"କେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୯ କ ଧାଡ଼ି:
 
==କେଶର ସରଞ୍ଚନା==
{{main|କେଶର ସରଞ୍ଚନା}}
[[File:Gray945.png|right|thumb|250px|କେଶର ବିଭିନ୍ନ ବିଭାଗ]]
 
ଚମଡ଼ାର ବାହାରେ କେଶର ଯେଉଁ ଅଂଶ ରହିଥାଏ , ତାହାକୁ କାଣ୍ଡ (shaft) କୁହାଯାଏ । କୁହାଯାଏ ଯେ , କାଣ୍ଡର ତିନୋଟି ଭାଗ ରହିଥାଏ : ସବୁଠାରୁ ବାହାରେ ରହୁଥିବା ଭାଗକୁ [[କ୍ୟୁଟିକଲ]](cuticle) କୁହାଯାଏ । କ୍ୟୁଟିକଲର ତଳେ ଏକ କଡା ସ୍ତର ରହିଥାଏ , ଯାହାକୁ ଅଧ୍ୟାଶ(cortex) କୁହାଯାଏ । କୁହାଯାଏ ଅଧ୍ୟାଶ ତଳର ମଧ୍ୟ ଭାଗକୁ ମଧ୍ୟାଂଶ (medulla) କୁହାଯାଏ । ଚମଡା ଭିତରେ ରହୁଥିବା କେଶର ଭାଗକୁ [[ମୂଳ]] (root) କୁହାଯାଏ । କେଶର ବଢ଼ିବାରେ ମୂଳ ମଧ୍ୟ ଧୀରେ ଧୀରେ କାଣ୍ଡରେ ବଦଳି ଯାଏ । ଭିନ୍ନ-ଭିନ୍ନ କ୍ଷେତ୍ରରେ କେଶର ବୃଦ୍ଧି ଭିନ୍ନ-ଭିନ୍ନ ସ୍ତରରେ ହୋଇଥାଏ ।
 
[[File:Gray945.png|right|thumb|250px|କେଶର ବିଭିନ୍ନ ବିଭାଗ]]
 
ସାଧାରଣତଃ କୁହାଯାଏ ଯେ , ଏକ ମାସରେ କେଶ ଅଧା ଇଞ୍ଚ , କିମ୍ବା ଏକ ବର୍ଷରେ ପାଞ୍ଚରୁ ଛଅ ଇଞ୍ଚ ବଢିଥାଏ । ମୂଳ ଏକ ଗଣ୍ଡିରେ ରହିଥାଏ , ଯାହା [[ଲୋମକୂପ]] (follicle) କୁହାଯାଏ । ଲୋମକୂପରୁ ହିଁ କେଶ ବାହାରିଥାଏ । ଏକ [[ଲୋମକୂପ]]ରୁ ଗୋଟିଏ କେଶ , କିମ୍ବା ଗୋଟିଏରୁ ଅଧିକ କେଶ ବାହାରି ପାରିଥାଏ । ଲୋମକୂପରେ ନାସପାତିର [[ପୌପିଳା]]ରେ ତିଆରି ହୋଇଥାଏ । ଏହି ପୌପିଳା ଚର୍ମର ହୋଇଥାଏ । ପୌପିଳା ଏବଂ ଲୋମକୂପର ସଙ୍ଗମରେ ହିଁ କେଶ ତିଆରି ହୋଇଥାଏ । ପୌପିଳା [[ରୁଧିସ୍ୱାହିନୀ]]ରେ ସମ୍ବନ୍ଧ ରହିଥାଏ । ଏହିଠାରୁ ହିଁ ମୂଳର ସମସ୍ତ ବସ୍ତୁ ପ୍ରାପ୍ତ ହୁଏ , ଯେଉଁଠାରୁ କେଶର ନିର୍ମାଣ ଏବଂ ତାହାର ବୃଦ୍ଧି ହୋଇଥାଏ । ଯେଉଁ ପର୍ଯ୍ୟନ୍ତ ପୌପିଳା ଏବଂ ଲୋମକୂପ ନଷ୍ଟ ହୁଏନାହିଁ ସେ ପର୍ଯ୍ୟନ୍ତ କେଶ ବଢିଥାଏ । ମୁଣ୍ଡର କେଶ ଦୁଇରୁ ଛଅ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏହାପରେ ଝଡ଼ିଯାଏ ଏବଂ ସେହି ସ୍ଥାନରେ ନୂଆ କେଶ ଉତ୍ପନ୍ନ ହୁଏ । ଏହା କ୍ରମ ବୟସ୍କ କାଳ ପର୍ଯ୍ୟନ୍ତ ଚାଲିଥାଏ । କେଶ କାହିଁକି ଝଡେ ଏବଂ ତାହା ସ୍ଥାନରେ କାହିଁକି ନୂଆ କେଶ ଉତ୍ପନ୍ନ ହୁଏ ନାହିଁ , ଏହାର କାରଣ ଏପର୍ଯ୍ୟନ୍ତ ଠିକରେ ଜଣାପଡିନାହିଁ । କିଛି ଲୋକଙ୍କର ମୁଣ୍ଡର ରଙ୍ଗ କରିବା କାରଣରୁ ଚନ୍ଦା ହୋଇଯା'ନ୍ତି ।
"https://or.wikipedia.org/wiki/କେଶ"ରୁ ଅଣାଯାଇଅଛି