"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୧ କ ଧାଡ଼ି:
{{prettyurl|Raghunath Murmu}}
{{Infobox writer <!-- for more information see [[:Template:Infobox writer/doc]] -->
| name = ରଘୁନାଥ ମୁର୍ମୁ
| image = File:Raghunath Murmu 01.jpg
| caption = ଭୁବନେଶ୍ୱରରସ୍ଥିତ ଓଡ଼ିଶା ଆଦିବାସୀ ବିକାଶ ସମିତି (ଓଟିଡିଏସ) ପରିସରରେ ଥିବା ମୁର୍ମୁଙ୍କ ଆବକ୍ଷ ପଥର ମୂର୍ତ୍ତି ।
| pseudonym = ଗୁରୁ ଗୋମକେ
| birth_date = {{Birth date|1905|5|5|df=y}}
| birth_place = (ଡହରଡିହା) ଦାଣ୍ଡବୋସ, [[ରାଇରଙ୍ଗପୁର]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ବ୍ରିଟିଶ ଇଣ୍ଡିଆ]]
| death_date = {{Death date and age|1982|2|1|1905|5|5|df=y}}
| occupation = [[ବୁଦ୍ଧିଜୀବୀ|ଚିନ୍ତାନାୟକ]]<!--[[Intellectual|Thinker]]-->, [[କବି]], [[ଲେଖକ]], [[ଦର୍ଶନ ଶାସ୍ତ୍ର|ଦାର୍ଶନିକ]], [[ନାଟ୍ଯକାର]]<!--[[Playwright|Dramatist]]-->
| ethnicity = [[ସାନ୍ତାଳ|ସାନ୍ତାଳୀ]]
| nationality = {{flag|ଭାରତୀୟ}}
| movement = [[ଅଲ ଚିକି]] ଲିପିର ଗଠନ
| notableworks = ''ଦାରେଗେ ଧାନ''<!--Darege Dhan-->'' <br /> ''ସିଧୁ କାହ୍ନୁ<!--Sidhu-Kanhu-->'' <br /> ''ବିଦୁ ଚନ୍ଦନ<!--Bidu Chandan-->'' <br /> ''ଖେରବାଳ ବୀର''<!--Kherwal Bir--> <br /> "ହିତଲ<!--Hital-->"
| subject = [[ସାହିତ୍ୟ]]
}}
ପଣ୍ଡିତ ''' ରଘୁନାଥ ମୁର୍ମୁ ''' ( ଜନ୍ମ ୫ ମେ, ୧୯୦୫, [[ଦାଣ୍ଡବୋସ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]] – ୧ ଫେବ୍ରୁଆରି, ୧୯୮୨) [[ଅଲ ଚିକି ଲିପି]]<!--[[Ol Chiki script]]-->ର ଜନକ ଯାହା। ଅଲ ଚିକି ବହୁବିଧ ନାମରେନାମ ଯଥା; ଅଲ ସେମେତସେମେଟ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା ।୧୯୨୫ରେ। ୧୯୨୫ରେ ଏହି ଲିପି [[ସାନ୍ତାଳୀ ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତି । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ଵୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର [[ବାଙ୍କୁଡ଼ା ଜିଲ୍ଲା|ବାଙ୍କୁରା ଜିଲ୍ଲାର]] ଜାମବାଣୀଠାରେ '''ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ'''<ref>http://www.buruniv.ac.in/CollegeDetails.php?col_code=411</ref> ଓ ୨୦୦୭ ମସିହାରେ, [[ମୁର୍ଶିଦାବାଦ ଜିଲ୍ଲା|ମୁର୍ସିଦାବାଦଠାରେ]] କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ<ref>http://www.panditrmttc.com</ref> ପ୍ରତିଷ୍ଠା କରାଯାଇଛି ।
 
