"ସେମିଳିଗୁଡ଼ା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଓଡିଶା +ଓଡ଼ିଶା)
୧ କ ଧାଡ଼ି:
ସେମିଳିଗୁଡା ଓଡିଶାରଓଡ଼ିଶାର କୋରାପୁଟ ଜିଲ୍ଲାର ଏକ ବ୍ଲକ ଅଟେ । ଏହା ପ୍ରଥମେ ଏକ ଗ୍ରାମ ଥିଲା, ମାତ୍ର ବର୍ତ୍ତମାନ ଏହା ଏକ ଛୋଟ ସହର । ସୁନାବେଡା ଏନ୍‍ ଏ ସି ର ଏହା ଅକ ଅଂଶ ଅଟେ।
ଜାତୀୟ ରାଜପଥ ୪୩ (ବର୍ତ୍ତମାନ ୨୬) ରେ କୋରାପୁଟ ଠାରୁ ପ୍ରାୟ ୨୨ କିଲୋମିଟର (ଦକ୍ଷିଣ ଆଡକୁ) ଗଲେ ସେମିଳିଗୁଡା ରେ ପହଂଚିହେବ । ଏଠାରୁ ନଂଦପୁର ଦେଇ ପାଡୁଆକୁ ଗୋଟିଏ ରାସ୍ତା ବାହାରିଛି । ଏଚ୍‍ ଏ ଏଲ୍‍ ସୁନାବେଡା ତଥା ନାଲକୋ ଦାମନଯୋଡି ଏହାର ଅତି ନିକଟରେ ଅବସ୍ଥିତ ଅଟଂତି । ଏ ଅଂଚଳର ଏହା ଏକ ପ୍ରଧାନ ବ୍ୟବସାୟ କେଂଦ୍ର ପାଲଟିଲାଣି ।