"କେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୮ କ ଧାଡ଼ି:
କେଶର ପ୍ରସ୍ତୁତି [[ପକ୍ଷୀ]]ମାନଙ୍କର ପର କିମ୍ବା ସରୀସୃପମାନଙ୍କ ଲୋମ ଠାରୁ ଖୁବ୍ ଭିନ୍ନ ଅଟେ । ପୁରୁଷ ମାନଙ୍କ ଶରୀରରେ ଖୁବ୍ ଅଧିକ କେଶ ରହିଥାଏ , କିଛି ବୟସ୍କ ବ୍ୟକ୍ତିଙ୍କ ଶରୀରରେ କେଶ ଦେଖାଯାଏ ନାହିଁ । [[ମନୁଷ୍ୟ]]ମାନଙ୍କର ସବୁଠାରୁ ଘନକେଶ ମୁଣ୍ଡରେ ରହିଥାଏ । କେଶ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରେ । ଶରୀରର ଅନ୍ୟ ଭାଗରେ ଅତି ସୁଖ୍ମ କେଶ ଥାଏ । ପ୍ରାଗୈତିହାସିକ କାଳରେ ମନୁଷ୍ୟମାନଙ୍କ ଶରୀର ଘଞ୍ଚ କେଶରେ ଘୋଡାଇ ହୋଇ ରହୁଥିଲା । କିନ୍ତୁ ସଭ୍ୟ ମନୁଷ୍ୟମାନଙ୍କ ଶରୀରରେ ଘଞ୍ଚ କେଶ ରହି ନଥାଏ । ସେଥିପାଇଁ ସଭ୍ୟ ମନୁଷ୍ୟମାନେ ବସ୍ତ୍ର ଧାରଣ କରି ନିଜ ଶରୀରକୁ ଥଣ୍ଡା ଏବଂ ଗରମରୁ ରକ୍ଷା କରିଥାନ୍ତି । ମନୁଷ୍ୟ ମାନଙ୍କର କିଛିମାତ୍ର ରେ ହର୍ମୋନ କାରଣରୁ ଅଧିକ କେଶ ଉତ୍ପତ୍ତି ହୋଇଥାଏ ।
 
[[file:Anderson Sophie Young Girl Fixing Her Hair.jpg|right|thumb|250px|ନିଜ ସୁନ୍ଦର କେଶକୁ ସଜାଉଥିବା କନ୍ୟା]][[file:Vulpes vulpes sitting.jpg|250px|thumb|right|କୋମଳ କେଶ ଯୁକ୍ତ ପ୍ରାଣୀ]]
 
[[file:Vulpes vulpes sitting.jpg|250px|thumb|right|କୋମଳ କେଶ ଯୁକ୍ତ ପ୍ରାଣୀ]]
 
ମନୁଷ୍ୟମାନଙ୍କ ପାଇଁ କେଶର ବହୁ ଉପଯୋଗ ରହିଥାଏ । କିଛି କେଶର ବାର୍ନିଶ ଲେପନର ବ୍ରସ୍ , ଦାନ୍ତ ସଫା କରିବାର ବ୍ରସ୍ ତିଆରି କରାଯାଏ । ଛୋଟ-ଛୋଟ କେଶ ଏକାଠି ମିଳାଇ କରି ଗୃହନିର୍ମାଣରେ ପ୍ରଯ୍ୟୁକ୍ତ କରାଯାଏ । ଲମ୍ବା-ଲମ୍ବା କେଶର କପଡା ବୁଣା ଯାଏ । ଏହି କପଡା କୋଟ ବନେଇବାରେ ଲାଇଲନ ରୂପେ କାମରେ ଆସେ । କିଛି ପଶୁ ଏବଂ ପକ୍ଷୀମାନଙ୍କ କେଶ ମଧ୍ୟ କୋମଳ ହୋଇଥିବାରୁ ବସ୍ତ୍ର , ଘରସାଜ ଜିନିଷ , କମ୍ବଳ ଆଦି ତିଆରି କରାଯାଏ ।
"https://or.wikipedia.org/wiki/କେଶ"ରୁ ଅଣାଯାଇଅଛି