ପଣ୍ଡିତ ''' ରଘୁନାଥ ମୁର୍ମୁ ''' ( ଜନ୍ମ ୫ ମେ, ୧୯୦୫, [[ଦାଣ୍ଡବୋସ]], [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]], [[ଓଡ଼ିଶା]] – ୧ ଫେବ୍ରୁଆରି, ୧୯୮୨) [[ଅଲ ଚିକି ଲିପି]]<!--[[Ol Chiki script]]-->ର ଜନକ ଯାହା ବହୁବିଧ ନାମରେ ଯଥା; ଅଲ ସେମେତ<!--Ol Cemet--> ("ପ୍ରଣାଳୀ"), ଅଲ ସିକି<!--Ol Ciki-->, ଅଲ ଓ ବେଳେବେଳେ ସାନ୍ତାଳୀ ଅକ୍ଷର ବୋଲି ଜଣାଶୁଣା ।୧୯୨୫ରେ ଏହି ଲିପି [[ସାନ୍ତାଳୀ ଭାଷା]]<!--[[Santali language]]--> ଲେଖିବା ନିମନ୍ତେ [[ଭାରତ]] ଓ ଅନ୍ୟାନ୍ୟ ଦେଶରେ ବ୍ୟବହାର କରାଗଲା । ସେ [[ଓଡ଼ିଶା]], [[ପଶ୍ଚିମ ବଙ୍ଗ|ପଶ୍ଚିମବଙ୍ଗ]] ଓ [[ଝାଡ଼ଖଣ୍ଡ]]ର ସାନ୍ତାଳୀ ଜନଜୀବନରେ ଉନ୍ନତି ଆଣିବା ନିମନ୍ତେ ଅନେକ କାମ କରିଅଛନ୍ତି । ରଘୁନାଥ ମୁର୍ମୁଙ୍କ ଅବଦାନକୁ ପଶ୍ଚିମବଙ୍ଗ ସରକାର ସ୍ଵୀକାର କରିଛନ୍ତି ଏବଂ ତାଙ୍କ ସ୍ମୃତିରେ ୧୯୮୬ ମସିହାରେ ପଶ୍ଚିମବଙ୍ଗର [[ବାଙ୍କୁଡ଼ା ଜିଲ୍ଲା|ବାଙ୍କୁରା ଜିଲ୍ଲାର]] ଜାମବାଣୀଠାରେ '''ପଣ୍ଡିତ ରଘୁନାଥ ମୁର୍ମୁ ସ୍ମୃତି ମହାବିଦ୍ୟାଳୟ'''<ref>http://www.buruniv.ac.in/CollegeDetails.php?col_code=411</ref> ଓ ୨୦୦୭ ମସିହାରେ, [[ମୁର୍ଶିଦାବାଦ ଜିଲ୍ଲା|ମୁର୍ସିଦାବାଦଠାରେ]] କଲ୍ୟାଣୀ ବିଶ୍ଵବିଦ୍ୟାଳୟ ଅଧିନରେ ଏକ ଶିକ୍ଷକ ପ୍ରଶିକ୍ଷଣ ମହାବିଦ୍ୟାଳୟ<ref>http://www.panditrmttc.com</ref> ପ୍ରତିଷ୍ଠା କରାଯାଇଛି ।
 
== ପ୍ରାରମ୍ଭିକ ଜୀବନ ==
ସେ [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ଏକ ୫ ମେ ୧୯୦୫ର ଏକ ପୂର୍ଣ୍ଣମୀ ତିଥି ଡହରଡିହା (ଦାଣ୍ଡବୋସ) ଠାରେ ଜନ୍ମ ନେଇଥିଲେ । ସେ [[ରାଇରଙ୍ଗପୁର]]ର ବଡାମତଳିଆ ଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । <ref>ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ</ref>
 
୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁମୁର୍ମୁଙ୍କ ଇହଲିଳାଦେହାନ୍ତ ସମ୍ବରଣ କରିଥିଲେହୋଇଥିଲା ।<ref>{{cite news|title=ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ|url=http://sambadepaper.com/Details.aspx?id=228510&boxid=24229896|accessdate=1 February 2016|newspaper=ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref>
 
== ରଚିତ ପୁସ୍ତକ ==
Line ୪୩ ⟶ ୪୪:
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୭୮
 
୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁ ଇହଲିଳା ସମ୍ବରଣ କରିଥିଲେ ।<ref>{{cite news|title=ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ|url=http://sambadepaper.com/Details.aspx?id=228510&boxid=24229896|accessdate=1 February 2016|newspaper=ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref>
== ଆଧାର ==
{{ଆଧାର}}
୫୩ କ ଧାଡ଼ି:
 
{{Persondata <!-- Metadata: see [[Wikipedia:Persondata]]. -->
| NAME = Murmu, Pandit Raghunath
| ALTERNATIVE NAMES =
| SHORT DESCRIPTION =
| DATE OF BIRTH = May 5, 1905
| PLACE OF BIRTH = (Dahardih)Dandbose, [[Rairangpur]], [[Mayurbhanj]], [[British Raj|British India]]
| DATE OF DEATH = February 1, 1982
| PLACE OF DEATH =
}}
{{DEFAULTSORT:Murmu, Raghunath}}