"ଓଡ଼ିଆ ସାହିତ୍ୟ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ସଂଶୋଧନ (ବନମାଳୀ ଦାସ)
ଟିକେ →‎ଅଦ୍ୟତନ: ପ୍ରଥମ ସମ୍ପୂର୍ଣ୍ଣ ଓ ଅସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ, ପ୍ରଥମ ଓଡ଼ିଆ ନାଟକ
୧୨୦ କ ଧାଡ଼ି:
ଓଡ଼ିଆ ଭାଷାରେ [[ଫକିର ମୋହନ ସେନାପତି]]ଙ୍କୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ବୋଲି ଧରାଯାଇଥାଏ । ତାଙ୍କ ରଚିତ [[ରେବତୀ (ଗପ)|ରେବତୀ]] ପ୍ରଥମ ଓଡ଼ିଆ କ୍ଷୁଦ୍ରଗଳ୍ପର ମାନ୍ୟତା ଲାଭକରିଥାଏ ।
 
[[ଫକିରଫକୀର ମୋହନ ସେନାପତି|ଫକିର ମୋହନ]]ଙ୍କ ପରି ସରଳ ଓ ବୋଧ୍ୟ ଭାଷାରେ ତାଙ୍କ ରଚିତ [[ନନାଙ୍କ ବସ୍ତାନି]], [[ଭଗବତ ଟୁଙ୍ଗିରେ ସନ୍ଧ୍ୟା]] [[ଆମ ଗାଁର ହାଲଚାଲ]] ଆଦି କାହାଣୀ ଓ ପ୍ରବନ୍ଧ ପୋଥି ଓଡ଼ିଆ ସାହିତ୍ୟକୁ ଉନ୍ନତ କରିଛି ।
 
