"ରଘୁନାଥ ମୁର୍ମୁ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
Hellohappy (ଆଲୋଚନା | ଅବଦାନ) ବନାନ ସାନ୍ତାଳି ::ସାନ୍ତାଳୀ |
Hellohappy (ଆଲୋଚନା | ଅବଦାନ) ରଚନାବଳୀ |
||
୨୦ କ ଧାଡ଼ି:
ସେ [[ଓଡ଼ିଶା]]ର [[ମୟୂରଭଞ୍ଜ ଜିଲ୍ଲା|ମୟୂରଭଞ୍ଜ]]ର ଏକ ୫ ମେ ୧୯୦୫ର ଏକ ପୂର୍ଣ୍ଣମୀ ତିଥି ଡହରଡିହା (ଦାଣ୍ଡବୋସ) ଠାରେ ଜନ୍ମ ନେଇଥିଲେ । ସେ [[ରାଇରଙ୍ଗପୁର]]ର ବଡାମତଳିଆ ଠାରେ ଜଣେ ସ୍କୁଲ ଶିକ୍ଷକ ଥିବା ସମୟରେ ସାନ୍ତାଳୀ ସାହିତ୍ୟ ପ୍ରତି ଆକୃଷ୍ଟ ହୋଇଥିଲେ । <ref>ସମ୍ବାଦ ୧୯/୦୪/୨୦୧୩ ପୃଷ୍ଠା ୪ରେ ପ୍ରକାଶିତ ଖବର, ଅଲଚିକି ସ୍ରଷ୍ଟାଙ୍କ ସ୍ମୃତିରକ୍ଷା : ଓଡ଼ିଶାଠାରୁ ପଶ୍ଚିମବଙ୍ଗ ଆଗରେ</ref>
== ରଚିତ ପୁସ୍ତକ ==
=== ପାଠ୍ୟ ପୁସ୍ତକ ===
* ଞ୍ଜେଲ ଜଂ ଲାଗିଦ୍ ଅଲ୍
* ଅଲ୍ ଚେମେଦ୍
* ପାର୍ସିପୋହା
* ପାର୍ସିଅପାଦ
=== ଗଣିତ ପୁସ୍ତକ ===
* ଏଲଖା ପତବ୍
=== ବ୍ୟାକରଣ ପୁସ୍ତକ ===
* ରନଳ
=== ନାଟକ ପୁସ୍ତକ ===
* ବିନ୍ଦୁ ଚାନ୍ଦାନ
* ଢାକେଗେ ଧନ୍
* ଖେରଵାନ ବୀର
* ସିଦ୍ଦ କାହ୍ନୁ ସାନ୍ତାଳ ହୁଲ୍
=== କବିତା ପୁସ୍ତକ ===
* ହଗ୍ ସେରେଞ୍ଜ
* ବାହା ସେରେଞ୍ଜ
* ହିତାଲ
== ସମ୍ମାନ ଓ ପୁରସ୍କାର ==
* ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ବର୍ଦ୍ଧନା - ୧୯୭୮
୧୯୮୨ ମସିହା ଫେବୃଆରୀ ୧ ତାରିଖରେ ରଘୁନାଥ ମୁର୍ମୁ ଇହଲିଳା ସମ୍ବରଣ କରିଥିଲେ ।<ref>{{cite news|title=ସାନ୍ତାଳୀ ଭାଷାର ପ୍ରଜ୍ଞାପୁରୁଷ|url=http://sambadepaper.com/Details.aspx?id=228510&boxid=24229896|accessdate=1 February 2016|newspaper=ସମ୍ବାଦ ୦୧/୦୨/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪}}</ref>
== ଆଧାର ==
{{ଆଧାର}}
|