"କେଶ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କିଛି ତଥ୍ୟ ସଂଯୋଗ କରାଗଲା
No edit summary
୧ କ ଧାଡ଼ି:
[[File:Gray945.png|right|thumb|250px|बालCross कीsection अनुप्रस्थof काटa hair]]
କେଶ (ଲାଟିନ୍: Pili, Capellus, ଫ୍ରେଞ୍ଚ୍: Poil, ଇଂରାଜୀ: Hair, ଜର୍ମାନୀ: Haar) କେଶ କୋମଳରୁ ଆରମ୍ଭ କରି ଦୃଢ଼ତା ପର୍ଯ୍ୟନ୍ତ ରହିଥାଏ । ପ୍ରକୃତି ଥଣ୍ଡା ଏବଂ ଗରମ ପରିବେଶରେ ବସବାସ କରୁଥିବା ଜୀବ ମାନଙ୍କୁ କେଶ ପ୍ରଦାନ କରିଛନ୍ତି , ଯାହା ମୂଳ କ୍ଷେତ୍ରରେ ଥଣ୍ଡାରୁ ରକ୍ଷା କରେ ଏବଂ ଗରମରେ ଅଧିକ ଉତ୍ତାପରୁ ରକ୍ଷା କରେ । ଶରୀରରେ ସହ୍ୟ କରିହେଉନଥିବା ଗରମ ପଡିଲେ , ଶରୀରରୁ ଝାଳ ବାହାରି ଆସିଥାଏ , ତାହା କେଶ କାରଣରୁ ଗରମରୁ ଅତିଶୀଘ୍ର ସୁଖେ ନାହିଁ , କୌଣସି କଠିନ ବସ୍ତୁରେ ଅଚାନକ ହେଉଥିବା ପ୍ରହାରରୁ ମଧ୍ୟ କେଶ ବଞ୍ଚେଇଥାଏ । ସାଧାରଣତଃ ଅଧିକତମ କେଶରେ ଆଗ୍ରହାନ୍ବିତ କେନ୍ଦ୍ରିତ କରେ କେଶର ଵୃଦ୍ଧି ହେବ ପ୍ରକ୍ରିୟା , କେଶର ପ୍ରକାର ଏବଂ ସାବଧାନତା ଉପରେ । ମନୋଭାବ ଅଭିମୁଖରେ କେଶ , ମୁଖ୍ୟତଃ କେଶ ଅପସାରଣ ଏବଂ କେଶ ବିନ୍ୟାସ ପଦ୍ଧତି ଉପରେ ଉଦ୍ଧିଷ୍ଟ , ଏହା ଭିନ୍ନ ଭିନ୍ନ ସଂସ୍କୃତି ଏବଂ ଐତିହାସିକ ପର୍ଯ୍ୟାୟରେ ବିଦୃତ ଭାବେ ଏ ପକ୍ଷରୁ ସେପକ୍ଷ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଏହା ଅନେକ ସମୟରେ ବ୍ୟକ୍ତିର ବ୍ୟକ୍ତିଗତ ଧାରଣା ଏବଂ ସାମାଜିକ ଅବସ୍ଥାନ ଉପରେ ବ୍ୟବହୃତ ହୋଇଥାଏ , ଯେପରି ସେମାନଙ୍କ ବୟସ , ଲିଙ୍ଗ , ଏବଂ ଧର୍ମ କୁ ସୂଚିତ କରାଏ । <ref>{{cite book|last=Sherrow|first=Victoria|title=Encyclopedia of Hair: A Cultural History|year=2006|publisher=Greenwood Press|location=88 Post Road West, Westport, CT|isbn=0-313-33145-6|page=iv}}</ref>
"https://or.wikipedia.org/wiki/କେଶ"ରୁ ଅଣାଯାଇଅଛି