"ଟୋକେଲାଉ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
AskSnehasish (ଆଲୋଚନା | ଅବଦାନ) "{{ତିଆରି ଚାଲିଛି}}" ନାଆଁରେ ପୃଷ୍ଠାଟିଏ ତିଆରିକଲେ |
Rajashreedash (ଆଲୋଚନା | ଅବଦାନ) No edit summary ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ |
||
୧ କ ଧାଡ଼ି:
==ସଂକ୍ଷେପରେ ଟୋକଲାଉ==
ନାମ=ଟୋକୋଲାଉ ସାଧାରଣତନ୍ତ୍ର
ଆୟତନ=୧୦ବର୍ଗ କି.ମି
ଜନସଂଖ୍ୟା=ପ୍ରତି ବର୍ଗ କି.ମି ରେ ୧୧୫ଜଣ
ରାଜଧାନୀ=ନୁକୁନୋନୁ
ସରକାରୀ ଭାଷା=ଟୋକେଲିୟ,ଇଂଲିଶ
ସରକାର=ସାମ୍ବିଧାନିକ ରାଜତନ୍ତ୍ର
ଜିଡିପି=୧.୫ନିୟୁତ ଆମେରିକୀୟ ଡଲାର
ମୁଦ୍ରା=ନ୍ୟୁଜିଲ୍ୟାଣ୍ଡ ଡଲାର
ଡାଏଲିଂ କୋଡ=+୬୯୦
ଇଣ୍ଟରନେଟ ଡୋମିନି=.ଟିକେ
==ସଂକ୍ଷିପ୍ତ ପରିଚୟ==
ଦକ୍ଷିଣ-ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଟୋକେଲୌ ନାମକ ଦ୍ବୀପ ଅବସ୍ଥିତ।ଏହି ଦ୍ଵିପକୁ ଲାଗିରହିଛି ନ୍ୟୁଜିଲ୍ୟାଣ୍ଡ।୧୮୭୭ରେ ଇଂରେଜ ମାନେ ଏହି ଦ୍ଵିପକୁ ପ୍ରଥମେ ଆବିଷ୍କାର କରିଥିଲେ।୧୮୮୯ରେ ବ୍ରିଟିଶ କମାଣ୍ଡର ସି.ଏଫ. ଓଲଧମ ଟୋକେଲୌ ରେ ୟୁନିୟନ ଜ୍ୟାକ୍ ଉତ୍ତୋଳନ କରିବା ସହ ଏହି ଦ୍ବୀପ ବ୍ରିଟେନର ଅଧୀନ ବୋଲି ଘୋଷଣା କରିଥିଲେ।୧୧ ଫେବୃଆରୀ ୧୯୨୬ରେ ଇଂରେମାନେ ଏହି ଦ୍ବୀପର ଶାସନଭାର ନ୍ୟୁଜିଲ୍ୟାଣ୍ଡକୁ ହସ୍ତାନ୍ତର କରିଥିଲେ।
==ସରକାର==
ନ୍ୟୁଜିଲ୍ୟାଣ୍ଡ ଟୋକେଲୌର ସମ୍ବିଧାନ ପ୍ରଣୟନ କରିଛି।ଏହାର ଶାସନ ବ୍ୟବସ୍ଥା ନ୍ୟୁଜିଲ୍ୟାଣ୍ଡ ଦ୍ୱାରା ନିୟନ୍ତ୍ରିତ।୧୯୪୯ମସିହା ଜାନୁଆରୀ ପହିଲାରେ ଏହି ଦେଶ ଆନୁଷ୍ଠାନିକ ଭାବେ ନ୍ୟୁଜିଲ୍ୟାଣ୍ଡ ନିୟନ୍ତ୍ରଣକୁ ଯାଇଥିଲା।ଅକ୍ଟୋବର ୨୦୦୭ରେ ଜାତିସଂଘ ଟୋକେଲୌକୁ ସ୍ୱୟଂ ଶାସିତ ଅଞ୍ଚଳ ର ମାନ୍ୟତା ଦେଇଥିଲା।ଏହାର ପ୍ରତିରକ୍ଷା ଦାୟିତ୍ୱ ନ୍ୟୁଜିଲ୍ୟାଣ୍ଡ ଉପରେ ନ୍ୟସ୍ତ। ରାଣୀ ଏଲିଜାବେଥ ୨ୟ ଦେଶ ଶାସନ ମୁଖ୍ୟ।
==ଅର୍ଥନୀତି==
ମାତ୍ର ତିନିଟି ଗ୍ରାମକୁ ନେଇ ଟୋକେଲୌ ଗଠିତ।ଏହି ଦ୍ବୀପରେ ସେପରି କିଛି ଖଣିଜ ପଦାର୍ଥ ନାହିଁ।କୃଷି ହିଁ ଦେଶବାସୀ ଙ୍କ ମୁଖ୍ୟ ଜୀବିକା।ଦେଶର ଅର୍ଥନୀତି ନ୍ୟୁଜିଲ୍ୟାଣ୍ଡ ଉପରେ ନିର୍ଭରଶୀଳ।
|