"କେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧ କ ଧାଡ଼ି:
[[file:Anderson Sophie Young Girl Fixing Her Hair.jpg|right|thumb|250px|ନିଜ ସୁନ୍ଦର କେଶକୁ ସଜାଉଥିବା କନ୍ୟା]]
{{main|କେଶ}}
[[କେଶ]] (ଲାଟିନ୍: Pili, Capellus, ଫ୍ରେଞ୍ଚ୍: Poil, ଇଂରାଜୀ: Hair, ଜର୍ମାନୀ: Haar) [[କେଶ]] କୋମଳରୁ ଆରମ୍ଭ କରି ଦୃଢ଼ତା ପର୍ଯ୍ୟନ୍ତ ରହିଥାଏ । ପ୍ରକୃତି ଥଣ୍ଡା ଏବଂ ଗରମ ପରିବେଶରେ ବସବାସ କରୁଥିବା ଜୀବ ମାନଙ୍କୁ କେଶ ପ୍ରଦାନ କରିଛନ୍ତି , ଯାହା ମୂଳ କ୍ଷେତ୍ରରେ ଥଣ୍ଡାରୁ ରକ୍ଷା କରେ ଏବଂ ଗରମରେ ଅଧିକ ଉତ୍ତାପରୁ ରକ୍ଷା କରେ । [[ଶରୀର]]ରେ ସହ୍ୟ କରିହେଉନଥିବା ଗରମ ପଡିଲେ , ଶରୀରରୁ ଝାଳ ବାହାରି ଆସିଥାଏ , ତାହା [[କେଶ]] କାରଣରୁ ଗରମରୁ ଅତିଶୀଘ୍ର ସୁଖେ ନାହିଁ , କୌଣସି କଠିନ ବସ୍ତୁରେ ଅଚାନକ ହେଉଥିବା ପ୍ରହାରରୁ ମଧ୍ୟ କେଶ ବଞ୍ଚେଇଥାଏ । ସାଧାରଣତଃ ଅଧିକତମ [[କେଶ]]ରେ ଆଗ୍ରହାନ୍ବିତ କେନ୍ଦ୍ରିତ କରେ କେଶର ଵୃଦ୍ଧି ହେବ ପ୍ରକ୍ରିୟା , କେଶର ପ୍ରକାର ଏବଂ ସାବଧାନତା ଉପରେ । ମନୋଭାବ ଅଭିମୁଖରେ କେଶ , ମୁଖ୍ୟତଃ କେଶ ଅପସାରଣ ଏବଂ କେଶ ବିନ୍ୟାସ ପଦ୍ଧତି ଉପରେ ଉଦ୍ଧିଷ୍ଟ , ଏହା ଭିନ୍ନ ଭିନ୍ନ [[ସଂସ୍କୃତି]] ଏବଂ [[ଐତିହାସିକ]] ପର୍ଯ୍ୟାୟରେ ବିଦୃତ ଭାବେ ଏ ପକ୍ଷରୁ ସେପକ୍ଷ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଏହା ଅନେକ ସମୟରେ ବ୍ୟକ୍ତିର ବ୍ୟକ୍ତିଗତ ଧାରଣା ଏବଂ ସାମାଜିକ ଅବସ୍ଥାନ ଉପରେ ବ୍ୟବହୃତ ହୋଇଥାଏ , ଯେପରି ସେମାନଙ୍କ ବୟସ , ଲିଙ୍ଗ , ଏବଂ ଧର୍ମ କୁ ସୂଚିତ କରାଇଥାଏ। <ref>{{cite book|last=Sherrow|first=Victoria|title=Encyclopedia of Hair: A Cultural History|year=2006|publisher=Greenwood Press|location=88 Post Road West, Westport, CT|isbn=0-313-33145-6|page=iv}}</ref>
 
[[file:Anderson Sophie Young Girl Fixing Her Hair.jpg|right|thumb|250px|ନିଜ ସୁନ୍ଦର କେଶକୁ ସଜାଉଥିବା କନ୍ୟା]][[file:Vulpes vulpes sitting.jpg|250px|thumb|right|କୋମଳ କେଶଯୁକ୍ତ ପ୍ରାଣୀ]]
 
କେଶର ପ୍ରସ୍ତୁତି [[ପକ୍ଷୀ]]ମାନଙ୍କର ପର କିମ୍ବା ସରୀସୃପମାନଙ୍କ ଲୋମ ଠାରୁ ଖୁବ୍ ଭିନ୍ନ ଅଟେ । ପୁରୁଷ ମାନଙ୍କ ଶରୀରରେ ଖୁବ୍ ଅଧିକ କେଶ ରହିଥାଏ , କିଛି ବୟସ୍କ ବ୍ୟକ୍ତିଙ୍କ ଶରୀରରେ କେଶ ଦେଖାଯାଏ ନାହିଁ । [[ମନୁଷ୍ୟ]]ମାନଙ୍କର ସବୁଠାରୁ ଘନକେଶ ମୁଣ୍ଡରେ ରହିଥାଏ । କେଶ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରେ । ଶରୀରର ଅନ୍ୟ ଭାଗରେ ଅତି ସୁଖ୍ମ କେଶ ଥାଏ । ପ୍ରାଗୈତିହାସିକ କାଳରେ ମନୁଷ୍ୟମାନଙ୍କ ଶରୀର ଘଞ୍ଚ କେଶରେ ଘୋଡାଇ ହୋଇ ରହୁଥିଲା । କିନ୍ତୁ ସଭ୍ୟ ମନୁଷ୍ୟମାନଙ୍କ ଶରୀରରେ ଘଞ୍ଚ କେଶ ରହି ନଥାଏ । ସେଥିପାଇଁ ସଭ୍ୟ ମନୁଷ୍ୟମାନେ ବସ୍ତ୍ର ଧାରଣ କରି ନିଜ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରିଥାନ୍ତି । ମନୁଷ୍ୟ ମାନଙ୍କର କିଛିମାତ୍ର ରେ ହର୍ମୋନ କାରଣରୁ ଅଧିକ କେଶ ଉତ୍ପତ୍ତି ହୋଇଥାଏ ।
"https://or.wikipedia.org/wiki/କେଶ"ରୁ ଅଣାଯାଇଅଛି