==== ଗଳ୍ପ ====
 
=== ଉପନ୍ୟାସ ===
ଉମେଶ ଚନ୍ଦ୍ର ସରକାରଙ୍କ ଲିଖିତ [[ପଦ୍ମମାଳି]] ଥିଲା ପ୍ରଥମ ସମ୍ପୂର୍ଣ୍ଣ ଓଡ଼ିଆ ଉପନ୍ୟାସ ।<ref name="Mukherjee2002">{{cite book|author=Meenakshi Mukherjee|title=Early Novels in India|url=http://books.google.com/books?id=VPJ7jqVSl34C&pg=PA240|date=1 January 2002|publisher=Sahitya Akademi|isbn=978-81-260-1342-5|pages=240–}}</ref> ଅକ୍ଟୋବର ୧୮୮୮ରେ ଏହା କଟକ ପ୍ରିଣ୍ଟିଂ କମ୍ପାନୀ ଦ୍ଵାରା ପ୍ରକାଶିତ ହୋଇଥିଲା । ପଦ୍ମମାଳି ପ୍ରକାଶିତ ହେବାର ପ୍ରାୟ ଦଶବର୍ଷ ପୂର୍ବରୁ [[ରାମଶଙ୍କର ରାୟ]]ଙ୍କ ଦ୍ଵାରା ଐତିହାସିକ ପଟ୍ଟଭୂମି ଉପରେ ଲିଖିତ ଉପନ୍ୟାସ 'ସୌଦାମିନୀ', ୧୮୭୮ ମସିହାରେ ‘ଉତ୍କଳ ମଧୂପ’ ପତ୍ରିକାରେ ଧାରବାହିକ ଭାବେ ପ୍ରକାଶ ପାଇଥିଲା । ପ୍ରାୟ ୩୦ ଥର ଛପାଯିବା ପରେ ୧୮୮୦ ମସିହାରେ ପତ୍ରିକାଟିର ପ୍ରକାଶନ ବନ୍ଦ ହୋଇଯିବାରୁ ସମ୍ପୂର୍ଣ୍ଣ ଭାବେ ପ୍ରକାଶ ପାଇପାରିନଥିଲା । ପରେ ସେ ଏହାକୁ ସମ୍ପୂର୍ଣ୍ଣ କରିନଥିଲେ ଓ ୧୯୩୦ରେ ପ୍ରକାଶିତ ରାମଶଙ୍କର ଗ୍ରନ୍ଥାବଳିରେ ମଧ୍ୟ ଏହା ସ୍ଥାନ ପାଇନଥିଲା ।<ref>{{cite journal|last=Patnaik|first=Jitendra Narayan|title=Rise of the Oriya Novel : 1878-1897|journal=Orissa Review|date=August 2007|page=112|url=http://odisha.gov.in/e-magazine/Orissareview/august-2007/engpdf/Page112-114.pdf|accessdate=14 February 2016}}</ref>
[[ପଦ୍ମମାଳି]] ଥିଲା ପ୍ରଥମ ଓଡ଼ିଆ ଉପନ୍ୟାସ । [[ବାଲେଶ୍ଵର ଜିଲା]]ର ଏକ ଅଖ୍ୟାତ ପଲ୍ଲି ଉପରେ ଏହି ନାଟକ ଲେଖାଯାଇଥିଲା । ଓଡ଼ିଆ ସାହିତ୍ୟରେ [[ଫକିରଫକୀର ମୋହନ ସେନାପତି]]ଙ୍କସେନାପତିଙ୍କ [[ମାମୁଁ (ଉପନ୍ୟାସ)|ମାମୁଁ]], [[ଲଛମା]], [[ଛ ମାଣ ଆଠଗୁଣ୍ଠ]] ଆଦି କାଳଜୟୀ ଉପନ୍ୟାସ ସୃଷ୍ଟି ହୋଇଥିଲା । [[ଗୋପୀନାଥ ମହାନ୍ତି]]ଙ୍କ କାଳରେ ଓଡ଼ିଆ ଉପନ୍ୟାସ ଅନେକ ଉନ୍ନତ ହୋଇଛି । ତାଙ୍କ ରଚିତ [[ଦାଦିବୁଢ଼ା]] (୧୯୪୪), [[ପରଜା]] (୧୯୪୫), [[ଅମୃତର ସନ୍ତାନ]] (୧୯୪୭), [[ହରିଜନ (ଉପନ୍ୟାସ)|ହରିଜନ]] (୧୯୪୮) ଆଦି ପ୍ରମୁଖ ଉପନ୍ୟାସ । ମାଟିମଟାଳ (୧୯୬୪ରେ ଲେଖା) ପାଇଁ ସେ ୧୯୭୩ରେ [[ଜ୍ଞାନପୀଠ ପୁରସ୍କାର]]ରେ ସମ୍ମାନିତ । <ref name=Jnanpith/> ଓଡ଼ିଆ ଉପନ୍ୟାସକୁ [[କାହ୍ନୁଚରଣ ମହାନ୍ତି]], [[ସୁରେନ୍ଦ୍ର ମହାନ୍ତି]], [[ପ୍ରତିଭା ରାୟ]], [[ସଚି ରାଉତରାୟ]],[[ମନୋଜ ଦାସ]], [[ରାମଚନ୍ଦ୍ର ବେହେରା]], [[ଶାନ୍ତନୁ ଆଚାର୍ଯ୍ୟ]], [[ବିଭୂତି ପଟ୍ଟନାୟକ]]ଙ୍କ ଉପନ୍ୟାସ ସବୁ ବହୁ ଭାବରେ ଉତ୍କୃଷ୍ଟ କରିଛନ୍ତି ।
 
=== କବିତା ===
Line ୧୩୧ ⟶ ୧୩୨:
 
=== ନାଟକ ===
[[ଉମେଶଚନ୍ଦ୍ରଜଗନମୋହ‌ନ ସରକାରଲାଲ]]ଙ୍କ ରଚିତ [[ବାବାଜୀ (ନାଟକ)|ବାବାଜୀ]] (୧୮୭୭) ଥିଲା ପ୍ରଥମ ଓଡ଼ିଆ ନାଟକ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1091|year=1988|publisher=Sahitya Akademi|isbn=978-81-260-1194-0|pages=1091–}}</ref>
ଓଡ଼ିଆ ସାହିତ୍ୟକୁ [[କାଳିଚରଣ ପଟ୍ଟନାୟକ]], [[ପ୍ରାଣବନ୍ଧୁ କର]] , [[ଗୋପାଳ ଛୋଟରାୟ]], [[ମନୋରଞ୍ଜନ ଦାସ]], [[ବିଶ୍ଵଜିତ ଦାସ]] ଓ [[ବିଜୟ ମିଶ୍ର]]ଙ୍କ ନାଟକ କ୍ଷେତ୍ରରେ ଅବଦାନ ଅବିସ୍ମରଣୀୟ ।
==== ବେତାର ନାଟକ ====
====ମଞ୍ଚ ନାଟକ====