେ ସମୁଦ୍ରର ଭୁମିକାଭୂମିକା ବହୁତ ଗୁରୁତ୍ୱ ପୁର୍ଣପୂର୍ଣ୍ଣ । ପୁରାତନ କାଳରେ [[ମଣିଷ]] ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯିବାପାଇଁ ସମୁଦ୍ରର ବ୍ୟବହାର କରୁଥିଲେ । ଓଡ଼ିଶାର [[ବଣିକ]]ମାନେ ଜାଭା, ସୁମାତ୍ରା ଅଦି ଦ୍ୱିପକୁଦ୍ଵୀପକୁ ଯାଇ ବ୍ୟବସାୟ ବାଣିଜ୍ୟ କରିବା କଥା ପୁରାଣରେ ଲେଖା ଅଛି ।
 
===ବାଣିଜ୍ୟ===
ମାନବ [[ଇତିହାସ]]ର ପ୍ରଥମ ଅଧ୍ୟାୟରୁ ଜଳପଥରେ ବାଣିଜ୍ୟ ଏକ ସାଧାରଣ କଥା ବୋଲି ରହିଆସିଅଛି । ଏହି ଜଳପଥ ପ୍ରାଚୀନ ସମୟରେ ଭାରତକୁ ଜାଭା, ସୁମାତ୍ରା ଭଳି ସୁଦୂର ଦ୍ବୀପଦ୍ଵୀପ ମାନଙ୍କ ସହ ସଂଯୁକ୍ତ କରୁଥିଲା । ଏହି ଜଳ ପଥ ଦେଇ, ଉତ୍କଳର ବଣିକମାନେ ସେହିସବୁ ଦେଶଗୁଡିକ ସାଙ୍ଗରେ ବ୍ୟବସାୟ ବାଣିଜ୍ୟ କରୁଥିଲେ ।
 
ବର୍ତ୍ତମାନ ପ୍ରଚୁର ପରିମାଣର ସାମଗ୍ରୀ ଏହି ସମୁଦ୍ର ଦେଇ, ଅନ୍ୟ ଦେଶମାନଙ୍କ ସହ ଆଦାନ ପ୍ରଦାନ ହେଉଅଛି । ଆକାଶପଥରେ ବୃହତକାୟ ସାମଗ୍ରୀ ନେବା ବିପଦ ସଂକୁଳ ହେଉଥିବାରୁ ବ୍ୟବସାୟୀମାନେ ଜଳୀୟ ମାର୍ଗର ବ୍ୟବହାର କରିଥାନ୍ତି । ଆଜି ସମୟରେ ଏହି ଜଳପଥରେ ପ୍ରତିବର୍ଷ $୪୦ ହଜାର କୋଟିର ବ୍ୟବସାୟ ହେଉଅଛି ।
୭୯ କ ଧାଡ଼ି:
 
===ସାମୁଦ୍ରିକ କ୍ରୀଡା===
ଆଜିକାଲି ସାମୁଦ୍ରିକ କ୍ରୀଡା ଯୁବପୀଢିଙ୍କ ଏକ ମନ ପସନ୍ଦର କାମ ହୋଇ ଗଲାଣି । ଯୁବପିଢି ଏହି ସମୁଦ୍ରରେ ମାଛ ଧରିବା ଠାରୁ ଆରମ୍ଭ କରି, ପାୱର ବୋଅଟିଂବୋଟିଙ୍ଗ ଭଳି ଭିନ୍ନ ଭିନ୍ନ କୌତୁହଳ ପୂର୍ଣପୂର୍ଣ୍ଣ କାମ ଗୁଡିକ କରୁଛନ୍ତି । ସମୁଦ୍ରରେ ପହଁରିକି ସମୁଦ୍ର ଭିତରେ ଥିବା ଜିନିଷ ମାନଙ୍କ ବିଷୟରେ ଜାଣିବା ଅଧିକାଂଶଙ୍କ ହବି ହୋଇଗଲାଣି ।
 
===ସାମୁଦ୍ରିକ ଶକ୍ତି===
"https://or.wikipedia.org/wiki/ସମୁଦ୍ର"ରୁ ଅଣାଯାଇଅଛି