"ଉତ୍କଳ ବିଶ୍ୱବିଦ୍ୟାଳୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ + ବିଭାଗ
No edit summary
୨୭ କ ଧାଡ଼ି:
୧୯୪୬ରେ ବିଶ୍ଵବିଦ୍ୟାଳୟରେ ଏହି ପାଠାଗାର ପ୍ରତିଷ୍ଠା ହୋଇଥିଲା । ଏହାର ନାମ ସ୍ଵର୍ଗତ '''[[ପ୍ରାଣକୃଷ୍ଣ ପରିଜା]]ଙ୍କ''' (ବିଶ୍ଵବିଦ୍ୟାଳୟର ପ୍ରଥମ କୁଳାଧିପତି ଓ ଜଣେ ବିଶ୍ଵସ୍ତରୀୟ ବୈଜ୍ଞାନିକ) ସ୍ମୃତି ଉଦ୍ଦେଶ୍ୟରେ ରଖାଗଲା ''ପାରିଜା ପାଠାଗାର'' ।<ref>{{cite web |url=http://www.utkaluniversity.ac.in/utkal%20university/Facilities/Library.htm |title=ପାରିଜା ପାଠାଗାର |accessdate=27 November 2012}}</ref> ଏଠାରେ ବିଭିନ୍ନ ସ୍ନାତକୋତ୍ତର ବିଭାଗ ଅଧୀନରେ ୨୪ ଟି ବିଭାଗୀୟ ପାଠାଗାର ରହିଅଛି । ଏହା ବ୍ୟତୀତ ୨୪ ଟି ବରିଷ୍ଠ ପଢାଘର, ୧୪ ଗବେଷଣା ମଣ୍ଡଳ (resarch cubicle) ଓ ୧୨୦ ଟି ସାଧାରଣ ପଢାଘର ରହିଅଛି ।
==ବିଭାଗ==
ଏହି ବିଶ୍ଵବିଦ୍ୟାଳୟରେ ୨୭ଟି ବିଭାଗ ରହିଛି ।<ref>{{cite book|title=Higher Education of SC/ST Girls in Orissa|page=୧୫୬}}</ref>
== ଆଧାର ==
{{ଆଧାର}}