"ଜଗନମୋହ‌ନ ଲାଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ +ଆଧାର
୩୭ କ ଧାଡ଼ି:
| portaldisp =
}}
'''ଜଗନମୋହ‌ନ ଲାଲ''' (୧୮୩୮-୧୯୧୩) ଓଡ଼ିଶାରେଓଡ଼ିଶାର ପ୍ରଥମ ଆଧୁନିକ ନାଟ୍ୟକାର ଭାବରେ ପରିଚିତ ।<ref name="Dāsa1998">{{cite newsbook|lastauthor=ଲାଲ|first=ଜଗନ୍‌ମୋହ‌ନHemanta Kumāra Dāsa|title=ଆଦିAswini ନାଟ୍ୟକାରKumar ଜଗନ୍‌ମୋହ‌ନGhose|accessdateurl=୨୫http:/୧୧/୨୦୧୫books.google.com/books?id=hStjf21VrUsC&pg=PA1|newspaperdate=ସମ୍ବାଦ,ତାରିଖ1 ୨୫/୧୧/୨୦୧୫,ପୃଷ୍ଠାJanuary 1998|publisher=Sahitya Akademi|isbn=978-81-260-0491-1|pages=1–}}</ref> ସେ ଅଭିନେତା, ନାଟ୍ୟକାର, ପ୍ରଶାସକ ଓ ସମାଜ ସଂସ୍କାରକ ଥିଲେ ।
 
== ଜନ୍ମ ==
୨୫ ନଭେମ୍ବର ୧୮୩୮ ମସିହାରେ ଜଗନମୋହ‌ନ ଜନ୍ମ ଗ୍ରହଣ କରିଥିଲେ ।<ref>{{cite news|last=ଲାଲ|first=ଜଗନ୍‌ମୋହ‌ନ|title=ଆଦି ନାଟ୍ୟକାର ଜଗନମୋହ‌ନ|accessdate=୨୫/୧୧/୨୦୧୫|newspaper=ସମ୍ବାଦ,ତାରିଖ ୨୫/୧୧/୨୦୧୫,ପୃଷ୍ଠା ୨}}</ref>
 
== ଶିକ୍ଷା ==
୫୦ କ ଧାଡ଼ି:
== କର୍ମ ଜୀବନ ==
ସ୍କୁଲ ଶିକ୍ଷା ପରେ ଜମିଦାରୀ ଥିଲେ ମଧ୍ୟ ସରକାରୀ ଚାକିରିରେ ଯୋଗ ଦେଇଥିଲେ ।<ref name="Datta1988">{{cite book|author=Amaresh Datta|title=Encyclopaedia of Indian Literature|url=http://books.google.com/books?id=zB4n3MVozbUC&pg=PA1091|year=1988|publisher=Sahitya Akademi|isbn=978-81-260-1194-0|pages=1091–}}</ref>
ବ୍ରିଟିଶ ଶାସନ କାଳରେ ସେ ଡେପୁଟି କଲେକ୍ଟର ପଦବୀ ପର୍ଯ୍ୟନ୍ତ ଯାଇପାରିଥିଲେ । ତାଙ୍କର ରଚିତ 'ଭ୍ରମ ଭଞ୍ଜନ'(୧୮୬୮)<ref name="Mukherjee1998">{{cite book|author=Sujit Mukherjee|title=A Dictionary of Indian Literature: Beginnings-1850|url=http://books.google.com/books?id=YCJrUfVtZxoC&pg=PA141|year=1998|publisher=Orient Blackswan|isbn=978-81-250-1453-9|pages=141–}}</ref>
ସେତେବେଳେ ବିଦ୍ୟାଳୟମାନଙ୍କରେ ପଢ଼ାଯାଉଥିଲା । ତାଙ୍କର ଯାତ୍ରା, ସୁଆଙ୍ଗ ଓ ନାଟକ ପ୍ରତି ବିଶେଷ ରୁଚି ଥିଲା । କଟକରେ ପାଠ ପଢୁଥିବା ସମୟରେ ଇଂରାଜୀ ଓ ବଙ୍ଗଳା ନାଟକମାନ ଦେଖି ମଞ୍ଚକଳା ପ୍ରତି ଆକର୍ଷିତ ହୋଇଥିଲେ । ସନ ୧୮୭୫ରେ ସେ ରାଧାକାନ୍ତ ରଙ୍ଗମଞ୍ଚ ପ୍ରତିଷ୍ଠା କରିଥିଲେ ।<ref name="Mukherjee1998Dasa1998">{{cite book|author=SujitJaẏanta MukherjeeKumāra Dāsa|title=A Dictionary ofRamshankar Indian Literature: Beginnings-1850Ray|url=http://books.google.com/books?id=YCJrUfVtZxoCvFlJLkb8wGQC&pg=PA141PA56|date=1 January 1998|publisher=OrientSahitya BlackswanAkademi|isbn=978-81-250260-14530548-92|pages=141–56–}}</ref>
ଅନୁବାଦ ନାଟକ କରି ସନ୍ତୁଷ୍ଟ ନ ହେବାରୁ ସେ ବାବାଜୀ ନାଟକ ରଚନା କରି ୧୮୭୭ରେ ମଞ୍ଚସ୍ଥ କରିଥିଲେ । ଏଥିରେ ସେ ଅଭିନେତା ତ‌ଥା ନିର୍ଦ୍ଦେଶକ ଥିଲେ । କୁସଂସ୍କାର ବିରୁଦ୍ଧରେ ନାଟକରେ ପ୍ରତିବାଦ କରୁଥିଲେ । ନିଜେ ଜମିଦାର ହୋଇ ମଧ୍ୟ ଜମିଦାରଙ୍କ ଗର୍ବ, ଅହ‌ଙ୍କାର ଓ କୁକର୍ମ ବିରୁଦ୍ଧରେ କଲମ ଚାଳନା କରିଥିଲେ ।
 
== ରଚନାବଳୀ ==
* ବାବାଜୀ (ନାଟକ-୧୮୭୭)- ମଠ ମନ୍ଦିରର ବ୍ୟଭିଚାର ବିଷୟରେ ଲିଖିତ । (ଏହି ନାଟକର ଇଂରାଜୀ ରୂପାନ୍ତର 'The holy man, a play' ଡକ୍‌ଟର [[ଗଣେଶ୍ୱର ମିଶ୍ରଙ୍କଦ୍ୱାରାମିଶ୍ର]]ଙ୍କଦ୍ୱାରା ରଚିତ ହୋଇଥିଲା ।
* ସତୀ (ନାଟକ, ୧୮୮୬) - ବିଧବା ବିବାହ ସପକ୍ଷରେ ଲିଖିତ ।
* ବୃଦ୍ଧ ବିବାହ (ନାଟକ) - ଅଳ୍ପ ବୟସର କନ୍ୟାଙ୍କୁ ବୃଦ୍ଧଙ୍କ ସ‌ହ ବିବାହ ବିରୁଦ୍ଧରେ ଲିଖିତ ।
* ପ୍ରିତୀ (ନାଟକ) - ଜମିଦାରମାଙ୍କର କୁକର୍ମ ବିରୁଦ୍ଧରେ ଲିଖିତ ।
* ଅଷ୍ଟବକ୍ର ଉପଦେଶ
 
== ଆଧାର ==
{{ଆଧାର}}
{{Authority control}}
 
[[ଶ୍ରେଣୀ:୧୮୩୮ ଜନ୍ମ]]
[[ଶ୍ରେଣୀ:୧୯୧୩ ମୃତ୍ୟୁ]]