"ଖେଚେଡ଼ି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଦଳା ଖେଚୁଡି ପ୍ରସଙ୍ଗର ତଥ୍ୟ ମିଶାଗଲା
ଟିକେ Bot: Automated text replacement (-ଓଡିଶୀ +ଓଡ଼ିଶୀ )
୪୪ କ ଧାଡ଼ି:
:ଏହା ସାଧାରଣତଃ ବହଳିଆ ହୋଇଥାଏ ।
* ସିମେଇ ଖେଚେଡ଼ି/ପଲଉ: ଏହା ସିମେଇ, [[ଗାଜର]], [[କ୍ୟାପ୍ସିକମ]], [[ପିଆଜ]] ଆଦି ପକାଇ ଓଡ଼ିଆ ରାନ୍ଧଣା ପ୍ରଣାଳୀରେ ତିଆରି କରାଯାଇଥାଏ ।
*ଦଳା ଖେଚୁଡ଼ି ତିଆରି ପାଇଁ ଅରୁଆ ଚାଉଳ ଓ ମୁଗ ଡାଲି ମିଶାଇ ଧୋଇ ଶୁଖାଇ, ତା ସହିତ ହଳଦି ଗୁଣ୍ଡ, ଧନିଆ ଗୁଣ୍ଡ, ନଡିଆ କୋରା ଓ ଘିଅ ଦେଇ ଦଳାଯାଏ । ତା ପରେ ପାଣିରେ ତେଜପତ୍ର ପକାଇ ଫୁଟାଇ ସେଥିରା ଦଳା ଚାଉଳ ଓ ଡାଲି ପକାଯାଏ । ଡାଲି ଓ ଚାଉଳ ଫୁଟି ନରମ ହୋଇଗଲେ ଓହ୍ଲାଇ ଘିଅର ଛୁଙ୍କ ଦିଆଗଲେ ଦଳା ଖେଚୁଡି ତିଆରି ସମ୍ପୂର୍ଣ ହୁଏ ।<ref>ପ୍ରସନ୍ନ କୁମାରୀ ଦେବୀ । ୨୦୦୮ (୧୯୯୭) । ଓଡିଶୀଓଡ଼ିଶୀ ରନ୍ଧନ କଳା । କଟକ : ଅଗ୍ରଦୂତ ।</ref>
== ପରଷା ==
"https://or.wikipedia.org/wiki/ଖେଚେଡ଼ି"ରୁ ଅଣାଯାଇଅଛି