"ବରଗଡ଼ ଜିଲ୍ଲା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

ବଦଳ ସାରକଥା ଲୁଚାଇଦିଅନ୍ତୁ
ଟିକେ (Bot: Automated text replacement (-ନିର୍ବାଚନ ମଣ୍ଡଳି +ନିର୍ବାଚନ ମଣ୍ଡଳୀ))
** ମହିଳା: ୬୫.୮୪%
 
ଏହି ଜିଲ୍ଲାଟି ଅବିଭକ୍ତ [[ସମ୍ବଲପୁର ଜିଲା|ସମ୍ବଲପୁର]]ରୁ ବିଭକ୍ତ ହୋଇ ତିଆରି ହୋଇଅଛି । [[ମହାନଦୀ]] ଉପରେ ତିଆରି [[ହୀରାକୁଦ]] ବନ୍ଧରୁ ଜଳସେଚନ ଯୋଗୁଁ ଏହି ଜିଲ୍ଲାର ଉତ୍ତର ଅଧା [[ଧାନ]] ଓ ଅନ୍ୟାନ୍ୟ ଶସ୍ୟ ଚାଷରେ କୃଷିବହୁଳ ।ବରଗଡ଼ କୁ ଓଡ଼ିଶାର ଭାତ ହାନ୍ଡି ବୋଲି କୁହାଯାଏ।<ref>http://www.navratnanews.com/ ନବରତ୍ନ ଟେଲିଭିଜନ୍</ref>
 
ବରଗଡ଼ ଜିଲାର ଦୁଇଟି ସଦର-ମହକୁମା, [[ବରଗଡ଼]] ଓ ପଦମପୁର ଓ ୧୨ ଟି ପଞ୍ଚାୟତ ସମିତି (ବ୍ଲକ) ଅଛି । ସେଗୁଡିକ ହେଲା [[ବରଗଡ଼]], ବରପାଲି, ଅତାବିରା, ଭେଡେନ, ସୋହେଲା, ବିଜେପୁର, ପଦମପୁର୍, ଗାଇସିଲେଟ, ପାଈକମାଲ, ଝାରବନ୍ଧ, ଆମ୍ବାଭୋନା ଏବଂ ଭଟଲି ।

ଗୋଟି ସମ୍ପାଦନା