"ରୂପଶ୍ରୀ ମହାପାତ୍ର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ରୂପଶ୍ରୀ ମହାପାତ୍ର ଆରମ୍ଭ କରାଗଲା
 
ଟିକେ Bot: Automated text replacement (-ଓଡିଶୀ +ଓଡ଼ିଶୀ )
୪୮ କ ଧାଡ଼ି:
}}
 
'''ରୂପଶ୍ରୀ ମହାପାତ୍ର''', ଜଣେ ଜଣାଶୁଣା [[ମାହାରୀ]] ଏବଂ [[ଓଡିଶୀଓଡ଼ିଶୀ ନୃତ୍ୟ]]ଶିଳ୍ପୀ ।<ref>{{cite book|title=Sruti|url=http://books.google.com/books?id=uywqAQAAIAAJ|year=2000|publisher=P.N. Sundaresan}}</ref> ମାହାରୀ ନୃତ୍ୟକୁ ଦେଶବିଦେଶରେ ପହଞ୍ଚାଇ ପାରିଥିବା ଏହି ନୃତ୍ୟାଙ୍ଗନା, ପିଲାବେଳେ ଠିକ ଭାବେ ଚାଲି ପାରୁନଥିଲେ । ତାଙ୍କ ପିତା ହରିହର ମହାପାତ୍ର, [[ଜଗନ୍ନାଥ ମନ୍ଦିର|ଶ୍ରୀମନ୍ଦିର]]ରେ ଥିବା ବିଶ୍ଵନାଥଙ୍କୁ ପୂଜାକରିବାରୁ, ସେ ସୁସ୍ଥ ହୋଇଥିଲେ । ପୁରୀରେ ଆଖଡାରେ, ପୁଅମାନଙ୍କୁ ନାଚୁଥିବାର ଦେଖି, ସେ ଓଡିଶୀଓଡ଼ିଶୀ ନୃତ୍ୟ ପ୍ରତି ଆକର୍ଷିତ ହୋଇପଡିଥିଲେ । ଓଡିଶୀଓଡ଼ିଶୀ ନୃତ୍ୟରୁ ଆରମ୍ଭକରି, ରୂପଶ୍ରୀ ପ୍ରାୟ ୭ବର୍ଷ ବୟସରୁ ମାହାରୀ ନୃତ୍ୟ ନାଚି ଆସୁଛନ୍ତି ।
 
ରୂପଶ୍ରୀ, ଗୁରୁ [[ପଙ୍କଜ ଚରଣ ଦାସ]]ଙ୍କଠାରୁ ନୃତ୍ୟ ଶିକ୍ଷାଲାଭ କରିଛନ୍ତି<ref>http://www.thehindu.com/todays-paper/tp-national/tp-otherstates/mahari-dance-show-on-august-31/article215332.ece</ref> ଓ ଦେବଦାସୀ ହରପ୍ରିୟା ଦେବୀ, ଶଶିମଣୀ ଦେବୀ ଓ ପାରଣମଣୀ ଦେବୀଙ୍କଠାରୁ ମାହାରୀ ନୃତ୍ୟର କୌଶଳ ଆୟତ୍ତ କରିଛନ୍ତି ।<ref>http://www.newindianexpress.com/magazine/article1388606.ece</ref> ନୃତ୍ୟ ପରିବେଷଣ ସହ, ପୁରୀ ଓ ଭୁବନେଶ୍ଵରଠାରେ, ନିଜର ଦୁଇଟି ନୃତ୍ୟ ଶିକ୍ଷାନୁଷ୍ଠାନ ମାଧ୍ୟମରେ ସେ ମାହାରୀ ନୃତ୍ୟ ଶିକ୍ଷାଦାନ କରିଆସୁଛନ୍ତି ।<ref>http://www.telegraphindia.com/1110519/jsp/orissa/story_13997791.jsp</ref> କାଲିଫର୍ନିଆ ଓ ଜର୍ମାନୀ ବିଶ୍ଵବିଦ୍ୟାଳୟର ଛାତ୍ରୀମାନେ, ତାଙ୍କ ନିକଟକୁ ମାହାରୀ ନୃତ୍ୟ ଉପରେ ଗବେଷଣା କରିବାକୁ ଆସୁଛନ୍ତି । <ref>ଧରିତ୍ରୀ ୧୫/୧୦/୨୦୧୪ ପୃଷ୍ଠା ୧୨ରେ ପ୍ରକାଶିତ ଧରିତ୍ରୀ ଆଳାପ</ref>