"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୪୮ କ ଧାଡ଼ି:
* '''ଇଟି ଓ୍ଵେଲଥ୍''' : ଏହା ବ୍ୟକ୍ତିଗତ ଅର୍ଥ ଉପରେ ଆଧାରିତ ସାପ୍ତାହିକୀ ।
==ସ୍ଵତନ୍ତ୍ର ସଂସ୍କରଣ==
'ଦି ଇକୋନୋମିକ୍ ଟାଇମସ୍' ପତ୍ରିକା ପ୍ରତ୍ୟେକ ରବିବାର ପ୍ରକାଶିତ ହୁଏ । ସମ୍ପୂର୍ଣ୍ଣ ସପ୍ତାହରେ ପ୍ରକାଶ ପାଇନଥିବା ଛୋଟମୋଟ ଖବର ସବୁ ଏଥିରେ ପ୍ରକାଶ ପାଏ । ଏହି ସାପ୍ତାହିକୀରେ ବିଭିନ୍ନପ୍ରକାଶ ସ୍ତମ୍ଭପାଉଥିବା ପ୍ରକାଶବିଭିନ୍ନ ପାଏସ୍ତମ୍ଭଗୁଡିକ ଯଥାହେଲା - 'ହ୍ଵାଟସ୍ ନ୍ୟୁଜ୍', 'ନ୍ୟୁଜ୍ ଇନ୍ ନମ୍ବରସ୍', 'ବିହାଇଣ୍ଡ୍ ଦି ନ୍ୟୁଜ୍', 'ସ୍ପଟ୍ ଲାଇଟ୍', 'କଭର୍ ଷ୍ଟୋରି', 'ଏକ୍ସପର୍ଟ ଭ୍ୟୁ', 'ଇକୋନୋମି', 'କଣ୍ଟ୍ରେସ୍ପ୍ରେଡ୍', 'ଟ୍ରାଭେଲ୍ ଗାଇଡ୍', 'ଫୁଡ୍ ଏଣ୍ଡ ଡ୍ରିଙ୍କ', 'ରେକମେଣ୍ଡେଡ୍' ଓ 'ଫିଲ୍ ସ୍ମାର୍ଟ' । 'ଫିଲ୍ ସ୍ମାର୍ଟ'ରେ ଏକ 'କକଟେଲ୍ କନଭରସେସନ୍' ଥାଏ, ଯାହା ବିଭିନ୍ନ ପଦ, ପଦ୍ଧତି, ବ୍ୟକ୍ତି ଓ ଭୌତିକ ସତ୍ତାହୀନ ମତ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ । ଏଥିରେ 'ବିହାଇଣ୍ଡ୍ ଦି ଲାଇନସ୍' ମଧ୍ୟ ଥାଏ, ଯାହା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ବର୍ଣ୍ଣନା କରେ ।
 
==ଏହା ମଧ୍ୟ ଦେଖନ୍ତୁ==
{{ପୋର୍ଟାଲ୍| ଦିଲ୍ଲୀ| ଜର୍ଣ୍ଣାଲିସମ୍}}