"କ୍ଲୋମିପ୍ରାମିନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
କ୍ଲୋମିପ୍ରାମିନ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୬୧ କ ଧାଡ଼ି:
 
<!-- ପାର୍ଶ୍ୱ ପ୍ରତିକ୍ରିୟା ଓ କାର୍ଯ୍ୟ ପ୍ରଣାଳୀ -->
ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଶୁଖଲା ପାଟି, କୋଷ୍ଠକାଠିନ୍ୟ,ଅରୁଚି, ନିଦ୍ରାଳୁଭାବ, ଓଜନ ଲାଭ, ଯୌନ ନିଷ୍କ୍ରୟତା ଓ ପରିସ୍ରା ସମସ୍ୟା ଇତ୍ୟାଦି ଦେଖାଯାଏ ।<!-- <ref name=AHFS2015/> --> ସାଙ୍ଘାତିକ ପାର୍ଶ୍ୱ ପ୍ରତିକ୍ରିୟା: ୨୫ ବର୍ଷ ବୟସରୁ କମ ଲୋକଙ୍କର [[ଆତ୍ମହତ୍ୟା ପ୍ରବଣତା]], [[ଉନ୍ମାଦ]] ([[ମାନିଆ]]) ଓ ଯକୃତ ସମସ୍ୟା ଦେଖାଯାଏ । <!-- <ref name=AHFS2015/> --> ଔଷଧ ନେବା ହଠାତ୍ ବନ୍ଦ କଲେ [[ପ୍ରତ୍ୟାହାର ଲକ୍ଷଣ]] ଦେଖାଯାଏ ଯେପରିକି [[ମୁଣ୍ଡବଥା]], [[ଶିରଭ୍ରମ]] ଓ ଝାଳ ନିଷ୍କାସନ । <!-- <ref name=AHFS2015/> --> [[ଗର୍ଭାବସ୍ଥା]]ରେ ଏହାର ନିରାପତ୍ତା ସ୍ପଷ୍ଟ ନୁହେଁ ।<!-- <ref name=AHFS2015/> --> ଏହାର କାର୍ଯ୍ୟ ପ୍ରଣାଳୀ ଜଣାଯାଇ ନ ଥିଲେ ମଧ୍ୟ ଅଧକ [[ସେରୋଟୋନିନ]] ସ୍ତର ବୃଦ୍ଧି କରୁଥିବା ବିଶ୍ୱାସ କରାଯାଏ । <ref name=AHFS2015/>
 
<!-- ଇତିହାସ, ସମାଜ ଓ ସଂସ୍କୃତି -->